Odia News Portal
Browsing Tag

odisha news

ବିସିସିଆଇ’ ମୁଖ୍ୟ ଚୟନକାରୀ ପଦବୀରୁ ଇସ୍ତଫା ଦେଲେ ଚେତନ ଶର୍ମା

ମନ୍ତବ୍ୟଜନିତ ବିବାଦ କାରଣରୁ ଆଜି ‘ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ର (ବିସିସିଆଇ) ମୁଖ୍ୟ ଚୟନକାରୀ ପଦବୀରୁ ଚେତନ ଶର୍ମା ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ପତ୍ରଟିକୁ ‘ବିସିସିଆଇ’ର ସମ୍ପାଦକ ଜୟ ଶାହ ମଧ୍ୟ ଗ୍ରହଣ କରିଛନ୍ତି ବୋଲି କୁହାଯାଉଛି। ଆଜି ଚେତନ

ବିଶ୍ବ ହିନ୍ଦୀ ସମ୍ମିଳନୀରେ ଫିଜି ରାଷ୍ଟ୍ରପତିଙ୍କ ପ୍ରିୟ ହିନ୍ଦୀ ସିନେମା

ଗୁରୁବାର ଦିନ ଫିଜିର ରାଜଧାନୀ ସୁବାରେ ଆୟୋଜିତ ବିଶ୍ବ ହିନ୍ଦୀ ସମ୍ମିଳନୀରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଫିଜିର ରାଷ୍ଟ୍ରପତି ୱିଲିଏମେ କାଟୋନୋଭିୟର୍‌ଙ୍କ ଉପରେ ହିନ୍ଦୀ ସିନେମାର ପ୍ରଭାବ ଏବଂ ତାଙ୍କର ପ୍ରିୟ ହିନ୍ଦୀ ଚଳଚ୍ଚିତ୍ର କଥା କହିଛନ୍ତି। ଜୟଶଙ୍କର

କେମିତି କଟିବ ଦିନ

ମେଷ : ଆପଣଙ୍କ ଦିନ ଆର୍ଥିକ ଏବଂ ବ୍ୟବସାୟ ଦୃଷ୍ଟିକୋଣରେ ଲାଭଦାୟୀ ରହିବ। ଧନଲାଭ ସହିତ ଲମ୍ବା ସମୟ ପାଇଁ ଧନର ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନରେ ଆଜି ଆପଣ ସୁସ୍ଥତା ଅନୁଭବ କରିବେ। ଆପଣଙ୍କ ଦିନ ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଆମୋଦ-ପ୍ରମୋଦରେ କଟିବ। ଦିନର

ବରମୁଣ୍ଡାରୁ ଖଣ୍ଡଗିରି ନୂଆ ସର୍ଭିସ୍‌ ରୋଡ୍‌ ଉନ୍ନତୀକରଣ

ହକି ବିଶ୍ବକପ୍‌ ପରେ ଭୁବନେଶ୍ବରରେ ଜି-୨୦ ସମ୍ମିଳନୀର ବୈଠକ ଆୟୋଜିତ ହେବାକୁ ଯାଉଛି। ଏପ୍ରିଲ ୨୪ରୁ ୨୬ ଓ ମେ ୧୫ରୁ ୧୭ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ୨୦ଟି ଦେଶରୁ ପ୍ରତିନିଧିମାନେ ଭୁବନେଶ୍ବର ଆସିବେ। ସେଥିପାଇଁ ସହରକୁ ସୁନ୍ଦର କରିବାକୁ ପୁଣି ଥରେ ଯୋଜନା ହୋଇଛି। ବିଶେଷକରି

ଗୋପାଳପୁର-ସମ୍ବଲପୁର ରେଳପଥ: କାମ ଆଗେଇଲା

ବହୁ ପ୍ରତୀକ୍ଷିତ ଗୋପାଳପୁର-ସମ୍ବଲପୁର ରେଳପଥ କାମ ଶେଷରେ ଆଗେଇଛି। ଓରିଡିଏଲ୍‌ (ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍‌) ତରଫରୁ ଚୂଡ଼ାନ୍ତ ଲୋକେସନ୍‌ ସର୍ଭେ ବା ସ୍ଥଳ ସର୍ବେକ୍ଷଣ କାମ ଆରମ୍ଭ ହୋଇଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଗୋପାଳପୁର ବନ୍ଦରଠାରୁ ଜଗନ୍ନାଥପୁର

