Odia News Portal
Browsing Tag

odisha latest news

ଟିକା ନେବାକୁ ଉତ୍ସାହିତ କଲେ ଡିଏମଇଟି

ଭୁବନେଶ୍ବର: କରୋନା ସଂକ୍ରମଣ ବଢ଼ୁଥିବାରୁ ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଜନସାଧାରଣଙ୍କୁ କେତେକ ପରାମର୍ଶ ଦେଇଛନ୍ତି। ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ, ମାସ୍କ ଓ ସାନିଟାଇଜର୍ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ଯଦି ନିଜ ଘର କିମ୍ବା ଘର ପାଖରେ କେହି ରାଜ୍ୟ

ଶୁଟିଂ ବିଶ୍ୱକପ : ଭାରତକୁ ୩ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨ା୩(ଏଜେନ୍ସି): ସୋମବାର ଦିନ ନୂଆଦିଲ୍ଲୀରେ ଚାଲିଥିବା ଆଇଏସଏସଏଫ ଶୁଟିଂ ବିଶ୍ୱକପରେ ମୀରଜ ଖାନ, ଅଙ୍ଗଦ ବାଜୱା ଏବଂ ଗୁରୁଜୋତ ଖଙ୍ଗୁରାଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ସ୍କିଟ୍ ଦଳ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତୀୟ ଦଳ ଫାଇନାଲରେ କାତାରକୁ -୨-୨ରେ ପରାସ୍ତ କରି ଦେଶ ପାଇଁ

ଦକ୍ଷିଣ ଓଡ଼ିଶା ସ୍ୱାସ୍ଥ୍ୟସେବାରେ ନୂଆ ଯୁଗ

ଭୁବନେଶ୍ବର : ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲକୁ ମୁଖ୍ୟମନ୍ତ୍ରୀ ଦେଲେ ନୂଆ ବିଭାଗ ଭେଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବ୍ରହ୍ଣପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲ(ଏମକେସିଜି)ରେ

ଆଗକୁ ଚେକିଂ, ଚଢ଼ାଉ ଜୋରଦାର

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କ୍ରମଶଃ କାୟା ମେଲାଉଛି । ଅନ୍ୟପକ୍ଷରେ ଦେଶର ମହାରାଷ୍ଟ୍ର ଭଳି କିଛି ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ମଧ୍ୟ ଆରମ୍ଭ ହେଲାଣି । ତେଣୁ ସଂକ୍ରମଣ ରୋକିବାକୁ ଆଗକୁ ଚେକିଂ ଏବଂ ଚଢ଼ାଉ ଜୋରଦାର ହେବ ବୋଲି କହିଛନ୍ତି ଏସଆରସି ପ୍ରଦୀପ୍ତ ଜେନା ।

ଭଗବାନ ଶିବଙ୍କର ୫ ପ୍ରମୁଖ ରହସ୍ୟ…

ଭୁବନେଶ୍ବର: ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ | ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି | ଠିକ ସେହିଭଳି ଶିବ ମଧ୍ୟ ଅନାଦି, ତାଙ୍କର ନା ଆଦି ଅଛି ନା ଅନ୍ତ | ଶିବଙ୍କ ମଧ୍ୟରେ ସାରା ବ୍ରହ୍ମାଣ୍ଡ ନିହିତ | ଯେତେବେଳେ କିଛି ନଥିଲା ସେତେବେଳେ ଶିବ ଥିଲେ, ଯେତେବେଳେ କିଛି

ସ୍କୁଲ ଫି ହ୍ରାସ ମାମଲାର ରାୟ ପ୍ରକାଶ

ଭୁବନେଶ୍ବର: ଘରୋଇ ସ୍କୁଲ ଫି ହ୍ରାସ କରିବା ନେଇ ହାଇକୋର୍ଟରେ ହୋଇଥିବା ମାମଲାର ରବିବାର ରାୟ ପ୍ରକାଶ ପାଇଛି । ରାୟରେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସ୍କୁଲ ଫି ହ୍ରାସ ପାଇଁ ହୋଇଥିବା ଏମଓୟୁକୁ ସ୍କୁଲଗୁଡିକ ପାଇଁ ଲାଗୁ କରିଯାଇପାରେ । ୧୪ଟି ବେସରକାରୀ ସ୍କୁଲ,ଗଣଶିକ୍ଷା ବିଭାଗ ଓ

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ |ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି |ପବିତ୍ର ବିନ୍ଦୁସାଗର ପୁଷ୍କରିଣୀ ଜଳକୁ ସ୍ୱଚ୍ଛ ଓ ନିର୍ମଳ କରାଯିବ |ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ

ଶେଷରେ ଆଶ୍ରା ମିଳିଲା ଶର୍ମାଙ୍କୁ

ଭୁବନେଶ୍ୱର: କେତେକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗରେ ପୋଲିସ ଡିଜି ପଦରୁ ନାଟକୀୟ ଭାବରେ ବିଦା ହୋଇ ସଚିବାଳୟରେ ସ୍ଵରାଷ୍ଟ୍ର ବିଭାଗର ଓଏସଡି ଭାବରେ ନିଯୁକ୍ତି ପାଇଥିବା ବହୁ ଚର୍ଚ୍ଚିତ ଆଇପିଏସ୍ ଅଫିସର ବିଜୟ ଶର୍ମାଙ୍କୁ ମିଳିଛି ନୂଆ ନିଯୁକ୍ତି | ଓଏସଡି ପଦରେ ରହି ଦରମା ନେଇ ଘରେ