Odia News Portal
Browsing Tag

odisha

ପୁରୀର ମାର୍କେଟ କମ୍ପ୍ଲେକ୍ସରେ ପୁଣି ଅଗ୍ନିକାଣ୍ଡ; ହ୍ୟାଣ୍ଡଲୁମ୍‌ ସୋ’ରୁମ୍‌ରେ ଲାଗିଲା ନିଆଁ

ଆଧ୍ୟାତ୍ମିକ ସହର ‘ଶ୍ରୀକ୍ଷେତ୍ର’ରେ ପୁଣି ଥରେ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ଏହା ପୁଣି ୪୮ ଘଣ୍ଟା ନପୁରୁଣୁ। ପୁରୀ ସହରବାସୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଭୁଲି ନଥିଲା ‌‌ବେଳେ ଏଠାରୁ ଅଳ୍ପ ଦୂରରେ ଥିବା ନୀଳାଦ୍ରି କମ୍ପ୍ଲେକ୍ସର ଏକ ହ୍ୟାଣ୍ଡଲୁମ୍‌

ଯୁବକକୁ ଆକ୍ରମଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଗତକାଲି ସନ୍ଧ୍ୟାରେ ବରଗଡ଼ ସହର ନିଶାମଣି ପଡିଆ ନିକଟରେ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ମାରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ଆହତ ଯୁବକ ଜଗନ୍ନାଥ କର୍ଣ୍ଣ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଅପର ପକ୍ଷରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା

ଶିମିଳିପାଳ ଅଭୟାରଣ୍ୟରେ ବ୍ୟାପୁଛି ନିଆଁ

କିଛି ଦିନ ହେବ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଗୋଟିଏ ପାହାଡ ରୁ ଅନ୍ୟ ପାହାଡ କୁ ନିଆଁ ବ୍ୟାପି ବାରେ ଲାଗିଛି । ବନବିଭାଗ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ ବି କୌଣସି ସୁଫଳ ମିଳି ପାରିନି, ଆଜି ଶିମିଳିପାଳ ଅଭୟାରଣ୍ୟର ୭୨

ପୁରସ୍କାର ପାଇବେ ସବୁ ଆଗ୍ନିକ

ପୁରୀ ଅପରେସନରେ ସାମିଲ ସବୁ ଅଗ୍ନଶମ କର୍ମଚାରୀ ପାଇବେ ପୁରସ୍କାର । ସମସ୍ତଙ୍କୁ ଆର୍ଥିକ ପୁରସ୍କାର ମିଳିବ କହିଲେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ । ଅପରେସନ ବେଳେ ଆହତ ୨ ଜଣ କର୍ମଚାରୀଙ୍କୁ ଡିଜି ଡିସ୍କ ଦିଆଯିବ । ନେତୃତ୍ୱ ନେଇଥିବା ୩ ଜଣ ଅଫିସରଙ୍କୁ ମଧ୍ୟ ଡିଜି ଡିସ୍କ ଦିଆଯିବାର

ବିପଦରେ ମହାବଳ

ମହାବଳ ବାଘ ପାଇଁ ଲାଗିଥିବା ୨ଟି କ୍ୟାମେରା ଚୋରି ହୋଇଥିବା ସୂଚନା । ପାଟଣା ରେଞ୍ଜରେ ଲାଗିଥିବା ୧୦ଟି କ୍ୟାମେରାରୁ ୨ଟି କ୍ୟାମେରା ଚୋରି ହୋଇଥିବା ସୂଚନା । ପାଟଣା ଥାନାରେ କ୍ୟାମେରା ଚୋରି ନେଇ ରେଞ୍ଜରଙ୍କ ଏତଲା । କ୍ୟାମେରା ଚୋରି ଯୋଗୁଁ ମହାବଳର ସୁରକ୍ଷା ନେଇ ବଢିଲା ଚିନ୍ତା ।

ବାଣ ଟ୍ରାଜେଡି : ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଭୂଷଣ୍ଡପୁର ବାଣ ଟ୍ରାଜେଡିରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଏବେ ଆଉ ଜଣେ ଗୁରୁତର ଅବସ୍ଥାରେ ଏମ୍ସରେ

ଦଶମ ଶ୍ରେଣୀ ନିଖାଜ ପରୀକ୍ଷାର୍ଥୀ ଉଦ୍ଧାର

ନିଖୋଜ ମାଟ୍ରିକ ପରୀକ୍ଷାର୍ଥୀ ଭୂତପଲ୍ଲୀ ପାଖରୁ ଉଦ୍ଧାର ହୋଇଥିବା ସୂଚନା । ଏକ ଆମ୍ବ ଗଛ ମୂଳେ ବସିଥିଲା ବେଳେ ଉଦ୍ଧାର କଲେ ଲୋକେ । ଉଦ୍ଧାର ପରେ ନିଜ ଗାଁ କୃଷ୍ଣଚନ୍ଦ୍ରପୁରକୁ ଆଣି ପୋଲିସ ଜିମା ଦେଇଥିବା ସୂଚନା । ୟୁନିଫର୍ମରେ ନଥିବାରୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇ ନଥିଲା ।

ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସକାଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ରାଜଧାନୀର ସୟଦ ମମତାଜ ଅଲି ହାଇସ୍କୁଲ(ଡୁମଡୁମା) ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହାପରେ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ପରୀକ୍ଷା କେନ୍ଦ୍ରରେ ଏଥର ଖୁବ୍

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୮ଟି ପ୍ରସ୍ତାବ ପାରିତ

ରାଜ୍ୟ କ୍ୟାବିନେଟ୍ ବୈଠକ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୮ଟି ପ୍ରସ୍ତାବ ପାରିତ ହୋଇଥିଲା। ରାଜ୍ୟ କ୍ୟାବିନେଟ୍ ବୈଠକରେ ନିମ୍ନୋକ୍ତ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯାଇଛି।୧. ପ୍ରଚଳିତ ଓଡ଼ିଶା ସମବାୟ

ସିଏଫଏସଲ୍ ଯିବ ସନ୍ଦିଗ୍ଧ ପାରା

ପାରାଦୀପ ସମୁଦ୍ରରୁ ଉଦ୍ଧାର ସନ୍ଦିଗ୍ଧ ପାରାକୁ ସିଏଫଏସଲ୍‌କୁ ପଠାଯିବ । କୋଲକାତା କିମ୍ବା ହାଇଦ୍ରାବାଦ ସ୍ଥିତ ସିଏଫଏସଲ୍‌କୁ ପଠାଯିବ । ରାଜ୍ୟ ଫୋରେନସିକ୍ ଲ୍ୟାବ୍ ବିଶେଷ ସଫଳ ନହେବାରୁ ସିଏଫଏସଲ୍ ଯିବ । ପାରା ଦେହର ଲେଖା ଓ ଡିଭାଇସ ସିଏଫଏସଲ୍‌ରେ ଯାଞ୍ଚ ହେବ । ଏଥିପାଇଁ ସୂଚନା