ଜୀ ସାର୍ଥକର ନୂଆ ଓଡିଆ ସିନେମା “ଡିଟେକ୍ଟିଭ୍ କରନ୍- ଅର୍ଜୁନ “
ଭୁବନେଶ୍ୱର
: ଜୀ ସାର୍ଥକ ଫିଲ୍ମସ ଓ ଲିପ୍ସା ପ୍ରଡକ୍ସନ
ବ୍ୟାନରରେ ନିର୍ମାଣ ହୋଇଥିବା ନୂଆ ସିନେମା " ଡିଟେକ୍ଟିଭ୍
କରନ୍ - ଅର୍ଜୁନ" ମେ ୧୫ରେ ଓ୍ଵାର୍ଲଡ
ଟେଲିଭିଜନ ପ୍ରିମିୟମ ହେବ ବୋଲି ଜୀସାର୍ଥକ
ପକ୍ଷରୁ କୁହାଯାଇଛି । ଏହି
ଚଳଚ୍ଚିତ୍ରରେ ନୂଆ ଅବତାରରେ ଦେଖିବାକୁ
ମିଳିବେ ଓଡିଆ ସିନେ!-->…