Odia News Portal
Browsing Tag

odisha

ଘନଶ୍ୟାମ ମହାପାତ୍ରଙ୍କୁ ମିଳିଲା ଜୟଦେବ ସମ୍ମାନ

ଜୟଦେବ ପୁରସ୍କାର ପାଇଛନ୍ତି ବିଶିଷ୍ଟ ଚଳିଚିତ୍ର ନିର୍ମାତା ଘନଶ୍ୟାମ ମହାପାତ୍ର । ଜୀବନବ୍ୟାପୀ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି । ୨ ଲକ୍ଷ ଟଙ୍କା, ମାନପତ୍ର, ଉତରୀୟ ଦେଇ ତାଙ୍କୁ ସମ୍ମାନିତ କରାଯାଇଛି । ନୀଳମାଧବ ପଣ୍ଡାର ପ୍ରଯୋଜନା ଓ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର

କୋଭିଡ-୧୯ : ୨୪ ଘଣ୍ଟାରେ ୧୨୬ ସଂକ୍ରମଣ

ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩୫ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା

‘କୃଷି ଓଡିଶା’ କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱରରେ ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଛରେ ପାଣି ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଛୋଟ ଗଛ ପ୍ରଦାନ କରାଯାଇଥିଲା। ଆଜିଠାରୁ ତିନି ଦିନ

କେମିତି କଟିବ ଆଜିର ଦିନ।

ମେଷ : ଆଜି ଆପଣ ସମ୍ବେଦନଶୀଳତା ଅନୁଭବ କରିପାରନ୍ତି। ଯେଉଁ କାରଣରୁ ଆପଣଙ୍କ ଭାବନାକୁ ଝଟକା ଲାଗିପାରେ। ମାତାଙ୍କର ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ବାସଗୃହ କିମ୍ବା ଜମିର କାଗଜପତ୍ର ପ୍ରତି ଧ୍ୟାନ ରଖିବେ। ମାନସିକ ବ୍ୟଗ୍ରତାକୁ ଦୂର କରିବା ପାଇଁ ଯୋଗ କରନ୍ତୁ। ବୃଷ

କୋହିନୂର ମୁକୁଟ ପିନ୍ଧିବେନି ବ୍ରିଟେନ୍ ରାଣୀ

ବ୍ରିଟେନର ନୂଆ ରାଣୀ ଅର୍ଥାତ୍ କିଙ୍ଗ ଚାର୍ଲସ-୩ଙ୍କ ପତ୍ନୀ କାମିଲା ରାଜ୍ୟାଭିଷେକ ବେଳେ ରାଣୀ ଏଲିଜାବେଥଙ୍କ କୋହିନୂର ଖଚିତ ମୁକୁଟ ପିନ୍ଧିବେ ନାହିଁ । ତାଙ୍କ ପାଇଁ ୧୦୦ ବର୍ଷ ପୁରୁଣା ଅନ୍ୟ ଏକ ମୁକୁଟ ମରାମତି କରାଯାଇଥିବା ଲଣ୍ଡନ ସ୍ଥିତ ବଙ୍କିମହାମ୍ ପ୍ୟାଲେସ ପକ୍ଷରୁ ସୂଚନା ମିଳିଛି ।

କୃଷି ମହୋତ୍ସବ ‘କୃଷି ଓଡ଼ିଶା’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ତିନି ଦିନିଆ ରାଜ୍ୟ କୃଷି ମହୋତ୍ସବ ’କୃଷି ଓଡ଼ିଶା’ ଆଜିଠାରୁ ଆରମ୍ଭ ହୋଇଛି । ବରମୁଣ୍ଡା ଖେଳ ପଡ଼ିଆରେ ଗଛରେ ପାଣି ଦେଇ ମହୋତ୍ସବକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥର ରାଜ୍ୟ କୃଷି ମହୋତ୍ସବର ଥିମ ହେଉଛି ’କୃଷି ବିକାଶରେ ନୂତନ ଜ୍ଞାନ କୌଶଳ’ । ରାଜ୍ୟର କୋଣ

କଣ ପେଟ୍ରୋଲ ଓ ଡିଜେଲର ଦର ରେ ଲାଗିବ ଜିଏସଟି

ପେଟ୍ରୋଲ ଓ ଡିଜେଲର ଦର ଏବେ ଉଚ୍ଚରେ ରହିଛି । ତୈଳ ଦର ବୃଦ୍ଧିର ପ୍ରଭାବ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଉପରେ ପଡ଼ୁଛି । ତେଣୁ ଏଥିରୁ ଜନସାଧାରଣଙ୍କୁ ମୁକ୍ତି ଦେବାକୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ନେଇ ବିଚାର କରୁଛନ୍ତି । ଏଥିପାଇଁ ତୈଳ ଉପରେ ଦ୍ରବ୍ୟ ଓ ସେବା

ଖାଦ୍ୟ ଅନ୍ୱେଷଣରେ ଗାଁରେ ପଶିଲେ ଏକାବେଳକେ ୮ ସିଂହ

ଗୁଜୁରାଟ ରାମପୁର ଗାଁରେ ରାତିରେ ୮ଟି ସିଂହ ଗାଁ ଭିତରକୁ ପଶିଆସିବା ପରେ ଲୋକଙ୍କ ଭିତରେ କୋକୁଆ ଭୟ ଦେଖାଦେଇଛି । ଘରୁ କେହି ବି ବାହାରୁନଥିବା ଜଣାପଡିଛି ।ସିଂହ ରାତିରେ ଗାଁରେ ପଶି ପଳାଇଥିବାବେଳେ ଲୋକଙ୍କ ମନରୁ କିନ୍ତୁ ଭୟ ଯାଉନି । କୌଣସି ସ୍ଥାନରେ ସିଂହ ଲୁଚି ରହି ଆକ୍ରମଣ କରିବା ଭୟରେ

ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁଙ୍କ ଜାମିନ ଖାରଜ

ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ଜାମିନ ଆବେଦନକୁ ଜିଲା ଦୌରାଜଜ ଖାରଜ କରିଛନ୍ତି। ବ୍ଲାକମେଲ କରିବା ଅଭିଯୋଗରେ କମିସନରେଟ ପୁଲିସ ଦମ୍ପତିଙ୍କୁ ଗିରଫ କରିଥିଲା। ତାଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାପଡ଼ିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଘଟଣାର ଖୋଳତାଡ଼

ଶ୍ବେତା ଆତ୍ମହତ୍ୟା ମାମଲା: ବୟଫ୍ରେଣ୍ଡ ସୌମ୍ୟଜିତ୍‌କୁ ଉଠାଇଲା କମିଶନରେଟ୍‌ ‌ପୁଲିସ

ସଫ୍ଟୱେର୍‌ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତ୍‌କୁ ଉଠାଇ ଆଣିଲା ପୁଲିସ। ସମ୍ବଲପୁର ବଂଶୀଧରନଗରସ୍ଥିତ ଘରୁ ଉଠାଇଲା କମିଶନରେଟ୍‌ ପୁଲିସ। ଗତବର୍ଷ ଶୈଳଶ୍ରୀବିହାରସ୍ଥିତ ଘରୁ ମିଳିଥିଲା ଶ୍ୱେତାଙ୍କ ଝୁଲନ୍ତା ମୃତ ଦେହ। ମୃତ୍ୟୁ ପାଇଁ