ଆରମ୍ଭରୁ ହଟ୍ଟଗୋଳ,୧୧ଟା ୩୦ ଯାଏଁ ଗୃହ ମୁଲତବି
ଭୁବନେଶ୍ବର: ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭରୁ ଆଜି ପୁଣିଥରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଉଭୟ ଶାସକ-ବିରୋଧୀ ଗୃହରେ ପ୍ରବଳ ହଟ୍ଟଗୋଳ କରିବା କାରଣରୁ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ଯାହାଫଳରେ ଆଜି ବି ପ୍ରଥମରୁ ଚାଲିପାରିନାହିଁ ଗୃହ ।
!-->!-->!-->…