Odia News Portal
Browsing Tag

News

କିଛି ଠକେଇ ହୋଇନି, ମୋ ପୁଅର ମାସିକ ଦରମା କୋଟିଏ

ଭୁବନେଶ୍ୱର() କିଛି ଠକେଇ ହୋଇନି । ସବୁ ଯଥାର୍ଥ ଅଛି ।  ପୁଅ ମୋ ଟଙ୍କାରେ ଅୟସ କରୁନଥିଲା । ତା’ର ମାସିକ ଦରମା କୋଟିଏ ଟଙ୍କା । ବିଭାଗରେ ଥାଇ ମୁଁ ଅର୍ଥ ହଡ଼ପ କରିନାହିଁ ।  ଭିଜିଲାନ୍ସ ଜାଲରେ ପଡ଼ିଥିବା ଅତିରିକ୍ତ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଅଭୟକାନ୍ତ ପାଠକ ଏଭଳି କହିଛନ୍ତି । ଆଜି…

ଗିରଫ ହେବେ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ

ଭୁବନେଶ୍ୱର() ସାରା ରାତି ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଜେରା କରିଛି ଭିଜିଲାନ୍‌ସ । ଡିଆଇଜି ସଞ୍ଜୟ କୌଶଲ ଅଭୟଙ୍କୁ ଜେରା କରୁଛନ୍ତି । ଭିଜିଲାନ୍‌ସ ଏସପି ଅନୁପମା ଜେମ୍‌ସ ମଧ୍ୟ ପଚରାଉଚରା କରୁଛନ୍ତି । ଏହାପରେ ମେଡିକାଲ ଯାଞ୍ଚ କରାଯିବ । ସଂଧ୍ୟା ପୂର୍ବରୁ ବାପା,…

ବାପାକୁ କାଟିଦେଲା ପୁଅ, ଟାଟା ମୋଟର୍ସ ନାଁରେ ଲୋକଙ୍କୁ ଠକୁଥିଲା

ଭୁବନେଶ୍ୱର () ଭିଜିଲାନ୍ସ ଜାଲରେ ପଡ଼ିଥିବା ଅଭୟ କାନ୍ତଙ୍କ ପୁଅ ଆକାଶ ପାଠକଙ୍କ ନାମରେ ଆଉ ଏକ ସାଂଘାତିକ ଠକେଇ ଓ ଜାଲିଆତିର ଅଭିଯୋଗ । ଅଭିଯୋଗ କରିଛି ଟାଟା ମୋଟର୍ସ । କ୍ରାଇମବ୍ରାଞ୍ଚରେ ହୋଇଛି ଅଭିଯୋଗ । ଟାଟା ମୋଟର୍ସର ଜେନରାଲ ମ୍ୟାନେଜର ତ୍ରିଲୋଚନ ମହାନ୍ତି ଏହି ଏତଲା ଦେଇଛନ୍ତି ।…

ଏଣିକି ଦେହଜୀବୀଙ୍କୁ ପ୍ରତିମାସରେ ମିଳିବ ୫୦୦୦ ଟଙ୍କା

କରୋନା ସଂକ୍ରମଣ ଏବେ ବି ଦେଶରେ ଜାରି ରହିଛି। ଲକ୍‌ଡାଉନ୍‌ ଉଠିଥିଲେ ମଧ୍ୟ ଲୋକଙ୍କ ଜୀବନ ଯାତ୍ରା ସ୍ୱାଭାବିକ୍‌ ହୋଇନାହିଁ। କରୋନାର ପ୍ରଭାବ ଲୋକଙ୍କ ବ୍ୟବସାୟ ଉପରେ ମଧ୍ୟ ପଡ଼ିଛି। ଲୋକମାନେ ଏବେ ବି ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଛନ୍ତି। ଅନ୍ୟପଟେ ଦେହଜୀବୀଙ୍କ ଉପରେ ମଧ୍ୟ କରୋନାର…

