Odia News Portal
Browsing Tag

odisha news

ମହିଳାଙ୍କୁ ଏସିଡ୍ ଆକ୍ରମଣ ଘଟଣାରେ ୪ ଗିରଫ

ଏସିଡ୍ ଆକ୍ରମଣ ଘଟଣାରେ ୪ ଗିରଫ । ଫେରାର ଅଭିଯୁକ୍ତଙ୍କୁ ବାନ୍ଧିଲା ଝାରସୁଗୁଡ଼ା ପୋଲିସ । ଗତ ୭ ତାରିଖ ଦିନ ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ କାଦୋବାହାଲ ଜଙ୍ଗଲରେ ମୋହିନୀ ବାଗଙ୍କୁ ଏସିଡ ଆକ୍ରମଣ ହୋଇଥିଲା ।ଖବର ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକର ଅର୍ଡା ସରକାରୀ

ଏସଏଚଜି ମା’ମାନଙ୍କୁ ମିଳିବ ଇ-ସ୍କୁଟି

୨୦୨୩-୨୪ ପାଇଁ ମିଶନ ଶକ୍ତି ବିଭାଗକୁ ୨୫୫୪ କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ। ଗତବର୍ଷ ତୁଳନାରେ ୨୭ପ୍ରତିଶତ ଅଧିକ ଅର୍ଥ ବ୍ୟୟବରାଦ ଦିଆଯାଇଛି। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ମିଶନ ଶକ୍ତି ମନ୍ତ୍ରୀ ଓ ସଚିବ। ବଜେଟରେ ୨ଟି ନୂଆ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। ଏସଏଚଜି ମାଆମାନଙ୍କୁ

ଏଥର ବର୍ଷାରେ ଭିଜିବ ହୋଲି

ତାତି କମିବ ଓ ବର୍ଷାରେ ଭିଜିବ ହୋଲି। ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ମଙ୍ଗଳବାରଠାରୁ ରାଜ୍ୟର ଅଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଏନେଇ ସୂଚନା ମିଳିଛି। ଆସନ୍ତା ୭, ୮ ଏବଂ ୯ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିବା ସହ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର

ବାଣ ପ୍ରସ୍ତୁତି ବେଳେ ଭୟଙ୍କର ବିସ୍ଫାରଣ : ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର

ବାଣ ପ୍ରସ୍ତୁତି ବେଳେ ଭୟଙ୍କର ବିସ୍ଫାରଣ । ବିସ୍ଫୋରଣରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଅଛନ୍ତି । ଖୋର୍ଦ୍ଧା ଟାଙ୍ଗୀ ଥାନା ଭୁଷଣ୍ଡପୁର ଅଞ୍ଚଳରେ ଅଘଟଣ ଘଟିଛି । ତେବେ ଦୋଳ ଉତ୍ସବ ପାଇଁ ବାଣ ଭିଡା ଚାଲିଥିଲା । ସମସ୍ତ ଗୁରୁତରଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ

୨୬ରେ ଭଦ୍ରକ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆସନ୍ତା ୨୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଆସିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ସମାବେଶରେ ଯୋଗ ଦେବେ। ଏହି ଅବସରରେ ସେ ବିଜେପିର

ହକି ପ୍ରୋ ଲିଗ୍ ଟିକେଟ୍ ପାଇଁ ବିର୍ସାମୁଣ୍ଡା ଷ୍ଟାଡିୟମ ଆଗରେ ଲମ୍ବା ଲାଇନ୍

କମିନି ହକି କ୍ରେଜ୍ । ହକି ପ୍ରୋଲିଗ୍ ମ୍ୟାଚର ଟିକେଟ ନେବାକୁ ଲାଗିଲାଣି ଲମ୍ବା ଲାଇନ୍ । ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଆଗରେ ସକାଳୁ ସକାଳୁ ହକି ପ୍ରେମୀଙ୍କ ଗହଳି ଦେଖିବାକୁ ମିଳିଛି । ୧୦ ତାରିଖରୁ ଆରମ୍ଭ ହେଉଛି ହକି ପ୍ରୋଲିଗ ମ୍ୟାଚ । ଏଥିପାଇଁ ଆଜିଠାରୁ ଅଫ୍ ଲାଇନରେ

ଚିନ୍ମୟୀଙ୍କ ମୃତ୍ୟୁ ମାମଲାରେ ଆଜି ଖୋଲିବ ରହସ୍ୟ

ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ମାମଲାରେ ଖୋଲିବ ରହସ୍ୟ । ଆଜି ଆସିପାରେ ଚିନ୍ମୟୀଙ୍କ ବୟ ଫ୍ରେଣ୍ଡ ପ୍ରୀତିମାନ ଓ ସାଙ୍ଗ ମାନସ ଟୁଡୁଙ୍କର ଲାଏ ଡିଟେକସନ୍‌ ଟେଷ୍ଟ ରିପୋର୍ଟ । ସେମାନଙ୍କର କଥାରେ ତାଳମେଳ ରହୁ ନଥିବାରୁ ଶନିବାର ଭୁବନେଶ୍ୱର ଏସଏଫଏସଏଲରେ ସତ ମିଛ ପରୀକ୍ଷା ହୋଇଛି । ଏହି

ଗ୍ୟାସ୍ ଲିକରୁ ଲାଗିଲା ନିଆଁ,୪ ଗୁରୁତର

ଗ୍ୟାସ ଟାଙ୍ଗି ଲିକ୍ ହୋଇ ଲାଜିଲା ନିଆଁ,୪ଗୁରୁତର । ପ୍ଲାଣ୍ଟସାଇଟ ଥାନା ଛୋଟାପାର୍କ ନିକଟରେ ଅଘଟଣ । ଗାଡିରୁ ଗ୍ୟାସ୍ ଟାଙ୍କି ଅନ୍‌ଲୋଡ ବେଳେ ଗ୍ୟାସ ଲିକ ହୋଇଥିଲା । ନିକଟରେ ଏକ ଚୁଲି ଲାଗିଥିବାରୁ ଗ୍ୟାସ ଟାଙ୍ଗୀରେ ନିଆଁ ଲାଗିଗଲା । ୪ଗୁରୁତର ରାଉଲକେଲା ସରକାରୀ ମେଡିକାଲରେ ଭର୍ତ୍ତି

ବରଗଡ, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଆରମ୍ଭ

 ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ । ସାରା ରାଜ୍ୟ ଓଡିଶାର ଏହି ମହାନ ସନ୍ତାନଙ୍କ ଜୟନ୍ତୀକୁ ଶ୍ରଦ୍ଧାର ସହ ପାଳନ କରୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ, କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତରେ ଯାଇ ଆମପାଣିଠାରେ ବିଜୁ ଏକ୍ସପ୍ରେସ ଓ୍ଵେ କୁ ଏବଂ

ଖୋଲିବ ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ରହସ୍ୟ

ଖୋଲିବ ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ରହସ୍ୟ । ଡେଥ୍‌ ସସପେନ୍ସ ଉପରୁ ପରଦା ହଟାଇବାକୁ ତଦନ୍ତକୁ ଜୋରଦାର କରିଛି ବୁର୍ଲା ପୋଲିସ । ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି ପୋଲିସର ୩ଟି ଟିମ୍‌ । ଏଯାଏଁ ଚିନ୍ମୟୀଙ୍କ ପରିବାର ଲୋକଙ୍କ ସମେତ ୩୧ ଜଣଙ୍କୁ ପଚରାଉଚରା କରିବା ସହ ବୟାନ