ବାହାଘର ଦିନ ପ୍ରେମିକ ସହ ଫେରାର୍ ହେଲା ମଙ୍ଗୁଳା କନ୍ୟା
ବାହାଘର ପାଇଁ ସରିଥିଲା କିଣାକିଣି। ଖଟ, ଆଲମିରା ଠାରୁ ଆରମ୍ଭ କରି ବାସନକୁସନ ଯାଏ ସବୁ କିଛି। ଏପଟେ ଅଙ୍କା ସରିଥିଲା ବାହା ଚିତା। ଲେଖାଯାଇଥିଲା ବାହା ତାରିଖ ସହିତ ମାଧବି ସହିତ ଧିରୋଜର ଶୁଭ ବିବାହ। ଘରେ ବି ଆଗମନ ହୋଇସାରିଥିଲା ଅତିଥିମାନଙ୍କର। ହେଲେ ଶେଷ ମୁହୂର୍ତ୍ତରେ ସବୁ କିଛି ଫସର!-->…