Odia News Portal
Browsing Tag

odishanews

ରାଜ୍ୟରେ ଆଉ ୧୦ଟି ନସିଂ କଲେଜ ହେବ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ଟି ନସିଂ କଲେଜ ହେବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ । ରାଜ୍ୟରେ ୬ଶହ ସିଟ୍ ବିଶିଷ୍ଟ ନସିଂ କଲେଜ ସ୍ଥାପନ ହେବ । ପୁରୀ,ସୁନ୍ଦରଗଡ଼,ଅନୁଗୁଳ,କେନ୍ଦୁଝର,ଯାଜପୁର, ମୟୂରଭଞ୍ଜ, ବଲାଙ୍ଗୀର,କୋରାପୁଟ, ବାଲେଶ୍ୱର ଓ ଝାରସୁଗୁଡ଼ା ଜିଲ୍ଲାରେ ହେବ

ମେଟ୍ରିକ ରେଜଲ୍ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ, ଶିକ୍ଷକଙ୍କୁ ଘେରିଲେ ଶତାଧିକ ପିଲା ଓ ଅଭିଭାବକ

ଭୁବନେଶ୍ୱର: ସଦ୍ୟ ପ୍ରକାଶ ପାଇଥିବା ମେଟ୍ରିକ ରେଜଲ୍ଟକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ତେବେ ଆଜି କଟକ ଓ ପୁରୀ ଜିଲ୍ଲାରେ ମାର୍କକୁ ନେଇ ତାତିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ପୁରୀ ମଧୁବନ ସରସତ୍ୱୀ ଶିଶୁ ବିଦ୍ୟାମନ୍ଦିରରେ ଛାତ୍ରଛାତ୍ରୀମାନେ ହୋହାଲ୍ଲା କରିଥିବା ବେଳେ କଟକ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩୧୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ଆଉ ୩୩୧୯ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୮୯୬ ଓ ସ୍ଥାନୀୟ ସଂକ୍ରମିତ ୧୪୨୩ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୧୧୬, ବାଲେଶ୍ୱର ୩୯୭, ବରଗଡ ୪୭,

ବିବାହିତା ମହିଳାଙ୍କୁ ଅଶୋଭନୀୟ ବ୍ୟବହାର କରିଥିବା ଅଭିଯୋଗରେ ଯୁବକ ଗିରଫ

ଗଜପତି: ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ରାଇପଙ୍କା ପଞ୍ଚାୟତର ଗୁଡୁରିପଙ୍କା ଗ୍ରାମର ହେମନ୍ତ ବେହେରା(୪୦) ଗ୍ରାମରେ ଜଣେ ବିବାହିତ ମହିଳା ଗାଧେଇବାକୁ ଯାଉଥିବାବାବେଳେ ତାଙ୍କୁ ଏକୁଟିଆ ଦେଖି ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିଲେ। ଯାହାଫଳରେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଏ

ବାଲି ଚୋରା ଚାଲାଣ କରୁଥିଲେ, ମାଡ଼ି ବସିଲା ପ୍ରଶାସନ

ସୁବର୍ଣ୍ଣପୁର: ସୋନପୁର ମନମୁଣ୍ଡା ତେଲ ନଦୀରୁ ବାଲି ଚୋରା ଚାଲାଣ କରୁଥିଲେ । କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ମାଡ଼ି ବସିଥିଲା ପ୍ରଶାସନ । ୨ଟି ଟ୍ରାକ୍ଟର ଓ ୨ଟି ହାଇୱାକୁ ଜବତ କରିଥିଲା । ତେବେ ସେମାନେ ଚାଲାଣ କାଟି ଗାଡ଼ି ଫେରାଇ ନେଇଥିବା ସୂଚନା ମିଳିଛି । ହାଇୱା ଗୁଡ଼ିକ ୪୦ ହଜାର

ପ୍ରଫେସର କରୁଣାକର ନନ୍ଦ ହେଲେ ଭୁବନେଶ୍ୱର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ

