Odia News Portal
Browsing Tag

odisha latest news

ରାଜ୍ୟରେ ଟୀକା ଅଭାବ : ୧୫ ଲକ୍ଷ ଦେବାକୁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର : ରାଜ୍ୟରେ କୋଭିଡ ଟିକାର ଗୁରୁତର ଅଭାବ ଦେଖାଦେଇଥିବାବେଳେ ତୁରନ୍ତ ୧୫ଲକ୍ଷ ଡୋଜ୍‌ ଟିକା ପଠାଇବାକୁ ରାଜ୍ୟ ସରକାର କେନ୍ଦ୍ରକୁ କହିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏହି ମର୍ମରେ କେନ୍ଦ୍ର

ପୁରୁଣା ୟୁନିଟ୍ ଚଳାଇବା ସପକ୍ଷରେ ରାଜ୍ୟ

ଭୁବନେଶ୍ୱର : ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ଚାଲୁ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଲେଖିଥିବା ପତ୍ର ଅନୁସାରେ ରାଜ୍ୟ ସରକାର ଓ ଏନ୍ଟିପିସିଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ

ରାଜ୍ୟରେ ଏବେ ହେବନି ଦିନ କର୍ଫ୍ୟୁ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଦିନ କର୍ଫ୍ୟୁ ନେଇ ଆଜି ଦିନ ତମାମ ଚର୍ଚ୍ଚା ଲାଗି ରହିଥିଲା । ତେବେ ରାଜ୍ୟରେ ଏବେ ଦିନ କର୍ଫ୍ୟୁ ହେବାର ସମ୍ଭାବନା ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା ସୂଚନା ଦେଇଛନ୍ତି । ରାଜ୍ୟରେ ଏବେ କରୋନାର ସ୍ଥିତି

ବିଧାୟକ ଅମର ଶତପଥୀ ଆହତ

ଭୁବନେଶ୍ୱର : ବିଜୁ ଜନତା ଦଳର (ବିଜେଡି) ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଗୋଡ଼ରେ ଆଘାତ ଲାଗିବ ଯୋଗୁ ସେ ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ଘରକୁ ଫେରିଥିବା ଜଣାପଡିଛି । ରବିବାର ସକାଳେ ବିଧାୟକ

ବ୍ୟାରିକେଡରୁ ଶିଶୁକୁ ଉଦ୍ଧାର ପାଇଁ ନାକେଦମ

ପୁରୀ : ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ଜୋତା ଷ୍ଟାଣ୍ଡ ନିକଟରେ ଶନିବାର ଘଟିଛି ଏକ ଅଭାବନୀୟ ଘଟଣା। ଭକ୍ତଙ୍କ ଲାଗି ବଡ଼ ଦାଣ୍ଡରେ ଲଗାଯାଇଥିବା ବ୍ୟାରିକେଡରେ ପଶି ଯାଇଛି ଏକ ଛୋଟ ପିଲାର ମୁଣ୍ଡ । ପରେ ମୁଣ୍ ବାହାର କରିବାକୁ ଶତ ଚେଷ୍ଟା କରିବା ସ୍ୱତେ ପରିବାର ଲୋକେ ବିଫଳ ହୋଇଥିଲେ ।

ହୋମିଓପାଥି କଲେଜ ନିର୍ଯାତନାର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର : ସମ୍ବଲପୁରର ମଝିପାଲିସ୍ଥିତ ସରକାରୀ ହୋମିଓପାଥି କଲେଜରେ ଛାତ୍ରୀମାନଙ୍କୁ ରାଗିଙ୍ଗ ନାମରେ ଯୌନ ନିର୍ଯାତନା ଘଟଣା ନେଇ ତଦନ୍ତ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବକିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି ା ମନ୍ତ୍ରୀ ଶ୍ରୀ ଦାସ ସ୍ବାସ୍ଥ୍ୟ ବିଭାଗର

ଡିଲ୍ ବେଳେ ମାଡିବସିଲା କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବାଘ ଛାଲ ଚାଲାଣ କାରବାର ବୃଦ୍ଧି ପାଉଛି । ନୟାଗଡରେ ବାଘଛାଲ ବେପାର । କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ କବଜାରେ ବାଘ ଛାଲ ଶିକାରୀ । ୪ ଲକ୍ଷର ଡିଲ୍ ବେଳେ କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ ହାବୁଡରେ ପଡିଲେ ଶିକାରୀ । ଜଣେ ଶିକାରୀ ଓ ସହଯୋଗୀ ଗିରଫ । ତେବେ

ଓଡିଶାରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ଭୁବନେଶ୍ୱର : ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଓଡିଶାରେ ଆସି ପହଞ୍ଚିଛନ୍ତି । ଆଜି ଦିନ ୧୧ଟା ୧୫ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ଉପରାଷ୍ଟ୍ରପତି । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସେଠାରୁ ସେ ରାଜଭବନ ଗସ୍ତ କରିଛନ୍ତି । ଆଜି ସନ୍ଧ୍ୟାରେ କଟକ ଯାଇ ସାରଳା