Odia News Portal
Browsing Tag

odisha latest news

ଆଉ କିଛି ସମୟ ପରେ କ୍ୟାବିନେଟ

ଭୁବନେଶ୍ବର : ଆଉ କିଛି ସମୟ ପରେ ବସିବ ରାଜ୍ୟ କ୍ୟାବିନେଟ । ଆଜି ଦିନରେ ୧୨ଟାରେ ଏହି କ୍ୟାବିନେଟ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଯୋଗଦେବେ । ପ୍ରାୟ ୧୧ରୁ ଅଧିକ ପ୍ରସ୍ତାବ ଉପରେ ଆଲୋଚନା ହେବାର

ରାଜଧାନୀରେ ବଢୁଛି ସଂକ୍ରମଣ, ୧୭୧ ପଜିଟିଭ୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଭୁବନେଶ୍ୱର ମହାନଗର ନିଗମ(ବିଏମସି ) ଅଂଚଳରୁ ଗତକାଲି ୧୫୦ ଜଣ ଆକ୍ରାନ୍ତ ଚିହ୍ନଟ ହାଇଥିବା ବେଳେ ଆଜି ୧୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୪୫ ଜଣ କ୍ୱାରେଂଟାଇନ୍ ରେ ଥିବା ବେଳେ ୧୨୬

ପୋଲିସର ଅପରେସନ୍ ହାଇଦର

କଟକ : କୁଖ୍ୟାତ ଗ୍ୟାଙ୍ଗଷ୍ଟ ହାଇଦର ଚମ୍ପଟ ମାରିବାପରେ ତାକୁ ଧରିବା ପାଇଁ ପୋଲିସ ଆପ୍ରାଣ ଉଦ୍ୟମ ଆରମ୍ଭ କରିଛି । ଏ ନେଇ ସ୍ପଷ୍ଟ କରିଛନ୍ତି ଜେଲ ଡିଜି । ଏସସିବିରେ ଚିକିତ୍ସତ ଥିବାବେଳେ ସୁରକ୍ଷାକର୍ମୀଙ୍କୁ ଧକ୍କା ମାରି ସେ ଖସି ପଳାଇଥିବା ସ୍ପଷ୍ଟ କରିଛନ୍ତି ଡିଜି । ତାକୁ ଧରିବା ପାଇଁ

ଏସସିବିରୁ ଚମ୍ପଟ ମାରିଲା ଗ୍ୟାଙ୍ଗଷ୍ଟର ହାଇଦର

କଟକ : ସମସ୍ତଙ୍କୁ ଚକମା ଦେଇ ଚମ୍ପଟ ମାରିଲା ଗ୍ୟାଙ୍ଗଷ୍ଟର ହାଇଦର । ୧୨ ଦିନ ତଳେ ଏସସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲା ହାଇଦର । ବିଭିନ୍ନ ସଂଗୀନ ଅଭିଯୋଗରେ ସେ ଗିରଫ ହୋଇ ବନ୍ଦୀ ଜୀବନ ଭୋଗୁଥିଲା । ହାଇଦର ସମ୍ବଲପୁର ସର୍କଲ ଜେଲରେ ଥିବାବେଳେ ସେ ଅସୁସ୍ଥ

ଛାତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ ଉଦ୍ୟମ

ବୁଗୁଡ଼ା : ବୁଗୁଡ଼ା ଥାନା ଅଞ୍ଚଳର ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ ଉଦ୍ୟମ କରିବାବେଳେ ଜଣେ ବିବାହିତ ଯୁବକ ଗିରଫ ହୋଇଥିବା ଜଣାଯାଇଛି। ସ୍କୁଲ୍ ପାଠପଢା ବନ୍ଦ ଥିବାରୁ ଛାତ୍ରୀ ଜଣକ ଘର କାମରେ ପରିବାରକୁ ସହଯୋଗ କରୁଥିଲେ। ସେ ନାବାଳିକା ହୋଇଥିବା ବେଳେ ଦଳିତ ଶ୍ରେଣୀରେ

ଭୁବନେଶ୍ୱରରେ କରୋନା ୧୫୦ ଛୁଇଁଲା

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରକୁ ଡ଼ରାଇଲାଣି କରୋନା ସଂକ୍ରମଣ । ଗତ ତିନି ଦିନ ହେଲା ସଂକ୍ରମଣ ଶହେ ଉପରେ ରହୁଛି । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ଦେଢ ଶହ କରୋନା ପଜିଟିଭ୍ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଆକ୍ରାନ୍ତଙ୍କ ଭିତରେ ୧୧୭ ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ

ଓଡ଼ିଶାର ଭାବ, ଭୂଗୋଳର ବିକଳ୍ପ ନାହିଁ : ରାଜ୍ୟପାଳ

ଭୁବନେଶ୍ୱର : ଓଡ଼ିଶା ହେଉଛି ଏକ ଦିବ୍ୟ ଭୂମି । ଏଠି ସୁଖ ଓ ଶାନ୍ତି ସଦା ବିରାଜିତ । ଓଡ଼ିଶାର ଲୋକମାନେ ଅଧ୍ୟାତ୍ମ ଭାବରେ ନିମଜ୍ଜିତ । ସମଗ୍ର ବିଶ୍ୱରେ ଏମିତି କିଛି ନାହିଁ ଯାହା ଓଡ଼ିଶାରେ ନାହିଁ । ଓଡ଼ିଶାର ଭାବ ଓ ଭୂଗୋଳର ବିକଳ୍ପ ନାହିଁ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ

କମ୍ବିଂ ବେଳେ ଛତ୍ରଭଙ୍ଗ ଦେଲେ ମାଓବାଦୀ

କନ୍ଧମାଳ : ଛତିଶଗଡ଼ରେ ମାଓ ହମଲା ପରେ ଓଡ଼ିଶା ପାଇଁ ସତର୍କଘଣ୍ଟି ସଦୃଶ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାବାହିନୀ ପକ୍ଷରୁ କମ୍ବିଂ ଅପରେସନ୍ ଜୋରଦାର କରାଯାଇଛି । ଆଜି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା  ଅନ୍ତର୍ଗତ କୋଲାମପଡା ଗାଁ ନିକଟ ଜଙ୍ଗଲରେ ଏସଓଜି ଓ ଡିଭିଏଫର ମିଳିତ କମ୍ବିଂ ।