ଏଥର ରାଜ୍ୟରେ ୩୦ ନୁହେଁ ରହିବ ୩୫ ଜିଲ୍ଲା
ରାଜ୍ୟର ନୂଆ ଜିଲ୍ଲା ଗଠନ ନେଇ ପୁଣି ବିଧାନସଭାରେ ଉଠିଛି ସ୍ବର। ରାଜ୍ୟର ଜିଲ୍ଲା ତାଲିକାରେ ଯୋଡ଼ି ହେବ ୫ ନୂଆ ଜିଲ୍ଲା !
ବରଗଡ଼ର ପଦ୍ମପୁର,ମୟୂରଭଞ୍ଜର ରାଇରଙ୍ଗପୁର, କଳାହାଣ୍ଡିର ଧର୍ମଗଡ, ବଲାଙ୍ଗୀରର କଣ୍ଟାବାଞ୍ଜି, ଟିଟିଲାଗଡ ହୋଇପାରେ ନୂଆ ଜିଲ୍ଲା । ବିଧାନସଭାରେ ରାଜସ୍ବ ମନ୍ତ୍ରୀ!-->!-->!-->…