Odia News Portal
Browsing Tag

odisha news

ବାସ୍ତବ ପ୍ରସଙ୍ଗରୁ ନଜର ହଟାଇବାକୁ ବିଜେପିର ଆନ୍ଦୋଳନ: ବିଜେଡି

ଓଡିଶା ବିଜେପିର ଏହି ଆନ୍ଦୋଳନ କେବଳ ଓଡିଶାର ବାସ୍ତବ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବାକୁ ଆଉ ଏକ ଦୁର୍ବଳ ପ୍ରୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାଶ ।ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ଦାଶ କହିଛନ୍ତି ଯେ କେନ୍ଦ୍ର ଦ୍ୱାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ

 ଟିମ୍ ଇଣ୍ଡିଆରେ ରାଜନୀତିର ଶିକାର ହେଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳ ରେ ଏପରି  ଜଣେ ଭାଗ୍ୟହୀନ କ୍ରିକେଟର ଅଛନ୍ତି, ଯିଏକି ଟିମ୍ ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ସୁଯୋଗ ଦିଆଯାଉ ନାହିଁ । ଏହି କ୍ରିକେଟର ଟିମ୍ ଇଣ୍ଡିଆରେ ରାଜନୀତିର ଶିକାର ହୋଇଛନ୍ତି । ଆଜିକାଲି ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର

କର୍ତ୍ତବ୍ୟରେ ଅବହେଳା ପାଇଁ ବସ୍ତା ଥାନା ଅଧିକାରୀ ନିଲମ୍ବିତ

କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଅବକାରୀ ଥାନା ଅଧିକାରୀ। ବାଲେଶ୍ବର ଜିଲ୍ଲା ବସ୍ତା ଅବକାରୀ ଥାନା ଅଧିକାରୀ ଭଗବାନ ମହାନନ୍ଦିଆଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି । ପୂର୍ବରୁ ଭଗବାନ ଏକ ଅଫିମ ଜବତ ଘଟଣାରେ ଅଭିଯୁକ୍ତକୁ ହେରଫେର କରି ପୁଣି ଗିରଫ ଘଟଣାରେ

ବିବାହକୁ ପୂରିନି ଚାରି ଦିନ , ଆଖି ବୁଜିଲେ ନବ ଦମ୍ପତ୍ତି

ଗତ ୧୦ ତାରିଖରେ ପଡିଥିଲା ହାତଗଣ୍ଠି । କେତେ ସପ୍ନ କେତେ ଆଶା ଥିଲା ଯେ, ସାତ ଜନମର ସାଥୀ ହୋଇ ସାରା ଜୀବନ ବଞ୍ଚିବେ ବୋଲି । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ନୂଆ ସଂସାର ଆରମ୍ଭ କରିବା ପୂର୍ବରୁ ସଂସାର ଛାଡିଲେ । ଭାଲେନଣ୍ଟାଇନ୍ ଡେ ପୂର୍ବରୁ ଚାଲିଗଲା ନବ ଦମ୍ପତ୍ତିଙ୍କ ଜୀବନ ।

ଚୌଦ୍ୱାର ଜେଲ୍ ଯିବେ ଗୋପାଳ

ଝାରସୁଗୁଡା ଜେଲରୁ ବାହାରିଲା ଗୋପାଳ ଦାସ । କଡା ସୁରକ୍ଷା ଗୋପାଳକୁ ଚୌଦ୍ୱାର ଜେଲ ଅଣାଯାଇଥିବା ସୂଚନା । ସୁରକ୍ଷା ଦୃଷ୍ଟିର ସ୍ଥାନାନ୍ତର ଆବେଦନ କରିଥିଲାେ ଜେଲ ବିଭାଗ । ଜେଲ୍ ବିଭାଗ ଆବେଦନକୁ ଆଜି ମଞ୍ଜୁର କରିଥିଲେ କୋର୍ଟ ।

