ଫେରିଲା ନାଇଟ କର୍ଫ୍ୟୁ
ବଢିଲା କୋଭିଡ କଟକଣା । ରାତି ୯ ଟାରୁ ଲାଗୁ ହେଲା ନାଇଟ କର୍ଫ୍ୟୁ । ରାତି ୧୦ ଟା ପରିବର୍ତ୍ତେ ରାତି ୯ ଟାରୁ ଲାଗୁ ହେଲା କର୍ଫ୍ୟୁ । କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଆଜି ରାଜ୍ୟ ସରକାର କଟକଣା ବୃଦ୍ଧି କରିଛନ୍ତି । ଏସଆରସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି, ସଂକ୍ରମଣ!-->…