ଆସନ୍ତାକାଲି ଜାଗର: ଚଳଚଞ୍ଚଳ ଏକାମ୍ର କ୍ଷେତ୍ର

ଆସନ୍ତାକାଲି ମହାଶିବରାତ୍ରି । ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଶିବରାତ୍ରି ପାଇଁ ସମସ୍ତ ଶୈବପୀଠ ଗୁଡିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ହୋଇଛି । ଲିଙ୍ଗରାଜ ମହାପ୍ରଭୁଙ୍କ ଠାରେ ରାତି ୧୦ଟାରେ

ବର୍ଷା- ଅନୁଭବ ପାରିବାରିକ ବିବାଦ ମାମଲାର ଶୁଣାଣି ଶେଷ 

ବର୍ଷା- ଅନୁଭବ ପାରିବାରିକ ବିବାଦ ମାମଲାର ଶୁଣାଣି ଶେଷ । କୋର୍ଟରୁ ଗଲେ ବର୍ଷା-ଅନୁଭବ । ବର୍ଷାଙ୍କର ସାଖ୍ୟଗ୍ରହଣ ହୋଇଛି । ବର୍ଷା ପ୍ରିୟଦର୍ଶିନୀ ସମୟରେ ଆସି କୋର୍ଟରେ ଉପସ୍ଥିତ ହୋଇଥିଲେ । ଆଜି ଦୁଇଟି ପର୍ଯ୍ୟାୟରେ ଜେରା ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଆଜି ପ୍ରକ୍ରିୟା ଅସଂପୂର୍ଣ୍ଣ

ବଞ୍ଚି ଥାଉ ଥାଉ ନିଜ ସ୍ତ୍ରୀକୁ ମୃତ କହି ଦ୍ଵିତୀୟ ବିବାହ କଲେ ରସିକିଆ ଶିକ୍ଷକ

ବଞ୍ଚିଥାଉ ଥାଉ ନିଜ ସ୍ତ୍ରୀକୁ ମୃତ କହି ଦ୍ଵିତୀୟ ବିବାହ କଲେ ରସିକିଆ ଶିକ୍ଷକ । ତାହା ପୁଣି ନିଜ ସ୍କୁଲରେ ବିବାହ ଉତ୍ସବ ପାଳନ କରି କେକ୍ କାଟି ପାର୍ଟି କଲେ । ଆଉ ସେମାନଙ୍କ ସାଥ ଦେଇଥିଲେ ଉକ୍ତ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରି। ଆଉ ଏହି ଖବର ଶୁଣିବା ପରେ ମୃତ ଦର୍ଶାଇଥିବା ସ୍ତ୍ରୀ

ଟାଟା ଷ୍ଟିଲରେ ଚାକିରି କରାଇଦେବା ନାଆଁରେ ସାଢ଼େ ତିନି ଲକ୍ଷ ଟଙ୍କା ଠକେଇ

ଠକାମିର ଶିକାର ହୋଇଛନ୍ତି ଚନ୍ଦ୍ରଶେଖରପୁର ଅଞ୍ଚଳର ଶକ୍ତି ପ୍ରସନ୍ନ ସ୍ୱାଇଁ।ଶକ୍ତି ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରି ସମାପ୍ତ କରିବା ପରେ ବେକାର ଥିଲେ। ଏହି ସମୟରେ ଅଭିଯୁକ୍ତ ସନ୍ଦୀପ ପ୍ରଧାନଙ୍କ ସହ ତାଙ୍କର ଭେଟ ହୋଇଥିଲା। ସନ୍ଦୀପ ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ପ୍ଲେସମେଣ୍ଟ ଅଫିସ

କଣ କହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି

ଆସନ୍ତା ମାସରେ ଏସିଆ କପ୍ ଆୟୋଜନ ପାଇଁ ଏକ ବୈଠକ ହେବାକୁ ଯାଉଛି, ତା’ପରେ ଏସିଆ କପ୍ କେଉଁଠି ଆୟୋଜନ ହେବ ତାହା ଜଣାପଡ଼ିବ । ପାକିସ୍ତାନ କ୍ରିକେଟ୍ ବୋର୍ଡ ପାକିସ୍ତାନରେ ଏସିଆ କପ୍ ଆୟୋଜନ କରିବାକୁ ଚାହୁଁଥିବା ବେଳେ ବିସିସିଆଇ ନିରପେକ୍ଷ ସ୍ଥାନରେ ଏସିଆ କପ୍ ଆୟୋଜନ କରିବାକୁ ଚାହୁଁଛି ।