ଚୌଦ୍ୱାର ଜେଲରେ ଗୋପାଳର ହାବଭାବକୁ ନେଇ ବଢିଲା ଚର୍ଚ୍ଚା
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ୱାର ଜେଲକୁ ଆସିଛି । ଜେଲରେ ଥିିବା ଗୋପାଳର ବିଭିନ୍ନ କାର୍ଯ୍ୟକଳାପ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଜେଲର ମୁଖ୍ୟ ଗେଟରେ ପଶିବା ବେଳେ ଗୋପାଳ ହାତ ଯୋଡି ନମସ୍କାର କରିବା ଓ ଗେଟ ଡେଇଁବା ପରେ ମାଟିରେ ମୁଣ୍ଡ ଲଗାଇ ମୁଣ୍ଡିଆ!-->…