Sign in
Sign in
Recover your password.
A password will be e-mailed to you.
Browsing Tag
odisha news
ଖରା ପାଇଁ ବଦଳିଲା ଟିକାକରଣ ସମୟ
ସକାଳ ୮ଟାରୁ ୧୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକାକରଣ |
ରାଫେଲ କିଣାରେ ଲାଞ୍ଚ କାରବାର ନେଇ ମୋଦିଙ୍କୁ କଂଗ୍ରେସର ଟାର୍ଗେଟ
ରାଫେଲ କିଣାରେ ଲାଞ୍ଚ କାରବାର ନେଇ ଫ୍ରାନ୍ସ ୱେବସାଇଟରେ ଦାବି
୨ପୋଲିସ୍ ଅଧିକାରୀଙ୍କୁ ଆରକ୍ଷୀ ମହା ନିର୍ଦ୍ଦେଶକ ପଦକ
ନୂଆପଡ଼ା: ଜନସାଧାରଣ ଓ ପୋଲିସ୍ ମଧ୍ୟରେ ଉତ୍ତମ ସଂପର୍କ ସ୍ଥାପନ,ସୁରକ୍ଷା,ସେବା ପାଇଁ ନୂଆପଡ଼ାରୁ ୨ଜଣ ପୋଲିସ୍ ଅଧିକାରୀ ଆରକ୍ଷୀ ମହା ନିର୍ଦ୍ଦେଶକ ପଦକ ପାଇଛନ୍ତି |ତେବେ ଏହି ପଦକର ହକଦାର୍ ହୋଇଛନ୍ତି ନୂଆପଡ଼ା ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ ଏବଂ ଏସଆଇ ଦେବାଶିସ ରାଉତ୍ |
ତେବେ!-->!-->!-->!-->!-->…
ଆର୍ମଡ ଡିସିପିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ
*ଝିଅ ଯୋଗାଇବା ପାଇଁ ପକାଉଥିଲେ ଚାପ, ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ |
*ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର |
ପିପିଲିରୁ ୫୦ ଲକ୍ଷ ଟଙ୍କା ଜବତ, ୨ ଅଟକ୍
ବାଇକରେ ଦୁଇ ଯୁବକ ଟଙ୍କା ନେଇ ଯାଉଥିବା ବେଳେ ଜବତ କରିଛି ପୋଲିସ
ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଅନୀଲ ଦେଶମୁଖଙ୍କ ଇସ୍ତଫା
ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅନୀଲ ଦେଶମୁଖ । ଆଜି ଅନୀଲଙ୍କ ନାମରେ ଥିବା ଅଭିଯୋଗର ଶୁଣାଣି କରି ବମ୍ବେ ହାଇକୋର୍ଟ ସିବିଆଇ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ । ତେବେ ନିର୍ଦ୍ଦେଶ ଆସିବାର କିଛି ସମୟ ମଧ୍ୟରେ ଅନୀଲ ଦେଶମୁଖ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଦେଖା!-->…
ବାହାଘରରେ ଭୋଜି ବଦଳରେ ବଣ୍ଟାଯିବ ଖାଦ୍ୟପୁଡିଆ
ବିବାହ ଉତ୍ସବରେ କେବଳ ୧୦୦ ଜଣ ହିଁ ଯୋଗ ଦେଇପାରିବେ |
ଫ୍ୟାମିଲି କୋର୍ଟରେ ହାଜର ବର୍ଷା-ଅନୁଭବ
ମାମଲା ସ୍ଥାନାନ୍ତର ପରେ ଆଜି ପ୍ରଥମ ଥର ପାଇଁ ଅନୁଭବ ଏବଂ ବର୍ଷା ଫ୍ୟାମିଲି କୋର୍ଟରେ ହାଜର
ପିପିଲି ପ୍ରଚାର ପାଇଁ ନବୀନ ପ୍ରସ୍ତୁତ
ପିପିଲି ଉପନିର୍ବାଚନରେ ରୁଦ୍ରଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