Odia News Portal
Browsing Tag

odisha news

ବିପୁଳ ମାତ୍ରାରେ ଗଞ୍ଜେଇ ସହ ଗାଡି ଜବତ କଲା ପୋଲିସ

 ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚାଲାଣକୁ ନେଇ ନିୟମିତ ପେଟ୍ରୋଲିଂ ସମୟରେ ବିପୁଳ ମାତ୍ରାରେ ଗଞ୍ଜେଇ, ଗାଡି ଓ ଚାଲାଣକାରୀ ଧରା ପଡୁଛନ୍ତି। ଏହି କ୍ରମରେ ସମ୍ବଲପୁର ଅବକାରୀ ବିଭାଗର ଇଆଇବି ୟୁନିଟ ପକ୍ଷରୁ ରବିବାର ସକାଳ ସମୟରେ ପେଟ୍ରୋଲିଂ ସମୟରେ ୧ କ୍ୱିଣ୍ଟାଲ ଗଞ୍ଜେଇ

ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ନୂତନ କୂଳପତି ହେଲେ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ  ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଛନ୍ତି। ଓଡ଼ିଶାର ରାଜ୍ୟପାଳ ଏବଂ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତିନି ବର୍ଷ ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର

ବଲାଙ୍ଗିରରେ ବିଜେଡି ରାଲି

ବିଧାୟକ ନରସିଂହ ମିଶ୍ରଙ୍କ ବିରୋଧରେ ବିଜେଡିରେ ରାଲି ପ୍ରଦର୍ଶନ । ବିଧାୟକଙ୍କ ହିଂସାତ୍ମକ ଆଚରଣ ପ୍ରଦର୍ଶନ ଅଭିଯୋଗ ସମାବେଶ ପାଇଁ ପ୍ରଦର୍ଶନ ଜାରି । ଜିଲ୍ଲା ପର୍ଯ୍ୟବେକ୍ଷକ ସୁଶାନ୍ତି ସିଂହଙ୍କ ସମେତ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ଆଜି କିମ୍ବା କାଲି ଆସିପାରେ ନାର୍କୋ ଟେଷ୍ଟ ରିପୋର୍ଟ

ଆଜି କିମ୍ବା କାଲି ଆସିପାରେ ନାର୍କୋ ଟେଷ୍ଟ ରିପୋର୍ଟ। ନବ ଦାସଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଦିନେ ଦୁଇଦିନ ମଧ୍ୟରେ ଦାଖଲ କରିବ ଗୁଜରାଟ ଗାନ୍ଧିନଗରର ଡିରେକ୍‌ଟୋରେଟ୍‌ ଅଫ୍‌ ଫରେନ୍‌ସିକ ସାଇନ୍‌ସ ସର୍ଭିସେସ- ଡିଏଫଏସଏସ। ଝାରସୁଗୁଡ଼ା

ଦୁଇ ଯୁବ ଆଇଏଏସ୍‌ଙ୍କ ମଧ୍ୟରେ ନିର୍ବନ୍ଧ ସମ୍ପନ୍ନ

ପଶ୍ଚିମ ଓଡ଼ିଶାର ଦୁଇ ଯୁବ ଆଇଏଏସ୍‌ଙ୍କ ମଧ୍ୟରେ ପଡ଼ିବ ହାତଗଣ୍ଠି । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ବାହାଘର ପାଇଁ ରବିବାର ନିର୍ବନ୍ଧ ସମ୍ପନ୍ନ ହୋଇଛି । ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ କାର୍ୟ୍ୟାଳୟରେ ଏହି ନିର୍ବନ୍ଧ ସମ୍ପନ୍ନ

ରାଜଧାନୀରୁ ଜବତ ହେଲା ହାତୀ ଦାନ୍ତ

ରାଜଧାନୀରୁ ଜବତ ହେଲା ହାତୀ ଦାନ୍ତ । ପୋଲିସ ଏଥିରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ୱୟ କନ୍ଧମାଳର ବୋଲି ଜଣାଯାଇଛି । ବାଇକରେ ହାତୀ ଦାନ୍ତ ନେଇ ଯାଉଥିବା ବେଲେ ମୈତ୍ରୀ ବିହାର ପୋଲିସ ଅଭିଯୁକ୍ତଙ୍କୁ ମାଡି ବସିଛି । ସେମାନଙ୍କ ଠାରୁ ଦୁଇଟି ହାତୀ ଦାନ୍ତ ଜବତ ହୋଇଛି ।

ବିଶ୍ୱ ସାମାଜିକ ନ୍ୟାୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

 ଆଜି ବିଶ୍ୱ ସାମାଜିକ ନ୍ୟାୟ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅସମାନତା ଯେପରି ନ ରହିବ, ସେଥିପାଇଁ ସମାଜକୁ ଅଧିକ ସମାବେଶୀ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ସମାଜର ସବୁ ବର୍ଗକୁ କ୍ଷମତା ସଂପନ୍ନ କରିବା ସହ

ଜଳୁଛି ହେକ୍ଟର ହେକ୍ଟର ଶାଳ ଜଙ୍ଗଲ

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ ଅଞ୍ଚଳରେ ରହିଥିବା ହେକ୍ଟର ହେକ୍ଟର ଶାଳ ଜଙ୍ଗଲ ଏବେ ଜଳୁଛି। ଜଙ୍ଗଲ ସୁରକ୍ଷା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଉଥିଲେ ହେଁ ଜଙ୍ଗଲ ନିଆଁକୁ ନିର୍ବାପିତ କରିବା ପାଇଁ କାହାର ଦାୟିତ୍ବ କିମ୍ବା ଦୃଷ୍ଟି ଥିଲା ପରି ଲାଗୁନାହିଁ। ଯାହାଫଳରେ ଜଙ୍ଗଲ

ଆଜି ବସୁଛି ସର୍ବଦଳୀୟ ବୈଠକ, ୨୧ରୁ ବଜେଟ୍‌ ଅଧିବେଶନ

ଆଜି ବସୁଛି ସର୍ବଦଳୀୟ ବୈଠକ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବିଧାନସଭା ବଜେଟ୍‌ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ବୈଠକରେ ଆଲୋଚନା କରାଯିବ। ଫେବ୍ରୁଆରି ୨୧ରୁ ଆରମ୍ଭ ହେଉଛି ବଜେଟ୍‌ ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୧

ବିଜେଡି ମୁଖପାତ୍ର ଇପସିତା ସାହୁ ପ୍ରେସମିଟ୍ କରି ଲେଖାଶ୍ରୀଙ୍କୁ କଲେ ସମାଲୋଚନା

ବିଜେଡି ମୁଖପାତ୍ର ଇପସିତା ସାହୁ ପ୍ରେସମିଟ୍ କରି ଲେଖାଶ୍ରୀଙ୍କୁ ସମାଲୋଚନା କରିଛନ୍ତି । ଇପସିତା କହିଛନ୍ତି ଜଣେ ମହିଳା ହୋଇ ମଧ୍ୟ ଲେଖାଶ୍ରୀ ନିଜ ଦଳର ନେତାଙ୍କ ଏପରି ଆଚରଣ ବିରୋଧରେ ମୁଁହ ଖୋଲିଲେନି । ବିଜେପିର ଜଣେ ନେତ୍ରୀ ପୂର୍ବରୁ ସେ ଜଣେ ମହିଳା ହେଲେ ଏପରି ଏକ ସମ୍ବେଦନଶୀଳ ଘଟଣା