ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ: କରୋନା ଚେନକୁ ଭାଙ୍ଗିବା ଲାଗି ଲାଗି ରହିଛି ଲକଡାଉନ ଏବଂ ସଟଡାଉନ । ଲୋକଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର କରୁଛନ୍ତି ସଚେତନ । ଏହାରି ଭିତରେ ଜୀବନ ସହ ଜୀବିକାର କଥା ମଧ୍ୟ ଉଠୁଛି । ଲକଡାଉନ ଲାଗି ରହିବା ଫଳରେ ବ୍ୟବସାୟୀଙ୍କ ବେପାରରେ ଅନେକ ସମସ୍ୟା ସବୁ ଉପୁଜଛି ।!-->…