Odia News Portal
Browsing Tag

odisha news

ଟିକା ଅଭାବରୁ ବନ୍ଦ ହେଲାଣି ୪୦୦ ଟିକାଦାନ କେନ୍ଦ୍ର: ବିଜୟ

ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର କୋଭିଡ ଭ୍ୟାକସିନ ନଥିବାରୁ ରାଜ୍ୟରେ ବନ୍ଦ ହୋଇଗଲାଣି ୪୦୦ ଟିକାକରଣ କେନ୍ଦ୍ର | ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି | ସେ କହିଛନ୍ତି, ୨ ଦିନ ଭିତରେ ଟିକା ନଆସିଲେ ଧାର୍ଯ୍ୟ ଲକ୍ଷ୍ୟ

ସଂକ୍ରମଣ ରୋକିବାର ମାଧ୍ୟମ ନାଇଟ୍ କର୍ଫ୍ୟୁ: ଡିଏମଇଟି

ଭୁବନେଶ୍ୱର: ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତିଙ୍କ ବଡ ବୟାନ | ନାଇଟ୍ କର୍ଫ୍ୟୁ ସଂକ୍ରମଣ ରୋକିବାର ଏକ ମାଧ୍ୟମ ଅଟେ । ରାତିରେ କ୍ଲବ୍ ଓ ପାର୍ଟିରେ ଯେଉଁ ଗହଳି ହୋଇଥାଏ ତାକୁ ରୋକିବା ପାଇଁ ନାଇଟ୍ କର୍ଫ୍ୟୁର ଆବଶ୍ୟକତା ନିହାତି ଭାବେ ରହିଛି । ବର୍ତ୍ତମାନ ଭାଇରସ୍ ପୂର୍ବ ଅପେକ୍ଷା

ଥାନାରେ ନାଗିନ୍ ଡ୍ୟାନ୍ସ ଘଟଣାରେ ଏଏସଆଇ ସସପେଣ୍ଡ

ଯାଜପୁର: ଆଇନ ମନ୍ଦିରରେ ନାଗିନ୍ ଡ୍ୟାନ୍ସ ଘଟଣାରେ କାର୍ଯ୍ୟାନୁଷ୍ଠାନ।ଘଟଣାରେ ପ୍ରାଥମିକ ତଦନ୍ତ ପରେ ଯାଜପୁର ଜିଲ୍ଲା ପାଣି କୋଇଲି ଥାନା ଏଏସ୍ଆଇ ନିଲମ୍ବିତ । ଏଏସ୍ଆଇ ସଞ୍ଜୟ ଦାସଙ୍କୁ ନିଲମ୍ବିତ କଲେ ଯାଜପୁର ଏସପି ।ସେହିଭଳି ଘଟଣାରେ ସଂପୃକ୍ତ ଅନ୍ୟ କର୍ମଚାରୀଙ୍କ ଉପରେ ମଧ୍ୟ କଡ଼ା

ଯୁଦ୍ଧକାଳୀନ ଭିତ୍ତିରେ ହେବ ଧଉଳିର ମରାମତି କାର୍ଯ୍ୟ

ଭୁବନେଶ୍ୱର : ଧଉଳି ଶାନ୍ତିସ୍ତୂପର ସାମଗ୍ରୀକ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବିଜ୍ଞାନ ଓ କାରଗିରୀ କୌଶଳ, ସାଧାରଣ ଉଦ୍ୟୋଗ ଏବଂ ସମାଜକଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଭୁବନେଶ୍ୱରଠାରେ ଅନୁଷ୍ଠିତ

କଂଗ୍ରେସ ଦଳରୁ ଇସ୍ତଫା ଦେଲେ ସ୍ମୃତିରେଖା ପହି

ଧର୍ମଶାଳା: କଂଗ୍ରେସ ଦଳରୁ ଇସ୍ତଫା ଦେଲେ କଂଗ୍ରେସ କର୍ମୀ ସ୍ମୃତିରେଖା ପହି । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ସେ ଆଜି ଇସ୍ତଫା ଦେଇଛନ୍ତି ।ସେ ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ଧର୍ମଶାଳାରୁ ଲଢିଥିଲେ