Odia News Portal
Browsing Tag

Nirmala sitaraman

ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୫ହଜାର କୋଟିର ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ() ଆର୍ଥିକ ପ୍ୟାକେଜ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପଞ୍ଚମଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଦେଶ ଆଜି ସଙ୍କଟ ସମୟ ଦେଇ ଗତି କରୁଛି । ଅର୍ଥିକ ସଙ୍କଟ ସତ୍ତେ୍ୱ ଆମକୁ ଆଗକୁ ବଢ଼ିବାକୁ ହେବ । ଆର୍ଥିକ ପ୍ୟାକେଜ ପଞ୍ଜମ କିସ୍ତିରେ ସ୍ୱାସ୍ଥ୍ୟ ବିଭାଗ…

୮ଟି କ୍ଷେତ୍ର ରେ ସଂସ୍କାର, ପ୍ରଦର୍ଶନ ଓ ପରିବର୍ତ୍ତନକୁ ଗୁରୁତ୍ୱ

ନୂଆଦିଲ୍ଲୀ()  ଆର୍ଥିକ ପ୍ୟାକେଜ ନେଇ ଅଜି ଚତୁର୍ଥ ଥର ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ଯେ ବିଭିନ୍ନ ସେକ୍ଟର ଏବେ ଆହ୍ୱାନକୁ ସାମ୍ନା କରୁଛନ୍ତି । ପ୍ରତିଯୋଗିତା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଡିବିଟି, ଜିଏସଟି ଦେଶ ପାଇଁ…

କୃଷି ଋଣ ପରିଶୋଧ ଅବଧି ମେ ୩୧କୁ ବୃଦ୍ଧି

ନୂଆଦିଲ୍ଲୀ() ଆର୍ଥିକ ପ୍ୟାକେଜକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦ୍ୱିତୀୟ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ପ୍ରବାସୀ ଶ୍ରମିକ, କ୍ଷୁଦ୍ର ଚାଷୀ, ଷ୍ଟ୍ରିଟ ଭେଣ୍ଡରଙ୍କୁ ନେଇ ଘୋଷଣା ହୋଇଛି । ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ପ୍ୟାକେଜ ଘୋଷଣା କରିଛନ୍ତି । ୩କୋଟି…

ଅଗଷ୍ଟ ଯାଏ ଇପିଏଫ୍‌ ଅର୍ଥ ଭରଣା କରିବେ ସରକାର

ଭୁବନେଶ୍ଵର() ଆସନ୍ତା ତିନିମାସ ଲାଗି କେନ୍ଦ୍ର ସରକାର କର୍ମଚାରୀଙ୍କ ଇପିଏଫ୍‌ ପଇସା ଭରଣା କରିବେ। ଶିଳ୍ପାନୁଷ୍ଠାନମାନଙ୍କୁ ଏହି କୋଭିଡ୍‌ ବିପର୍ଯ୍ୟୟ ସମୟରେ ସହାୟକ ହେବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ମାର୍ଚ ଏପ୍ରିଲ୍‌, ମେ ତିନି ମାସ ଲାଗି ସରକାର ଇପିଲଫ୍‌ ପ୍ରଦାନ…

ଏମଏସଏମଇକୁ ୩ଲକ୍ଷ କୋଟିର ଋଣ

ନୂଆଦିଲ୍ଲୀ() ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଗତକାଲି ୨୦ଲକ୍ଷକୋଟିର ଐତିହାସିକ ପ୍ୟାକେଜ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ଏହି ସମ୍ପର୍କରେ ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କୁଟୀର ଓ ଲଘୁ ଉଦ୍ୟୋଗ ପାଇଁ ୬ଟି ପଦକ୍ଷେପ ନିଆଯାଇଛି ।…

୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା

ନୂଆଦିଲ୍ଲୀ,()କରୋନା ଭାଇରସ୍ କାରଣରୁ ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକ୍-ଡାଉନ୍ ରହିଛି । ଲକ୍-ଡାଉନକୁ ନେଇ ଆଜି ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି ସରକାର । ଦେଶର ଗରିବ ଓ ଶ୍ରମିକମାନଙ୍କ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତିି କେନ୍ଦ୍ର ଅର୍ଥମନ୍ତ୍ରୀ…