ଭୁବନେଶ୍ୱର: ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ୱରର ନିଦ୍ଦେର୍ଶକ ଭାବେ ପ୍ରାୟୋଗିକ ପଦାର୍ଥ ବିଜ୍ଞାନର ସର୍ବଶ୍ରେଷ୍ଠ ବୈଜ୍ଞାନିକ ପ୍ରଫେସର କରୁଣାକର ନନ୍ଦ ଗତ ୧୬ ତାରିଖରୁ କାର‌୍ୟ୍ୟଭାର ଗ୍ରହଣ କରିଛିନ୍ତି। ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିଦ୍ଦେର୍ଶକ ହେବା ପୂର୍ବରୁ ସେ ଭାରତର

ଯୁକ୍ତ ୨ ଛାତ୍ର ଛାତ୍ରୀଙ୍କୁ ୨୫ରୁ ମିଳିବ ଆଡମିଟ କାର୍ଡ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ଏସ୍ଓପି । ଯୁକ୍ତ ଦୁଇ ପ୍ରାକ୍ଟିକାଲ ରେକର୍ଡ ସଂଗ୍ରହ ଓ ଆଡମିଟ କାର୍ଡ ପ୍ରଦାନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ଏସ୍ଓପି । ଆସନ୍ତା ୨୫ ତାରିଖରୁ ଝଇଗଝ ୱେବସାଇଟରୁ ଛାତ୍ରଛାତ୍ରୀମାନେ ଆଡମିଟ୍

ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କଲା ସ୍ତ୍ରୀ

ଗଞ୍ଜାମ: ସ୍ୱାମୀର ମୁଣ୍ଡ ଗଣ୍ଡି ଅଲଗା କଲା ସ୍ତ୍ରୀ । ସ୍ୱାମୀକୁ ଅତି ନିର୍ମମଭାବେ ହତ୍ୟା କରିଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ନୂଆଗଡ଼ ଗାଁରେ ଘଟିଛି ଏଭଳି ଅମାନୁଷିକ ହତ୍ୟାକାଣ୍ଡ । ଅଭିଯୁକ୍ତ ମହିଳା ଝିଲ୍ଲୀ ନାୟକକୁ ପୋଲିସ ଗିରଫ କରିଛି । ସେପଟେ ମୃତ ଭଗିଆଙ୍କ ମୃତଦେହକୁ

ଟିକାକେନ୍ଦ୍ରରେ ଫଟୋ ପଲିଟିକ୍ସ, ଉଦଘାଟନ ପୂର୍ବରୁ ରିବନ ଛିଣ୍ଡାଇଲେ ବିଜେପି କର୍ମୀ

ବାଲେଶ୍ୱର: ଟିକାକେନ୍ଦ୍ରରେ ହୋହାଲ୍ଲା । ଫଟୋକୁ ନେଇ ରାଜନୀତି । ବାଲେଶ୍ୱର ଜିଲ୍ଲା ଗାନ୍ଧୀ ସ୍ମୃତିଭବନ ଟିକାକେନ୍ଦ୍ରରେ ଦେଖିବାକୁ ମିଳିଛି ଅଶୋଭନୀୟ ଦୃଶ୍ୟ । ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଯାଇଥିଲା । ତେବେ ଏଠାରେ କାହିଁକି ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଯାଇନାହିଁ ଏହାକୁ

ଆରମ୍ଭ ହେଲା ଅନଲାଇନ୍ ପାଠପଢ଼ା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନଲାଇନ ପାଠପଢ଼ା । ୟୁଟ୍ୟୁବ୍ ଲାଇଭ୍ ଷ୍ଟ୍ରିମିଂ ଦ୍ୱାରା ଛାତ୍ର ଛାତ୍ରୀମାନେ ପାଠ ପଢ଼ିଛନ୍ତି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନେ ପାଠ ପଢ଼ିଥିବା ନଜରକୁ ଆସିଛି । ପ୍ରାଥମିକ ଅର୍ଥାତ୍ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