Odia News Portal
Browsing Tag

odisha news

ମନ ଇଛା ଔଷଧ ନଖାଇବାକୁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ଇନ୍‌ଫ୍ଲୁଏଞ୍ଜା ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ମନଇଛା ଔଷଧ ନଖାଇବାକୁ ପରାମର୍ଶ ଦେଲେ । ବିନା ଡାକ୍ତରୀ ପରାମର୍ଶରେ ଆଣ୍ଟିବାୟୋଟିକ୍‌,ଷ୍ଟେରଏଡ୍ ଖାଆନ୍ତୁନି । ଲକ୍ଷଣ ବଢୁଥିବାରୁ ଆଇଏଲଏସ୍ ସର୍ଭେଲାନ୍ତ୍ର ବଢାଯିବ । କୋଭିଡ୍ ଓ ଏଚ୩ଏନ୨ ଭାଇରସର ଲକ୍ଷଣ ପ୍ରାୟେ

ଅର୍ଚ୍ଚନା ନାଗ୍ କେସର ଷ୍ଟାଟର୍ସ ରିପୋର୍ଟ ମାଗିଲେ ହାଇକୋର୍ଟ

ଅର୍ଚ୍ଚନା ନାଗ୍‌ଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି । ତଦନ୍ତର ଅଗ୍ରଗତି ନେଇ ଷ୍ଟାଟର୍ସ ରିର୍ପୋଟ ମାଗିଲେ ହାଇର୍କୋଟ । ତଦନ୍ତକାରୀ ଅଧିକାରୀଙ୍କୁ ଷ୍ଟାଟର୍ସ ରିର୍ପୋଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନୟାପଲ୍ଲୀ ଥାନା ଅକ୍ଷୟ ପରିଜାଙ୍କ ମାମଲା ନେଇ ରିପୋର୍ଟ ମାଗିଲେ ।

୧୦ ବର୍ଷରେ ଓଡିଶାରେ ମରିଛନ୍ତି ୭୮୪ ହାତୀ

ଗତ ୧୦ ବର୍ଷ ଭିତରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ୭୮୪ ହାତୀ । ୨୦୧୮-୧୯ ମସିହାରେ ସର୍ବାଧିକ ୯୩ଟି ହାତୀ ଆଖି ବୁଜିଥିବାବେଳେ, ହାତୀ ଆକ୍ରମଣରେ ୯୨୫ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏନେଇ ଆଜି ବିଧାନସଭାରେ ଉତ୍ତର ରଖି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ

୩ ବର୍ଷରେ ୭୫୦ ରାସ୍ତା ନିର୍ମାଣ ଶେଷ

ଗତ ୩ ବର୍ଷରେ (୨୦୨୦-୨୦୨୩) ମଧ୍ୟରେ ରାଜ୍ୟରେ ୨୪୨୨ କୋଟି ବ୍ୟୟରେ ୭୫୦ଟି ରାସ୍ତା ନିର୍ମାଣ ହୋଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ତିନି ବର୍ଷରେ ୫ ହଜାର ୮୬ କୋଟି ବ୍ୟୟରେ ୨ ହଜାର ୮୭ ଟି ରାସ୍ତା ନିର୍ମାଣ ହୋଇଛି। ସେହିଭଳି ୫ ବର୍ଷ ଅବଧି ପୂରଣ ହୋଇସାରିଥିବା ୩୫୯୦ଟି

ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ଭିତରେ ଘାରିଲା କୋଭିଡ୍‌ ଭୟ

ଚିନ୍ତା ବଢ଼ାଉଛି ଇନ୍‌ଫ୍ଲୁଏଞ୍ଜା ଏଚ୍‌୩ଏନ୍‌୨। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଏଚ୍‌୩ଏନ୍‌୨ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏ ନେଇ କେନ୍ଦ୍ର ସରକାର ସତର୍କ କରିବା ପରେ ରାଜ୍ୟ ସରକାର ସବୁ ଜିଲ୍ଲା ସିଡିଏମ୍‌ଓଙ୍କୁ ଚିଠି ଲେଖିଛନ୍ତି। ତେବେ ଏଚ୍‌୩ଏନ୍‌୨ ସଂକ୍ରମଣ ଭିତରେ ପୁଣି

