Odia News Portal
Browsing Tag

odishanews

ଶ୍ରୀମନ୍ଦିର ପ୍ରଶାସନ ଓ କର୍ମଚାରୀଙ୍କୁ କରୋନା ଯୋଦ୍ଧା ମାନ୍ୟତା ଲାଗି ଦାବି

ପୁରୀ: ମହାପ୍ରଭୁଙ୍କ ନୀତିକାନ୍ତି କରୁଥୁବା ତଥା ଶ୍ରୀଜୀୟଙ୍କ କାର୍ଯ୍ୟରେ ଥିିବା ପ୍ରଶାସନିକ କର୍ମଚାରୀଙ୍କୁ କରୋନା ଯେଦ୍ଧା ମାନ୍ୟାତା ନେଇ ଦାବି କରାଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷାନ କୁମାର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ମନ୍ଦିର ସେବାୟତ

୩୩ଟି ଚକ ନିର୍ମାଣ କାମ ଶେଷ

ପୁରୀ: ଚଳିତବର୍ଷ ରଥଯାତ୍ରା ଲାଗି ଚଳଚଞ୍ଚଳ ହୋଇ ଉଠିଛି ରଥଖଳା । ଜାରି ରହିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଶ୍ରୀକ୍ଷେତ୍ରରେ ନିର୍ମାଣ ଚାଲିଥିବା ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୩୩ ଚକ ନିର୍ମାଣ କାମ ଶେଷ ହୋଇଛି। ସେଥିରୁ ତାଳଧ୍ୱଜ ରଥର ୧୧, ନନ୍ଦିଘୋଷ ରଥର ୧୨ ଓ ଦେବଦଳନ ରଥର

ମୋ ଭାଇ ଆପରେ ଘରେ ପହଞ୍ଚିବ ସାବିତ୍ରୀ ଭାର

ଭୁବନେଶ୍ୱର: ଆସୁଛି ସାବିତ୍ରୀ ବ୍ରତ । ଫଳ ବଜାରରେ ଲାଗି ଲୋକଙ୍କ ଭିଡ଼ । ତେବେ ମହାମରୀରେ ଘରେ ଫଳ ଓ ପୂଜା ସାମଗ୍ରୀ ପହଞ୍ଚଇବ ମୋ ଭାଇ ଆପ୍ । କଟକ, ଭୁବନେଶ୍ୱର ଓ ବାଲେଶ୍ୱରରେ ଏହି ଆପ୍ ମାଧ୍ୟମରେ ସାମଗ୍ରୀ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ଜ୍ୟୋତିରଞ୍ଜନ ସାହୁ । ୱେବସାଇଟ ମାଧ୍ୟମରେ

ବିଧବା ପରିବା ବିକାଳିଙ୍କୁ ଟେକିନେଇ ୨ଦିନ ଦୁଷ୍କର୍ମ କଲେ ୩ ଦୁର୍ବୁତ

ସୁନ୍ଦରଗଡ଼: କିଛି କ୍ଷଣର ସୁଖ ଲାଗି ମଣିଷ ପାଲଟିଯାଉଛି ପଶୁ । ଦେହର ସୁଖ ଲାଗି ଅନ୍ୟର ଦୁଃଖ ବୁଝ଼ିଲେନି ନର ପିଚାଶ । ବିଧବା ମହିଳାଙ୍କୁ ଟେକି ନେଇ ଦୁଇଦିନ ଦୁଷ୍କର୍ମ କଲେ ୩ ଦୁର୍ବୁତ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ପୋଲିସ ଏହି ମାମଲାରେ ଜଣେ ନାବାଳକ

ନଦୀରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ

ଯାଜପୁର: ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ଯାଜପୁର ଜିଲ୍ଲା କୁଣ୍ଡପାଟଣା-ସାମନ୍ତରାପୁରକୁ ସଂଯୋଗ କରୁଥିବା ବ୍ରିଜ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ହେଲେ ମିନତୀ ମୁଣ୍ଡା । ତାଙ୍କ ଘର କେନ୍ଦୁଝର ଜିଲ୍ଲାରେ ବୋଲି ଜଣାପଡିଛି । ପୋଲିସ ଖବର

