Odia News Portal
Browsing Tag

odisha

ଭୁବନେଶ୍ୱରରେ ଆସନ୍ତା ୧୨ ତାରିଖରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ରାଜଧାନୀରେ ଆସନ୍ତା ୧୨ ତାରିଖରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ। କୋଭିଡ୍ କଟକଣା ମଧ୍ୟରେ ସବୁ ଧର୍ମାନୁଷ୍ଠାନ ଖୋଲିବ। କରୋନା ସଂକ୍ରମଣ ଲାଗି ଗତ କିଛି ଦିନ ହେଲା ଭୁବନେଶ୍ଵରର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା। କୋଭିଡ଼ କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ବିଏମସି ପକ୍ଷରୁ ନୋଟିସ୍ ଜାରି

୨୮ ରେ ରେଭେନ୍ସା ଅଫଲାଇନ ପରୀକ୍ଷା ଆରମ୍ଭ

ରେଭେନ୍ସା ବିଶ୍ୱବିଦ୍ୟାଳୟରେ କରୋନା ଯୋଗୁଁ ସ୍ଥଗିତ ହୋଇଥିବା ସମସ୍ତ ସେମିଷ୍ଟର ପରୀକ୍ଷାଗୁଡିକ ଚଳିତ ମାସ ୨୮ ତାରିଖଠାରୁ ଆରମ୍ଭ ହେବ । ଏହି ପରୀକ୍ଷାଗୁଡିକୁ ଅଫ୍ଲାଇନ ମାଧ୍ୟମରେ କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଖୁବଶୀଘ୍ର ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ସୂଚୀ

ଭିଜିଲାନ୍ସ ଜାଲରେ ସହକାରୀ ଜିଲ୍ଲାପାଳ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । ରାଉରକେଲା ଏଡିଏମ ଅଫିସର ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘରେ ରେଡ୍ । ଭିଜିଲାନ୍ସ ବିଭାଗର ୫ଟି ଟିମ୍ ଏକ ସମୟରେ ୫ଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଏକା ସାଙ୍ଗରେ ଛେଣ୍ଡ କଳିଙ୍ଗ ବିହାର ଅଞ୍ଚଳରେ ଦୁଇଟି ଘରେ

ରାଜ୍ୟରେ ଦୁଇ ଦିନ ଘନ କୁହୁଡି ଆଶଙ୍କା

ଆସନ୍ତା ୯ ଓ ୧୦ ତାରିଖରେ ରାଜ୍ୟରେ ପୁଣି ହେବ ବର୍ଷା । ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ ସମେତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସୋମବାର

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ

ଲାଞ୍ଚ ନେଇ ଫସିଲେ ନରସିଂହପୁର ଥାନା ଅଧିକାରୀ । କଟକ ଜିଲ୍ଲା ନରସିଂହପୁର ଥାନା ଆଇଆଇସି ଅଲେଖ ଗରଡିଆ । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ । ଥାନା ଅଧିକାରୀ ଅଲେଖ ଗରଡିଆଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି । ସୂଚନା ଅନୁସାରେ ଏକ ମାମଲାର

କୋରାପୁଟରେ ବିଜେଡିର ମିଶ୍ରଣ ପର୍ବ

କୋରାପୁଟରେ ବଢୁଛି ବିଜେଡିର ବଳ । ବିଜେଡିରେ ସାମିଲ ହେଲେ ବିଜେପି ଓ କଂଗ୍ରେସ ନେତା । ବୋରିଗୁମ୍ମାଠାରେ ଆୟୋଜିତ ମିଶ୍ରଣ ପର୍ବରେ ଗତଥର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ହୋଇଥିବା ସନ୍ତୋଷ ଦାଶ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ସନ୍ତୋଷ ଦାଶଙ୍କ ସମେତ କିଛିଦିନ ତଳେ

ରାଜ୍ୟରେ କମୁଛି କୋଭିଡ ସଂକ୍ରମଣ

ଓଡିଶାରେ ହ୍ରାସ ପାଉଛି କୋଭିଡ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୬୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ ହଜାର ୫୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧ ହଜାର ୦୮୨ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି

ଆଜି ସରସ୍ୱତୀ ପୂଜା,ଶିକ୍ଷାଅନୁଷ୍ଠାନରେ ପୂଜା ପାଇବେ ମା ସରସ୍ୱତୀ

ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଏହି ଅବସରରେ ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ପୂଜା ପାଳନ କରିଥାନ୍ତି ।

୭ରୁ ଖୋଲିବ ସ୍କୁଲ କଲେଜ

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ଆସନ୍ତା ୭ ତାରିଖରୁ ଖୋଲିବ ସ୍କୁଲ, କଲେଜ । ସ୍କୁଲ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଓ ବିଶ୍ବବିଦ୍ୟାଳୟ ଓ ହଷ୍ଟେଲ ମଧ୍ୟ ଖୋଲିବ । ଆଜି ମୁଖ୍ୟ ଶାସନ ସଚିବ ଏହା ଘୋଷଣା କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ଆସନ୍ତା ୭

ତପସ୍ୱିନୀ ସୁମିତି ବିବାଦ ମାମଲା:ଭରଣ ପୋଷଣ ପାଇଁ ନିର୍ଦ୍ଦେଶ

ବହୁଚର୍ଚ୍ଚିତ ଡିମ୍ପଲ-ସୁମିତ ବିବାଦ ମାମଲାରେ ଆଜି ଆସିଛି କୋର୍ଟଙ୍କ ରାୟ । ତପସ୍ୱିନୀଙ୍କୁ ମାସିକ ଭରଣପୋଷଣ ବାବଦ ଟଙ୍କା ପ୍ରଦାନ ସଂପର୍କିତ ତଳକୋର୍ଟଙ୍କ ରାୟ ହାଇକୋର୍ଟରେ କାଏମ ରହିଛି । ପ୍ରତିମା ୧୦ ତାରିଖ ସୁଦ୍ଧା ଭରଣପୋଷଣ ଦେବା ପାଇଁ ସୁମିତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