Odia News Portal
Browsing Tag

Nirmala sitharaman

‘ସବୁ ବ୍ୟାଙ୍କର ହେବନି ଘରୋଇକରଣ’

ନୂଆଦିଲ୍ଲୀ: ଦେଶର ସବୁ ବ୍ୟାଙ୍କ ଗୁଡିକର ଘରୋଇକରଣ କରାଯିବ ନାହିଁ କହିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଯଦି କେଉଁ ବ୍ୟାଙ୍କ ଗୁଡିକର ଘରୋଇକରଣ କରାଯିବ ତାହେଲେ ସେହି ବ୍ୟାଙ୍କର କର୍ମଚାରୀ ମାନଙ୍କର ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯିବ । ବଜେଟ୍ ସମୟରେ ସରକାର ଦୁଇଟି

ଲେହରେ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ବଜେଟ୍ ୨୦୨୧ରେ ଶିକ୍ଷାକ୍ଷେତ୍ର ପାଇଁ ହୋଇଛି ବଡ଼ ଘୋଷଣା | ବଜେଟ୍ ୨୦୨୧ ଅନୁଯାୟୀ ଦେଶରେ ଖୋଲାଯିବ ୧୦୦ରୁ ଅଧିକ ସୈନିକ ସ୍କୁଲ ।ସେହିଭଳି ଆଦିବାସୀ ଅଞ୍ଚଳରେ ଖୋଲିବ ଏକଲବ୍ୟ ସ୍କୁଲ । ଏନେଇ ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନରେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି