ଯୋଗ୍ୟତା ଭିତ୍ତିରେ ମିଳିବ ନିଯୁକ୍ତି: ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର: ଆନ୍ଦୋଳନରତ ଏଏନ୍ଏମ୍ଙ୍କ ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। କୋଭିଡ୍ ସମୟରେ କାମ କରିଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି। ରାଜ୍ୟରେ ୧୦୯୯ ଖାଲି ଥିବା ଏଏନ୍ଏମ୍ ପଦବୀରେ ନିଯୁକ୍ତ ଦିଆଯିବ।!-->…