ଚାକିରି ଆଇଏଫଏସ କିନ୍ତୁ କୁବେର ସହ ସମାନ, ଭିଜିଲାନ୍ସ କରୁଛି ବୟାନ ରେକର୍ଟ

ଭୁବନେଶ୍ବର () ଚାକିରି ଆଇଏଫଏସ କିନ୍ତୁ କୁବେର ସହ ସମାନ । ଏତେ ସଂପତ୍ତି ଯେ ତାର କଳନା କରାଯାଇପାରୁନି । ଭିଜିଲାନ୍ସ ଅଫିସରଙ୍କ ଅକଲ ଗୁଡୁମ ହୋଇଯାଇଛି । ଗତ ୪୮ ଘଣ୍ଟା ଧରି ଚଢାଉ ଚାଲୁଛି । ଭିଜିଲାନ୍ସ ଯେତେ ଖୋଜୁଛି ସେତେ ସମ୍ପତ୍ତି ବାହାରୁଛି । ଗତକାଲି ରାତି ତମାମ ଚଢାଉ ଚାଲିଥିଲା ।…

ଅନ୍ତର୍ଜାତୀୟ ବିମାନ ଚଳାଚଳ ଅନୁମତିକୁ ବାତିଲ କଲା କେନ୍ଦ୍ର

ନୂଆଦିଲ୍ଲୀ() ଦେଶରେ କରୋନା ଭାଇରସର ବଢୁଥିବା ସଂଖ୍ୟକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଚଳାଚଳ ଅନୁମତିକୁ ବାତିଲ କରିଛି କେନ୍ଦ୍ର । ଡିସେମ୍ବର ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣି ଏହାକୁ ବାତିଲ କରାଯାଇଛି । ଡିସେମ୍ବର ୩୧ ଯାଏ ବିଦେଶକୁ ବିମାନ ଚଳାଚଳ ଉପରେ କଟକଣା ଲାଗୁ ହୋଇଛି ।…

କାଳିଆର ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୁଃଖପ୍ରକାଶ

ଭୁବନେଶ୍ୱର()  କଟକ ବଡମେଡିକାଲରେ ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ‘କାଳିଆର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ । ଡାକ୍ତରଙ୍କ ଅଦମ୍ୟ ଚେଷ୍ଟା ଓ…

ଡିସେମ୍ବର ପାଇଁ ଗାଇଡଲାଇନ୍

ନୂଆଦିଲ୍ଲୀ()  ଡିସେମ୍ବର ମାସ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ଗାଇଡଲାଇନ୍ ଜାରି ହୋଇଛି । କରୋନା ମୁକାବିଲା ପାଇଁ ସୁରକ୍ଷା ଉପରେ ଗାଇଡଲାଇନରେ ଗୁରୁତ୍ୱ ଦିଆଯାଇଛି । ରାତ୍ରିକାଳୀନ କର୍ଫ୍ୟୁୁ ଲଗାଇବାକୁ ରାଜ୍ୟମାନଙ୍କୁ କ୍ଷମତା ଦିଆଯାଇଛି । ଡିସେମ୍ବର ୧ରୁ ନୂଆ ଗାଇଡଲାଇନ୍…

ଲାଂଚଖୋରଙ୍କ ବିରୋଧରେ ଶୂନ୍ୟ ସହନ ନୀତି, ଭିଜିଲାନ୍ସ ଜାଲରେ ପିସିସିଏଫ୍ ଅଭୟକାନ୍ତ ପାଠକ

ଭୁବନେଶ୍ୱର()  ଦୁର୍ନୀତି ବିରୋଧରେ ସରାକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ । ଲାଂଚଖୋରଙ୍କ ବିରୋଧରେ ଶୂନ୍ୟ ସହନ ନୀତି । ଅସଜଡ଼ାଙ୍କୁ ସଜାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନେଉଛନ୍ତି କଡ଼ା ପଦକ୍ଷେପ । ଏହି କ୍ରମରେ ଏଥର ଭିଜିଲାନ୍‌ସ ଜାଲରେ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ । କ୍ଷମତାର…

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର() ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । କୋଭିଡ ସ୍ଥିତିରେ ଜାତୀୟ ସ୍ତରରେ ଗାଇଡଲାଇନ ପାଇଁ କହିଛନ୍ତି । ବୋର୍ଡ ପରୀକ୍ଷା ପାଇଁ ଟାଇମ ଫ୍ରେମ…