ଅମ୍ରିତଙ୍କ ଚିକିତ୍ସା ଲାଗି ଖର୍ଚ୍ଚହେବ ୨କୋଟି

ଭୁବନେଶ୍ୱର: ବ୍ରହ୍ମପୁରର ଯୁବକ ଅମ୍ରିତଙ୍କ ଚିକିତ୍ସାରେ ଖର୍ଚ୍ଚ ହେବ ୨ କୋଟି ଟଙ୍କା । ତେବେ ଅମ୍ରିତଙ୍କୁ ଚିକତ୍ସା ଲାଗି ସହଯୋଗ ସୁଅ ଛୁଟିବାରେ ଲାଗିଛି । ୮୦ ଲକ୍ଷ ଟଙ୍କା ଏଯାବତ ଆସିଥିବା ସୂଚନା ଦେଇଛନ୍ତି ତାଙ୍କ ଭଉଣୀ । ତେବେ ଆଗାମୀଦିନରେ ଏଭଳି ସହଯୋଗ କରିବା ସହ ତାଙ୍କ ଭାଇଙ୍କ

ବିସ୍ଥାପିତଙ୍କୁ ମିଳିନି ମୌଳିକ ସୁବିଧା

ନୂଆପଡା: ଭିଟାମାଟି ଗଲା । ଜମିବାଡି ବି ଗଲା । ନିର୍ମାଣ ହେଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ହେଲେ ବିସ୍ଥାପତିଙ୍କୁ ମିଳିଲାନି ମୌଳିକ ସୁବିଧା । ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଠିକ୍ ଅହାର ୨୦ ବର୍ଷ ପରେ ଅର୍ଥାତ ୨୦୨୦

ସକ୍ରିୟ ହେଉଛି ମୌସୁମୀ

ଭୁବନେଶ୍ୱର: ମୌସୁମୀ କେରଳ ଛୁଇଁବା ପରେ ଧିରେ ଧିରେ ସକ୍ରିୟ ହେବାରେ ଲାଗିଛି । ଆଜି କେନ୍ଦ୍ରୀୟ ଆରବସାଗରର କିଛି ଅଧିକ ସ୍ଥାନ, ସମ୍ପୂର୍ଣ୍ଣ ଉପକୂଳ କର୍ଣ୍ଣାଟକ ଓ ଗୋଆ, ମହାରାଷ୍ଟ୍ରର କିଛି ଅଞ୍ଚଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓ ତେଲେଙ୍ଗାନାର କିଛି କିଛି ଅଞ୍ଚଳରେ ସକ୍ରିୟ ହୋଇଛି।

ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ଆରମ୍ଭ

ପୁରୀ: ଆଜିଠାରୁ ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି।ଏହା ଦେବସ୍ନାନପୂର୍ଣ୍ଣମୀ ପୂର୍ବଦିନ ପର୍ଯ୍ୟନ୍ତ ଚାଲୁରହିବ । ଆସନ୍ତାକାଲି ଜ୍ୟେଷ୍ଠ କୃଷ୍ଣ ଏକଦଶୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଳକ୍ରୀଡ଼ା କରିବେ। ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଠାରୁ

ବିଦେଶ ଯିବାକୁ ଥିବା ଛାତ୍ର ଛାତ୍ରୀଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର: ବିଦେଶରେ ପାଠ ପଢ଼ିବା ପାଇଁ ଯିବାକୁ ଥିବା ଛାତ୍ର ଛାତ୍ରୀଙ୍କୁ ଦିଆଯିବ ଟିକା । ଭୁବନେଶ୍ଵର ମହାନଗର ଅଞ୍ଚଳର ଛାତ୍ର-ଛାତ୍ରୀଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିସହ ମାଗଣାରେ ଅକ୍ସିଜେନ୍ କନସେନଟ୍ରେଟର ଯୋଗାଇବା ସହ ମୋବାଇଲ ଟେଷ୍ଟିଂ ବ୍ୟବସ୍ଥା କରାଯାଉଥିବା