Odia News Portal
Browsing Tag

odisha

ପୁରୀ ଠାରୁ ୭୦ କିଲୋମିଟର ଦୂରରେ ଜୱାଦ

ପୁରୀ ପାଖ ଦେଇ ପଶ୍ଚିମବଙ୍ଗକୁ ଚାଲିଯିବ ‘ଜୱାଦ୍’ । ସମୁଦ୍ର ଭିତରେ ଧିରେ ଧିରେ ଦୁର୍ବଳ ହେଉଛି ଜୱାଦ । ଆଗାମୀ ୩ ଘଣ୍ଟାରେ ଅବପାତର ରୂପ ନେବ ଜୱାଦ । ଓଡ଼ିଶା ଉପକୂଳ ଦେଇ ଉତର ଓ ଉତର ପୂର୍ବ ଦିଗରେ ପଶ୍ଚିମବଙ୍ଗ ଆଡ଼କୁ ପଳାଇବା ସମ୍ଭାବନା ରହିଛି । ଏବେ ପୁରୀ ଠାରୁ ୭୦ କିଲୋମିଟର ଦୂରରେ

ସରକାରୀ ଚାକିରୀ ପାଇବାକୁ ତାମିଲ ଭାଷା ପାସ କରିବା ଜରୁରୀ

ଏଣିକି ତାମିଲନାଡୁରେ ସରକାରୀ ଚାକିରି କରିବାକୁ ହେଲେ ତାମିଲ ଭାଷାରେ କୃତକାର୍ଯ୍ୟ ହେବାକୁ ପଡିବ | ଯଦି ଜଣେ ତାମିଲ ଭାଷାରେ ପାସ କରିପାରିବ ନାହିଁ ତେବେ ସରକାରୀ ଚାକିରି ପାଇପାରିବ ନାହିଁ | ତାମିଲନାଡୁ ସରକାର ରାଜ୍ୟର ସରକାରୀ ସେବା ଓ ସରକାରୀ ଉଦ୍ୟୋଗରେ ଚାକିରି ପାଇଁ ତାମିଲ ଭାଷାରେ

ଜୱାଦ ପ୍ରଭାବରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ୨ ଫୁଟର ପାଣି

ଜଓ୍ୱାଦ ବାତ୍ୟା ଯୋଗୁଁ କୋଣାର୍କରେ ଗତକାଲି ମଧ୍ୟ ରାତିରୁ ପ୍ରବଳ ବର୍ଷା । ସୂର୍ୟ୍ୟ ମନ୍ଦିରର ଚାରିପଟେ ପାଣି ଜମି ରହିଛି । ପାଣି ନିଷ୍କାସନ ପାଇଁ ଏଏସଆଇ ପକ୍ଷରୁ ୩ଟି ମୋଟର ଲଗାଯାଇଛି । ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପସିଛି । ସେପଟେ ଲୋକେ ତଥା ପର୍ୟ୍ୟଟକ ନାହିଁ ନଥିବା

ବର୍ଷା ପାଇଁ ଚିନ୍ତାରେ ଚାଷୀ

ବାତ୍ୟା ନୁହେଁ ଏବେ ବର୍ଷା ଟେନସନ । ଚାଷୀଙ୍କ ଦୁଃଖ ଏବେ ଦୁଇଗୁଣା ହେଲାଣି । ପ୍ରଥମେ ବିଳମ୍ବିତ ମୌସୁମୀ ବର୍ଷା ପରେ ପୁଣି ପୋକ ଦାଉରୁ ଚାଷକୁ ବଞ୍ଚାଇବାର ଆପ୍ରାଣ ଉଦ୍ୟମ । କିନ୍ତୁ ଏବେ ପାଣିରେ ପଡିଲା ବର୍ଷକର କ୍ଷେତ । ବାତ୍ୟା ତ ଗଲା କିନ୍ତୁ ବର୍ଷା ବର୍ଷକର ପରିଶ୍ରମକୁ ପାଣିରେ ଭସାଇ

