1.10 ଲକ୍ଷ କୋଟି ଟଙ୍କାର ବଜେଟ ଆଗତ କଲେ ଅର୍ଥମନ୍ତ୍ରୀ
2022-23 ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର 9 ରୁ ସାଢେ 9 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଜାତୀୟ ଅଭିବୃଦ୍ଧି ହାର 7.8 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିବା ବେଳେ ରାଜ୍ୟ ଅଭିବୃଦ୍ଧି ହାର ଅଧିକ ଆକଳନ କରାଯାଇଛି । ଆଜି ବିଧାନସଭାରେ କାମଚଳା ବଜେଟ ଆଗତ କରି ଅର୍ଥମନ୍ତ୍ରୀ!-->…