Odia News Portal
Browsing Tag

odishanews

ବାପାଙ୍କ ଶୁଦ୍ଧିକ୍ରିୟା ଲାଗି ଯାଇଥିଲେ, ପୁଅ ନଦୀରେ ଭାସିଗଲା

ଯାଜପୁର: ବାପାଙ୍କ ଶୁଦ୍ଧିକ୍ରିୟା କରିବା ଲାଗି ନଦୀକୁ ଯାଇଥିଲେ ଦୁଇଭାଇ । ପାଦ ଖସିଯିବାରୁ ଜଣେ ଭାସିଗଲେ । ଯାଜପୁର ଜିଲ୍ଲାରୁ ଆସିଛି ଏଭଳି ଖବର । ବୁଢ଼ା ନଦୀରେ ଯୁବକ ଭାସି ଯାଇଛନ୍ତି । ଖବର ପାଇ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୂଚନା ଅନୁଯାୟୀ, ଶନିବାର

ପୋଲିସ ପଦ ଲାଗି ଆବେଦନ କରିପାରିବେ କିନ୍ନର, ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: କିନ୍ନରମାନେ ସବୁବେଳେ ସମାଜରେ ଟାହି ଟାପରା ଶୁଣି ଚଳି ଆସିଥାନ୍ତି । ସମସ୍ତେ ତାଙ୍କୁ ଖରାପ ଭାଷାରେ କୁହନ୍ତି । ତେବେ ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରିବା ଲାଗି ସରକାର ବିଭିନ୍ନ ଯୋଜନାରେ ମଧ୍ୟ ସେମାନଙ୍କୁ ସାମିଲ କରୁଛନ୍ତି । ତେବେ କିନ୍ନରମାନେ ମଧ୍ୟ ପୋଲିସ

ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ, ଛେଚା ଖାଇଲେ ପ୍ରେମିକ ଓ ଦୁଇ ସାଙ୍ଗ

ଅନୁଗୁଳ: ମହଙ୍ଗା ପଡ଼ିଲା ରାତି ଅଧରେ ପ୍ରେମିକାକୁ ଦେଖା କରିବା । ପ୍ରେମିକାକୁ ଦେଖା କରିବା ଲାଗି ଯାଇଥିବାବେଳେ ଲୋକଙ୍କ ହାବୁଡ଼ରେ ଧରା ପଡ଼ିଗଲା ପ୍ରେମିକ । ସାଙ୍ଗକୁ ସାହାର୍ଯ୍ୟ କରିବା ଲାଗି ଯାଇଥିବା ଦୁଇ ଯୁବକଙ୍କୁ ମଧ୍ୟ ଧରିପକାଇଲେ ଗାଁ ଲୋକେ । ଆଉ ତିନି ଜଣଙ୍କୁ ଉତ୍ତମ ମଧ୍ୟମ ଦେବା

କଟକରୁ ଜବତ ହେଲା ନକଲି ଫାଭିପିରାଭିର୍ ମେଡିସିନ୍‌

କଟକ: କରୋନା ଆକ୍ରାନ୍ତ ପାଇଁ ଫାଭିପିରାଭିର ମେଡିସିନ ବ୍ୟବହାର ହେଉଛି । ଏହାକୁ ବ୍ୟବହାର କରିବା ଲାଗି ଡାକ୍ତରମାନେ କହୁଛନ୍ତି । ଏଣୁ ଲୋକେ ଆଗୁଆ ଘରେ ମେଡିସିନ ଗଛିତ ରଖୁଛନ୍ତି । ଯାହାର ଫାଇଦା ନେଇ ନକଳି ମେଡିସିନ ବିକୁଛନ୍ତି କିଛି ଅସଭ୍ୟ ଦୋକାନୀ । ଆଜି ଏଭଳି ଏକ ଦେକାନରେ ଚଢ଼ାଉ

ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ବିୟୋଗ ହୋଇଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦୁଃଖଦ ଖବର ଶୁଣି ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । https://twitter.com/Naveen_Odisha ଏହାସହ

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ । ଯାହାକି ନିମ୍ନ ମଧ୍ୟବିତ ପରିବାର ଲୋକଙ୍କ ଉପରେ ହେଉଛି ମହାଙ୍ଗା ମାଡ଼ । ଯାହାର ପ୍ରତିବାଦରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ରାଜଧାନୀର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦେଇଛି କଂଗ୍ରେସ । ଉଭୟ

ଯୁକ୍ତ ୨ ନାମ ଲେଖା ଲାଗି ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ୨ ନାମ ଲେଖା ଲାଗି ଆରମ୍ଭ ହେଲାଣି ପ୍ରସ୍ତୂତି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ମାସ ନାମଲେଖା ପ୍ରକ୍ରିୟା ପାଇଁ ଷ୍ଟିୟରିଂ କମିଟି ଗଠନ କରାଯିବ। ମୁଖ୍ୟତଃ ଏହି କିମିଟି ଗତବର୍ଷ ନାମଲେଖା

ସତର୍କ ହୋଇ ଯାଆନ୍ତୁ, ୨ମାସରେ ଅମାନିଆଙ୍କଠାରୁ ଆଦାୟ ହେଲାଣି ସାଢ଼େ ୧୪ କୋଟି

ଭୁବନେଶ୍ୱର: କରୋନା କଟକଣାକୁ ନମାନି ବୁଲୁଥିବା ଅମାନିଆଙ୍କ ନିକଟରୁ ୨ ମାସରେ ଆଦାୟ ହେଲାଣି ସଢ଼େ ୧୪ କୋଟି ଟଙ୍କାର ଫାଇନ୍ । ଏପ୍ରିଲ ୧ରୁ ଏଯାବତ ୪ ଲକ୍ଷ ୭୬ ହଜାର ଅମାନିଆଙ୍କୁ ଧରାଯାଇଥିବା ବେଳେ ୧୪ ଲକ୍ଷ ୫୮ ହଜାର ଟଙ୍କା ଜରିମାନା କଟାଯାଇଛି । ସେପଟେ, ୩୫ ହଜାର ଦୋକାନ ସିଲ ହୋଇଥିବା

କେବଳ ପୁରୀ ଛଡ଼ା ସବୁଠି ରଥଯାତ୍ରା ବନ୍ଦ

ଭୁବନେଶ୍ୱର: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବନ୍ଦ ରହିବ ରଥଯାତ୍ରା । ବିନା ଭକ୍ତରେ ପୁରୀରେ ହେବ ରଥଯାତ୍ରା । କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବ । କରୋନା କଟକଣା ମଧ୍ୟରେ ପୂର୍ବ ବର୍ଷ ଭଳି ରଥଯାତ୍ରା ଆୟୋଜନ କରାଯିବ । ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା

ଆଜି ସାବିତ୍ରୀ ବ୍ରତ

ଭୁବନେଶ୍ୱର: ସ୍ୱାମୀଙ୍କ ଦୀର୍ଘାୟୁ ଓ ନିରାମୟ କାମନା କରି ସାଧବା ନାରୀମାନେ ସାବିତ୍ରୀବ୍ରତ ମନାସୀ ଥାନ୍ତି । ତେବେ ହେଉଛି ସ୍ୱାମୀଙ୍କ ସମ୍ପର୍କ ଲାଗି ଏକ ପବିତ୍ର ଦିନ । ଆଜି ହେଉଛି ସାବିତ୍ରୀ ଅମାବାସ୍ୟା । ତେବେ କରୋନା କଟକଣା ମଧ୍ୟରେ ବ୍ରତ ପାଳିଛନ୍ତି ମହିଳାମାନେ । ବଡ଼ ବଡ଼ ମନ୍ଦିର