ବର୍ଷିବ ଆଉ ୧୨ ଘଣ୍ଟା

ଆଗାମୀ ୩ ଘଣ୍ଟାରେ ଅବପାତର ରୂପ ନେବ ଜୱାଦ । ମଧ୍ୟରାତ୍ରୀ ସୁଦ୍ଧା ଏହା ପଶ୍ଚିମବଙ୍ଗରେ ପହଞ୍ଚିବ । ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ପ୍ରଭାବରେ ୧୨ଘଣ୍ଟା ଯାଏଁ ବର୍ଷା ଜାରି ରହିବ । ଆଉ ୧୨ଘଣ୍ଟା ପରେ ବର୍ଷା ପରିମାଣ କମିବ । ଦକ୍ଷିଣରୁ ଯାଇ ଉତ୍ତର ପୂର୍ବ ଓଡିଶାରେ

ରାଜଧାନୀରେ ଓମିକ୍ରନ

ରାଜଧାନୀ ଦିଲ୍ଲୀରେ ଓମିକ୍ରନର ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ।ଏହି ରୋଗୀ ଜଣକ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତୀ ହୋଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ବିଦେଶରୁ ଆସିଥିବା ୧୨ ଜଣ ନମୁନାକୁ

ପୁରୀ ଠାରୁ ୧୮୦ କିମି ଦୂରରେ ‘ଜୱାଦ’

ଆଉ କିଛି ସମୟ ମଧ୍ୟରେ ଅବପାତର ରୂପ ନେବ ‘ଜୱାଦ’ । ମଧ୍ୟାହ୍ନରେ ପୁରୀ ନିକଟବର୍ତ୍ତୀ ହେବ ଜୱାଦ । ଅପରାହ୍ଣ ସୁଦ୍ଧା ଏକ ୱେଲଡ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇ ପଶ୍ଚିମବଙ୍ଗ ଆଡକୁ ଗତି କରିବ । ଏବେ ଗଭୀର ଅବପାତ ଭାବେ ଉତର-ଉତର-ପଶ୍ଚିମ ଦିଗରେ ଘଂଟାପ୍ରତି ୧୫ କିଲୋମିଟର ବେଗରେ ଗତି

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ ବରିଷ୍ଠ ସାମ୍ବାଦିକ ପଦ୍ମଶ୍ରୀ ବିନୋଦ ଦୁଆଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳଙ୍କୁ ତାଙ୍କୁ ୬୭ ବର୍ଷ ବୟଷ ହୋଇଥିଲା । କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ହେଲେ ଆଜି ତାଙ୍କର ମୃତ୍ୟୁ

ଫସିଗଲେ ଜ୍ୟାକଲିନ

ବ୍ୟାପକ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରକୁ ନେଇ ଖୁଲାସା କରିଛିି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୨୦୦ କୋଟି ଅର୍ଥ ଜାଲିଆତି ଅଭିଯୋଗରେ ଗିରଫ ହୋଇଥିବା ଚନ୍ଦ୍ରଶେଖରକୁ ଜେରା କରିବା ପରେ ଇଡି ଯେଉଁ ଚାର୍ଜସିଟ ପ୍ରସ୍ତୁତ କରିଛି ତାହା ଜାଣି ଆଶ୍ଚର୍ୟ୍ୟ ହେବେ ।

ନୂଆବର୍ଷରୁ ଏଟିଏମର ଟଙ୍କା କାରବାର ହେବ ମହଙ୍ଗା

ଆସନ୍ତା ଜାନୁଆରି ପହିଲାରୁ ଦେଶରେ ଏଟିଏମ୍ କାରବାର ମହଙ୍ଗା ହେବ। ମାସିକ ମାଗଣା କାରବାର ଶେଷ ହେବା ପରେ ଗ୍ରାହକଙ୍କୁ କାରବାର ପିଛା ୨୧ ଟଙ୍କା ସହ ଜିଏସଟି ବାବଦକୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ଉଭୟ ଆର୍ଥିକ ଓ ଅଣ ଆର୍ଥିକ କାରବାର ଶୁଳ୍କ ବୃଦ୍ଧିପାଇଁ