Odia News Portal
Browsing Tag

odishanews

ପହିଲି ରଜରେ ଦୋକାନ ଖୋଲିଥିଲେ, ସିଲ୍ କଲା ବିଏମସି

ଭୁବନେଶ୍ୱର: ପହିଲି ରଜରେ ଲୁଗା ଦୋକାନ ଖୋଲିଥିଲେ । ଭଲ ଦି ପଇସା ପାଇବା ଆଶା ରଖିଥିଲେ ଦୋକାନୀ । ହେଲେ କରୋନା କଟକଣାକୁ ଅମାନ୍ୟ କରିବାରୁ ସିଲ୍ ହେଲା ଦୋକାନ । ରାଜଧାନୀ ଭୁବନେଶ୍ୱରସ୍ଥିତ ପଟିଆ ହାଟରେ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଲୋକଙ୍କ ଭିଡ଼ । ବଡ଼ ବଡ଼ ସୋ’ରୁମ ବନ୍ଦ

ବିଧବା ମହିଳାଙ୍କ ହାତ ଗୋଡ଼ ବାନ୍ଧି ପିଟିଲେ ପଡୋଶୀ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କାଳିଆପଦା ଗାଁରୁ ଆସିଲା ଅଭାବନୀୟ ଖବର । ଜଣେ ବିଧାବା ମହିଳାଙ୍କ ହାତଗୋଡ଼ ବାନ୍ଧି ପିଟିଲେ ପଡୋଶୀ । ତାଙ୍କ ଚରିତ୍ରକୁ ସନ୍ଦେହ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । କୁଆମରା ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି

ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେଲା ଇକମୋ ମେସିନ୍‌

ଭୁବନେଶ୍ୱର: ଆଉ ଇକମୋ ଚିକିତ୍ସା ଲାଗି ବାହାରକୁ ଯିବାକୁ ପଡ଼ିବନି । ଏଥରକ ଭୁବନେଶ୍ୱରରେ ଉପଲବ୍ଧ ହେବ ଏହି ଚିକିତ୍ସା ସୁବିଧା । ଭୁବନେଶ୍ୱର କିମ୍ସରେ କାର୍ଯ୍ୟକ୍ଷମ ହୋଇଛି ମେସିନ । ସଫଳତାର ସହ ମେସିନ କାର୍ଯ୍ୟକ୍ଷମ ହୋଇଥିବା ସୂଚନା ଦେଇଛନ୍ତି ମେଡିକାଲ କତ୍ତୃପକ୍ଷ । ରାଜ୍ୟର ଅଳ୍ପ କିଛି

ରଜରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜରେ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କରୋନା କଟକଣାକୁ ମାନି ଋକ୍ସ ପାଳିବାକୁ ନିବେଦନ କରିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ

ଘର ଛାଡି ପଳାଇଛି ପୁଅ, ହନ୍ତସନ୍ତ ବୁଢ଼ୀ ମା’

ଉମରକୋଟ: ବୃଦ୍ଧା ଅବସ୍ଥାରେ ହନ୍ତସନ୍ତ ହେଉଛନ୍ତି । ଏହି ବୃଦ୍ଧା ଜଣକ ହେଉଛନ୍ତି ନବରଙ୍ଗପୁର ଉମରକୋଟର ମାଳିଗୁଡାର । ଏ ହେଉଛନ୍ତି ବୃଦ୍ଧା ସୁବରୀ ମାଳି । ବୟସ ମାତ୍ର ୭୭ ବର୍ଷ । ଝାଟି ମାଟି କୁଡିଆ ଖଣ୍ଡେ ସାହା ହୋଇଥିବା ବେଳେ ଏବେ ବର୍ଷା ସାଜିଛି କାଳ । । ସୁରବୀଙ୍କ ପୁଅ ୨୫ ପର୍ଷ

ରଜରେ ଫିକା ପଡ଼ିଛି ପାନ ବେପାର

ଭୁବନେଶ୍ୱର: ଆଜି ହେଉଛି ପହିଲି ରଜ । ରଜ ପର୍ବରେ ପାନ ସମସ୍ତେଙ୍କ ପସନ୍ଦ ପାଲଟିଥାଏ । ପରମ୍ପରା ଅନୁଯାୟୀ ରଜରେ ପାନର ଚାହିଦା ରହିଛି । ଏପରିକି ରଜ ସମୟରେ ପାନ ବେପାରୀମାନେ ମିଠାପାଠ ତିଆରି କରି ଭଲ ଦି ପଇସା ମଧ୍ୟ ପାଇଥାନ୍ତି । ବିଭିନ୍ନ ଭେରାଇଟର ପାନ ମଧ୍ୟ ତିଆରି ଚର୍ଚ୍ଚାରେ

୧୦ ବର୍ଷର ଶିଶୁକୁ ଗ୍ରାସିଛି ହସ ରୋଗ

(ଉଦଳା): ହସିବା ଶରୀର ପକ୍ଷେ ହିତକାରକ । ତେବେ ଏମିତି ଜଣେ ବାଳକ ଅଛି ଯାହାକୁ ଗ୍ରାସ କରିଛି ହସ ରୋଗ । ଯେଉଁଠି ବସୁଛି ଯେ ବସି ରହୁଛି । ଅନ୍ୟମନସ୍କ ହୋଇ ହସୁଛି ଯେ ହସୁଛି । ଭିନ୍ନ ଏକ ଯନ୍ତ୍ରଣାରେ ଜର୍ଜରିତ ଏ ହେଉଛି ମୟୁରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ମରାସାହିର ଜାରକା ସିଂ । ବୟସ

ରାଜ୍ୟରେ ୪୩୩୯ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୪୩୩୯ ନୂଆ ଆକ୍ରାନ୍ତ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୨୪୭୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୮୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା

ଜୋରସୋରରେ ଆଗେଇ ଚାଲିଛି ରଥକାମ

ପୁରୀ: ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ରଥଯାତ୍ରା ପାଖେଇ ଆସୁଥିବା ବେଳେ ପୁରୀ ବଡ଼ଦାଣ୍ଡରେ ଜୋରସୋରରେ ରଥ ତିଆରି କାମ ଆଗେଇଚାଲିଛି । ହେଲେ ଦୁଇ ଦିନ ହେବ ବର୍ଷା ଲାଗିରହିଥିଲେ ସୁଦ୍ଧା ବଡ଼ଦାଣ୍ଡରେ ରଥ ନିର୍ମାଣ କାମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ରଥ ଖଳାରେ ରୂପକାରମାନେ

ବାପା ମା ଚାଲିଯିବା ପରେ ଦେଢ଼ ମାସର ଭାଇକୁ ପାଲୁଛି ୭ ବର୍ଷର ଝିଅ

ବାଲେଶ୍ୱର: ଦଇବ ଏମିତି ବି ଦୁଃଖ ଦେବ ତାହା କେହି କେବେ କଳ୍ପନା ମଧ୍ୟ କରି ନାହାଁନ୍ତି । ବାପା ମା ଛାଡ଼ି ଚାଲିଗଲେ ଆରପାରିକୁ । ଦେଢ଼ ମାସର ଭାଇକୁ ପାଳୁଛି ୭ ବର୍ଷର ଝିଅ । ଭାଇର ଅଳି ଅର୍ଦଳିକୁ ସହି ମା ଭଳି ସ୍ନେହ ଦେଉଛି ଏହି ୭ ବର୍ଷର ନାବାଳିକା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