Odia News Portal
Browsing Tag

odisha news

ରାଜଧାନୀ ଦିଲ୍ଲୀରେ ସମସ୍ତ ସ୍କୁଲ-କଲେଜ୍ ବନ୍ଦ

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନାର ଦ୍ଵିତୀୟ ଲହର ଆରମ୍ଭ ହୋଇଯାଇଛି | ଦୈନିକ ଲକ୍ଷାଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ବଡ

‘ସମଲେଇ’ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଆକର୍ଷଣୀୟ ପ୍ୟାକେଜ୍ ଘୋଷଣା

*ଥଇଥାନ ଓ ପୁନର୍ବାସ ପ୍ୟାକେଜ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ *ପୂଜାରୀଙ୍କ ପାଇଁ ଜମି ବଦଳରେ ଜମି ଓ ଘର ପାଇଁ ସହାୟତା *ପ୍ରକଳ୍ପ କୁ ଆଗେଇ ନେବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ ।

ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ଭୁବନେଶ୍ୱର: ଆଜି ଅପରାହ୍ଣରେ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ତେବେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆଜି କି ବାର୍ତ୍ତା ଦେବେ ତା ଉପରେ ରହିଛି ସମସ୍ତଙ୍କ ନଜର । ରାଜ୍ୟରେ ଲଗାତାର ବଢାଚାଲିଛି କରୋନା ସଂକ୍ରମଣ । କରୋନା ସଂପର୍କରେ ମୁଖ୍ୟମନ୍ତ୍ରୀ

ମୁଁ ହିମ୍ମତ ହାରି ନଥିଲି: ମିନୁ ମାନହାସ

ଛତିଶଗଡ଼: ମାଓବାଦୀଙ୍କ କବଳରୁ ଅପହୃତ ଯବାନ ରାକେଶ୍ୱର ସିଂହ ମାନହାସ ମୁକୁଳିବା ପରେ ପରିବାରେ ଖେଳିଯାଇଛି ଖୁସିର ଲହରୀ | ରାକେଶ୍ୱରଙ୍କ ମୁକ୍ତି ଖବର ପାଇବା ପରେ ସ୍ତ୍ରୀ ମିନୁ ମାନହାସ ନିଜ ପ୍ରତିକ୍ରିୟାରେ କହିଛନ୍ତି | ଆଜି ତାଙ୍କ ଜୀବନର ସବୁଠୁ ଖୁସିର ଦିନ | ମୁଁ ହିମ୍ମତ ହରାଇ ନଥିଲି