ଜାଣନ୍ତୁ କିପରି ପାଳିତ ହୁଏ ବଉଳ ଅମାବାସ୍ୟା
ଆଜି ବଉଳ ଅମାବାସ୍ୟା।ହିନ୍ଦୁ ପାଞ୍ଜି ଅନୁସାରେ ପୌଷ ମାସ କୃଷ୍ଣପକ୍ଷ ଅନ୍ତିମ ତିଥିରେ ଏହି ଅମାବାସ୍ୟା ପଡେ। ପୌଷମାସ ଅମାବାସ୍ୟା ଦିନଟି ବଉଳ ଅମାବାସ୍ୟା(ବକୁଳ ଲାଗି) ଭାବେ ପାରମ୍ପରିକ ରୀତିରେ ଓଡ଼ିଶାର ଘରେ ଘରେ ପାଳିତ ହୋଇଥାଏ।ସାଧାରଣତଃ ଏହି ସମୟରେ ଆମ୍ବ ଓ ପଣସ ଗଛଗୁଡ଼ିକରେ ବଉଳ ବା!-->…