୨ ସାମ୍ବାଦିକ ମାରିଆ ରେସା ଏବଂ ଦିମିତ୍ରି ମୁରାତୋଭଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର
ନୂଆଦିଲ୍ଲୀ: ମାରିଆ ରେସା ଏବଂ ଦିମିତ୍ରି ମୁରାତୋଭଙ୍କୁ ୨୦୨୧ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା କରାଯାଇଛି। "ବାକ୍ ସ୍ୱାଧୀନତା ପାଇଁ ସେମାନଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ।୨୦୧୨ ରେ ରେସା ଏକ ସମ୍ବାଦ ୱେବସାଇଟ୍ ରାପଲର ସହ-ପ୍ରତିଷ୍ଠାତା ଥିଲେ। ଯାହା!-->…