ବଢିଲା ଜୟନାରାୟଣଙ୍କ ଅଡୁଆ

ଜୟ ନାରାୟଣ ମିଶ୍ରଙ୍କ ଅଡୁଆ ବଢିଲା । ୨୦୧୮ ମସିହାର ଚର୍ଚ୍ଚିତ ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ହାଜର ପାଇଁ ଜୟନାରାୟଣଙ୍କୁ ନୋଟିସ୍ ପଠାଇଛନ୍ତି କୋର୍ଟ । ଏହି ମାମଲାରେ ଆସନ୍ତା ୧୭ ତାରିଖରେ ହାଜର ହେବାକୁ ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍ ନିର୍ଦ୍ଦେଶ ଦେଇଛନ୍ତି । ଜୟନାରାୟଣଙ୍କ ସହ ଅନ୍ୟ

ପୂରଣ ହେବ ୫୧,୫୩୫ ଶିକ୍ଷକ ପଦ

୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବ୍ୟୟ ଅଟକଳ ୨୨,୫୨୭.୮୦ କୋଟି ଟଙ୍କା ରହିଛି। ଯାହା ବିଗତ ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୫% ଅଧିକ। ଚଳିତ ଆର୍ଥିକ ବର୍ଷରେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ୫୧, ୫୩୫ ପଦ ପୂରଣ କରାଯିବା। ଓଡ଼ିଶା ଆଦର୍ଶ ବିଦ୍ୟାଳୟ

ଆଜି ଗୃହରେ ଦୁଇ ବିଭାଗର ଖର୍ଚ୍ଚ ଦାବି ଆଲୋଚନା

ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟରେ ବିଭାଗୀୟ ଖର୍ଚ୍ଚଦାବି ଆଲୋଚନା ଜାରି ରହିଛି । ଗତକାଲି ଏସସିଏସଟି ଓ ସଂଖ୍ୟାଲଘୁ ବିଭାଗର ଖର୍ଚ୍ଚଦାବି ଗୃହୀତ ହୋଇଛି । ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଉଚ୍ଚଶିକ୍ଷା ବିଭାଗର ୩ ହଜାର ୧୭୨ କୋଟି ୮୭ ଲକ୍ଷ ୧୦ ହଜାର ଟଙ୍କାର ଖର୍ଚ୍ଚଦାବି

ଜନତା ଙ୍କ ପାଖରେ ବର୍ଷକର ସମସ୍ତ ତଥ୍ୟ ରଖିଲେ ସରପଂଚ

ଧର୍ମଗଡ ବ୍ଲକ ଧଅରପୁର ପଞ୍ଚାୟତ ନବନିର୍ବାଚିତ ସରପଞ୍ଚ ଙ୍କ ବର୍ଷ ପୂର୍ତ୍ତି ଅବସରରେ ଏକ ସର୍ବସାଧାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବର୍ଷକର ତଥ୍ୟ ଉପସ୍ଥାପନ କରିଛନ୍ତି ଜନସାଧାରଣ ଙ୍କ ନିକଟରେ । ପଂଚାୟତ ବାସୀଙ୍କ ସହ ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଖୋଲମ ଖୋଲା ଆଲୋଚନା

୯ଲକ୍ଷ ୮୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ବ୍ରାଉନ ସୁଗର ଜବତ,୧ ଗିରଫ

ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ଚାରିଛକ ମେଡିକାଲ ଛକ ନିକଟରୁ ଅଶୋକ କୁମାର ସେଠି(୨୪)ଙ୍କୁ ଗିରଫ କରି ତାଙ୍କ ଠାରୁ ୯୮ଗ୍ରାମ ହେରୋଇନ(ବ୍ରାଉନ ସୁଗାର) ଜବତ କରିଥିଲେ।ଏ