ଭୁବନେଶ୍ୱରରେ ରାସ୍ତାରୋକ କଲେ ବିଜେପି କର୍ମୀ

ଭୁବନେଶ୍ୱରରେବିଜେପିରହରତାଳ।ମୁଖ୍ୟମନ୍ତ୍ରୀଙ୍କଇସ୍ଥପାଦାବିରେରାଜରାସ୍ତାକୁଓହ୍ଲାଇଲାବିଜେପି।ଟାୟାରଜାଳିଭୁବନେଶ୍ୱରରେରାସ୍ତାରୋକକଲେବିଜେପିକର୍ମୀ।

ଚାଉଳ ବନ୍ଦ ପ୍ରସଙ୍ଗରେ ଆଜିଠାରୁ ରାସ୍ତାକୁ ଓହ୍ଲାଇବ ବିଜେଡି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଅତିରିକ୍ତ ୫ କିଲୋଗ୍ରାମ ଚାଉଳ କେନ୍ଦ୍ର ବନ୍ଦ କରିବା ପ୍ରତିବାଦରେ ଆଜିଠାରୁ ରାସ୍ତାକୁ ଓହ୍ଲାଇବ ବିଜେଡି । ଆଜିଠାରୁ ୧୬ ତାରିଖ ଯାଏଁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେଡି । ଆଜି ରାଜଭବନ ଆଗରେ ଧାରଣା ଓ ରାଷ୍ଟ୍ରପତିଙ୍କ

ଆଜିଠୁ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ

ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଗୁରୁମନ୍ତ୍ର । ସମ୍ମିଳନୀରେ ଉପସ୍ଥିତ ରହିବେ ରାଜ୍ୟର ସମସ୍ତ ବରିଷ୍ଠ ଅଧିକାରୀ । ବିଭାଗୀୟ ସଚିବମାନେ ନିଜ ବିଭାଗର ରୋଡମ୍ୟାପ୍‌ ବାବଦରେ ପ୍ରେଜେଣ୍ଟେସନ ରଖିବେ । ସରକାରଙ୍କ ରୂପାନ୍ତରଣ

ପ୍ରେମ ର ଋତୁ ଫେବୃଆରୀ

କ୍ୟାଲେଣ୍ଡର ପୃଷ୍ଠାରେ ଫେବ୍ରୁଆରୀ ଆସିଲେ,ସହରରେ ଗୋଲାପ ବିକ୍ରି ବଢିଲେ..କି ରାସ୍ତାରେ ପ୍ରେମିକ ପ୍ରେମିକାଙ୍କ ଭିଡ ଜମିଲେ, ଆପେ ଆପେ ଜଣାପଡେ ପ୍ରେମ ଋତୁ ଆସିଛି । ହଁ, ସେମିତି ଗୋଟେ ଦିନ ତ ଏ ଭାଲେଣ୍ଟାଇନ୍ ଡେ । ଆଜି ଫେବୃଆରୀ ୧୪- ପ୍ରେମ ଆଉ ପ୍ରେମିକ ପ୍ରେମିକାଙ୍କ ସ୍ୱପ୍ନର ଦିନ

ମନେ ପଡ଼ନ୍ତି ବୀର ଯବାନ

ନୂଆଦିଲ୍ଲୀ : ପୁଲୱାମା ଆକ୍ରମଣକୁ ପୁରିଛି ୪ ବର୍ଷ । ସାରା ଦେଶ ଭାରତୀୟ ଯବାନମାନଙ୍କ ସେହି ବୀରତ୍ୱର ଗାଥା ଓ ବଳିଦାନକୁ ସ୍ମରଣ କରିବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ୧୪ ଫେବୃଆରୀ ୨୦୧୯ । ମନରୁ ଲିଭିନି ସେଇ କରାଳ କାଳିମାର ଦିନ । ପ୍ରତିବର୍ଷ ଭଳି ସେଦିନ ବି