Odia News Portal
Browsing Tag

odishanews

ସାରା ରାଜ୍ୟରେ ଲମ୍ବିଛି ନକଲି ଔଷଧର ଚେର

ଭୁବନେଶ୍ୱର: କରୋନା ସମୟରେ ମାତିଛନ୍ତି ନକଲି ଔଷଧ ବେପାରୀ । ରାଜ୍ୟରେ ଦୁଇଦିନ ମଧ୍ୟରେ ଅନେକ ସ୍ଥାନରୁ ଜବତ ହେଲାଣି ନକଲି ମେଡିସିନ । ଟଙ୍କ ଲାଗି ଲୋକଙ୍କ ଜୀବନକୁ ବାଜିରେ ଲଗାଉଛନ୍ତି ଅସାଧୁ ବ୍ୟବସାୟୀ । ପ୍ରଥମେ କଟକରୁ ଜବତ ହେବା ପରେ ଏହା ଲିଙ୍କରେ ଥିବା ରାଉରକେଲାରୁ ମଧ୍ୟ ଜବତ

୮ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ଛୁଇଁଛି ମୌସୁମୀ । ଏହାର ପ୍ରବାରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା । କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବା ମଧ୍ୟ ନଜରକୁ ଆସିଛି । ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ମଧ୍ୟରୁ ୮ଟିରେ ପ୍ରବଳରୁ ଅତି

ଆସନ୍ତାକାଲି ରଜ, ଆଜି ସଜବାଜ

ଭୁବନେଶ୍ୱର: ରାତି ପାହିଲେ କୃଷିଭିତ୍ତିକ ପର୍ବ ରଜ । ଆସନ୍ତାକାଲି ହେଉଛି ଓଡ଼ିଶାର ଗଣପର୍ବ ମଧ୍ୟରେ ଅନ୍ୟତମ ପର୍ବ ରଜ । ଯଦିଓ ତିନିଦିନ ରଜ ହୋଇଥାଏ ତେବେ ରଜ ପୂର୍ବଦିନ ସଜବାଜ ଓ ରଜ ଶେଷଦିନ ଅଥବା ବସୁମତି ସ୍ନାନକୁ ମିଶାଇ ୫ଦିନ ପାଳନ କରାଯାଏ । ଚଳିତ ବର୍ଷ କରୋନା ମହାମାରୀ ଲାଗି ଲକଡାଉନ

ତିନିଜଣଙ୍କୁ ଆକ୍ରମଣ କଲା ମାନସିକ ବିକାର ଗ୍ରସ୍ତ

ଟିଟିଲାଗଡ଼: ଟିଟିଲାଗଡ଼ ଥାନା ଅନ୍ତର୍ଗତ ଆନ୍ତର୍ଲା ଗ୍ରାମରେ ଜଣେ ବୃଦ୍ଧା ସମେତ ଦୁଇ ଜଣକୁ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିର ଆକ୍ରମଣ ଘଟଣା ଆଲୋଡନ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ଆଜି ସକାଳୁ ଗ୍ରାମର ଜୈନିକ ବୃଦ୍ଧା ବ୍ରାହ୍ମଣୀ ବାଗ ଶୌଚ ପାଇଁ ଯାଉଥିବା ବେଳେ ଅଭିଯୁକ୍ତ ଦେବଚନ୍ଦର

ଆସନ୍ତା ୧୭ରୁ ୟୁଟ୍ୟୁବରେ ନବମ ଓ ଦଶମ ପିଲାଙ୍କୁ ଶିକ୍ଷାଦାନ

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆସନ୍ତା ୧୭ରୁ ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ୟୁଟ୍ୟୁବରେ ଦିଆଯିବ ଶିକ୍ଷାଦାନ । ଦିନ ୧୦ଟାରୁ ଅପରାହ୍ନ ୧ ଯାଏଁ ପାଠ ପଢ଼ିବେ ପିଲା । ସମସ୍ତ ଜିଲ୍ଲାର ଡିଇଓ ମାନଙ୍କୁ ବିଷୟ ସ୍ଥିର କରିବାକୁ କୁହାଇଛି । ଆସନ୍ତା ୧୮ରେ ଏନେଇ ୩୦

