Odia News Portal
Browsing Tag

odishanews

ଜୁନ୍ ୧୦ରେ ସୂର୍ଯ୍ୟ ପରାଗ

ଭୁବନେଶ୍ୱର: ଆସନ୍ତା ଜୁନ୍ ୧୦ରେ ହେବ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟ ପରାଗ । ତେବେ ଏହି ସୂର୍ଯ୍ୟ ପରାଗ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ । ଏନେଇ ସୂଚନା ଦେଇଛି ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ । ଆମେରିକା, ୟୁରୋପ, ଏସିଆ ମହାଦେଶରେ କିଛି ଅଞ୍ଚଳରେ ଏହା ଦୃଶ୍ୟମାନ ହେବ। ଭାରତରେ କେବଳ

କରୋନାରୁ ସୁସ୍ଥହେଲେ ବିଜୟ ମହାପାତ୍ର

ଭୁବନେଶ୍ୱର: ଦୀର୍ଘଦିନ ହେବ କରୋନା ରୋଗରେ ଆକ୍ରାନ୍ତ ଥିଲେ ବିଜେପି ନେତା ବିଜୟ ମହାପାତ୍ର । ଆଜି ସେ କରୋନାରୁ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ପରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜୟ । ତେବେ ସମସ୍ତେ ସଚେତନାର ସହ ଚଳିବା ଲାଗି ନିବେଦନ କରିଛନ୍ତି ସେ ।

ନିଜ ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ବାପା, ଝିଅର ଇଜ୍ଜତ ବଞ୍ଚାଇବାକୁ ଯାଇ ସ୍ୱାମୀକୁ ମାରିଲା ସ୍ତ୍ରୀ

ବାଲେଶ୍ୱର: ନିଶାରେ ହିହାହିତ ଜ୍ଞାନ ଭୁଲି ନିଜ ଜନ୍ମକଲା ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ପିଚାଚ ବାପା । ଝିଅର ଇଜ୍ଜତ ବଞ୍ଚାଇବାକୁ ଯାଇ ସ୍ତ୍ରୀମୀର ଜୀବନ ନେଲା ସ୍ତ୍ରୀ । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗାଁରୁ ଆସିଛି ଏଭଳି ଖବର । ମୃତକ ହେଲେ ବୁଟୁ ସିଂ । ହତ୍ୟାକରୀ ସ୍ତ୍ରୀ

ଆଜିଠୁ ଶ୍ରୀଜୀଉଙ୍କ ଭିତର ଚନ୍ଦନ ଯାତ୍ରା ନୀତି

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପୂର୍ବରୁ ପରମ୍ପରା ଅନୁଯାୟୀ ସମସ୍ତ ନୀତି ଚାଲୁ ରହିଛି । ଆଜିଠାରୁ ଶ୍ରୀ ଜୀଉଙ୍କ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ୪୨ ଦିନ ବ୍ୟାପୀ ଚନ୍ଦନଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେବ। ୨୧ ଦିନ ବାହାର ଚନ୍ଦନ ଯାତ୍ରା ସରିବା ପରେ

ମନ୍ଦିରରେ ବୁଲୁଛନ୍ତି ଭାଲୁ

ନବରଙ୍ଗପୁର: ମନ୍ଦିର ଭିତରେ ବୁଲୁଛନ୍ତି ଭାଲୁ । ଲୋକେ ଭୟଭୀତ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସିଦ୍ଧିଗୁଡ଼ା ଗାଁରେ ଥିବା ବଡ଼ଦେବତା ମନ୍ଦିରରେ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ଶୁକ୍ରବାର ସକାଳୁ ଗୋଟିଏ ଭାଲୁପଲ ମନ୍ଦିର ପରିସରରେ ଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଯାହାକୁ

ବାଣ ଗୋଦାମରେ ବିସ୍ଫୋରଣ

କୋଣାର୍କ: ବାଣ ଗୋଦାମରେ ବିସ୍ଫୋରଣ । ପୁରୀ ଜିଲ୍ଲା କୋଣାର୍କ ଚାରିଛକ ବ୍ରହ୍ମଗୁଣ୍ଡିସ୍ଥିତ ଏକ ବାଣ ଗୋଦାମରେ ଘଟିଛି ଏହି ବିସ୍ଫୋରଣ । ଏଥିରେ କାହାର କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ପ୍ରଚଣ୍ଡ ବିସ୍ଫୋରଣ ପରେ ସମଗ୍ର ବାଣଗୋଦାମ ଜଳୁଥିବାର ଦେଖାଯ଼ାଇଛି । ନିଆଁକୁ ଆୟତ୍ତ କରିବାକୁ

ଇନ୍ଦ୍ରମଣୀ ତ୍ରିପାଠୀ ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର: ଇନ୍ଦ୍ରମଣୀ ତ୍ରିପାଠୀ ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନୂଆ ନିର୍ଦ୍ଦେଶକ । ଏହି ଅବସରରେ ବିଭାଗର କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଦାୟିତ୍ୱ ଗ୍ରହଣ ପରେ ବିଭାଗୀୟ ଅଧିକାରୀଙ୍କ ସହ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଆଲୋଚନା କରିଛନ୍ତି ।

ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ

ଭୁବନେଶ୍ୱର: ଚାଲିଥିଲା ଚୋରା ମଦ କାରବାର । ଚଢ଼ାଉ କରିବା ଲାଗି ଯାଇଥିଲେ ଅବକାରୀ କର୍ମଚାରୀ । ଶେଷରେ ଆକ୍ରମଣର ଶିକାର ହେଲେ ଅବକାରୀ କର୍ମଚାରୀ । ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରୁ ଆସିଛି ଏଭଳି ଖବର । ଦୁର୍ବୁତ୍ତଙ୍କ ଏହି ସଂଘବଦ୍ଧ ଆକ୍ରମଣରେ ମହିଳା କର୍ମଚାରୀଙ୍କ ସହ ୫ ଆହତ

ଏଯାବତ କରୋନା ଛୁଇଁନି ଏହିସବୁ ଗାଁକୁ

ଗଞ୍ଜାମ: ଚାଲିଛି କରୋନାର ଦ୍ୱିତୀୟ ଲହର । ସାରା ବିଶ୍ୱକୁ କବଳିତ କରିଛି ଭାଇରସ । ମହାମାରୀରେ ଗଲାଣି ଅନେକ ଜୀବନ । ତେବେ ଆଜି ବି ଓଡ଼ିଶାରେ ଏମିତି ଗାଁ ରହିଛି ଯେଉଁଠି ଏଯାବତ ପହଞ୍ଚିପାରିନାହିଁ କରୋନା ଭାଇରସ । ଗାଁର ଜଣେ ହେଲେ ହୋଇନାହାଁନ୍ତି ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାର ମୋଟ ୧୮ଟି

ବିଧାବସଭା ପରିସରରେ ବିଜୟଶ୍ରୀଙ୍କୁ ଗାର୍ଡ ଅଫ ଅନର

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଜୟଶ୍ରୀ ରାଉତରାୟଙ୍କୁ ବିଧାନସଭା ପରିସରରେ ଦିଆଯାଇଛି ଗାର୍ଡ ଅଫ ଅନର । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଜଙ୍ଗଲ ଓ ପରିବେଶ ବିକାଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କ ଭଳି ବହୁ ବରିଷ୍ଠ ନେତାଙ୍କ