ଜୁନ୍ ଶେଷ ସପ୍ତାହରେ ବାହାରିବ ମେଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଜୁନ୍ ଶେଷ ସପ୍ତାହରେ ବାହାରିବ ମେଟ୍ରିକ ରେଜଲ୍ଟ୍ । ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପାଇଁ ଚେଷ୍ଠା କରାଯାଉଛି । ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକ ଭାବରେ କରାଯାଉଛି । ଆଜି ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେପଟେ ସ୍କୁଲ ଖୋଲିବା ପ୍ରସଙ୍ଘରେ

ବନ୍ଧାହେଲା ଶାଳୀକୁ ହତ୍ୟା ଓ ଶାଶୁକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ

କେନ୍ଦୁଝର: ଶାଳୀକୁ ହତ୍ୟା କରିବା ପରେ ଶାଶୁକୁ ଦୁଷ୍କର୍ମ କରି ଫେରାର ହୋଇଥିଲା ଅଭିଯୁକ୍ତ ଜ୍ୱାଇଁ । ଆଜି ପୋଲିସ ହାବୁଡ଼ରେ ଧରା ପଡିଛି ଅଭିଯୁକ୍ତ । କେନ୍ଦୁଝର ଜିଲ୍ଲା ବଲାଣି ପୋଲିସ ଅଭିଯୁକ୍ତ ରୂପସିଂ ସିଦ୍ଧୁକୁ ଗିରଫ କରିଛି । ହତ୍ୟା କରି ଫେରାର ହେବାର ୫ଦିନ ପରେ ଆଜି କେନ୍ଦୁଝର

ଏଥର ରଜରେ ଘରେ ଘରେ ପହଞ୍ଚିବ ପିଠା

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବରେ ରାଜ୍ୟବାସୀଙ୍କ ଲାଗି ଖୁସି ଖବର । ଓଡ଼ିଆଙ୍କ ପ୍ରିୟ ପିଠା ପହଞ୍ଚିବ ଘରେ । ଏଥର ନିରାଡ଼ମ୍ଭର ଭାବେ ପାଳନ କରାଯିବ ରଜ ଉତ୍ସବ । ଭୁବନେଶ୍ୱର ଓଟିଡିସି ପକ୍ଷରୁ ପାଳନ ହେବ ରାଜ ଉତ୍ସବ । ରାଜଧାନୀର ପାନ୍ଥନିବାସରେ ନିରାଡ଼ମ୍ବର ଭାବରେ ପାଳନ କରାଯିବ । ତେବେ ଏଠାକୁ

କିଏ ବୁଝିବ ଦଉଡ଼ି କାରିଗରଙ୍କ ଦୁଃଖ

ମାହାଙ୍ଗା: ପାଖେଇ ଆସୁଛି ଓଡିଶାର ଗଣପର୍ବ ରଜ । ଗାଁ ଠୁ ସହର ଯେଉଁ ପର୍ବରେ ଉତ୍ସବମୁଖର ହୋଇଉଠେ ସେଇ ରଜ ପର୍ବର ମୁଖ୍ୟ ଅଂଶ ଦୋଳି ଖେଳ । ତେବେ ଦୋଳି ଖେଳ ପାଇଁ ଦଉଡି ଆବଶ୍ୟକ ହେଉଥିବା ବେଳେ ଏହି ଦଉଡି ପ୍ରସ୍ତୁତକାରୀଙ୍କ ପେଟକୁ ଲାତ ମାରିଛି କରୋନା । ଏ ହେଉଛି କଟକ ଜିଲ୍ଲା ମାହାଙ୍ଗା

ଅକ୍ସିଜେନ ଟ୍ରକରେ ଗଞ୍ଜେଇ

କୋରାପୁଟ: ଲକଡାଉନରେ ମାତିଛନ୍ତି ନିଶା ବେପାରୀ । ପ୍ରତିଦିନ ଜବତ ହେଉଛି କୋଟି କୋଟି ଟଙ୍କାର ମାଦକ ଦ୍ରବ୍ୟ । ତେବେ ଏଡାରି ଭିତରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ ନଜରକୁ ଆସିଛି । ଅକ୍ସିଜେନ ଟ୍ରକରେ ଗଞ୍ଜେଇ ଲୋଡ ହୋଇ ଯାଉଥିଲା । ଶେଷରେ ପୋଲିସ ହାବୁଡ଼ରେ ଧରାପଡ଼ିଛି । କୋରାପୁଟ ଜିଲ୍ଲା