Odia News Portal
Browsing Tag

News

ଡିସେମ୍ବରରେ କର୍ମଚାରୀଙ୍କ ପଦୋନ୍ନତି

ଭୁବନେଶ୍ୱର()  ଏଣିକି ପ୍ରତିବର୍ଷ ଡିସେମ୍ବର ମାସରେ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦେବା ଲାଗି ରାଜ୍ୟ ସରକାର ପ୍ରଚଳିତ ଆଇନ୍‌ରେ ବିଧିବଦ୍ଧ ପରିବର୍ତ୍ତନ ଆଣିଛନ୍ତି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ…

କର୍ମଚାରୀଙ୍କ ମୁଣ୍ଡରେ ଅଠା ବୋଳି ଖସିବାକୁ ଉଦ୍ୟମ, ଆରମ୍ଭ ବ୍ଲେମ୍ ଗେମ୍

ଭୁବନେଶ୍ବର() ସାରୁଅ ଜମି କେଳେଙ୍କାରୀ ମାମଲାରେ ଫସିଥିବା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡର ପ୍ରମୋଟର ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡା ଆରମ୍ଭ କରିଛନ୍ତି ବ୍ଲେମ୍ ଗେମ୍ । ପଣ୍ଡା ଦମ୍ପତି ନିଜର ସୁରକ୍ଷା କରିବାକୁ ଯାଇ ସବୁ ଦୋଷ କର୍ମଚାରୀଙ୍କ ଉପରେ ଲଦି ଦେଇଛନ୍ତି ।…

ଖାସି କହି ଦେଉଥିଲେ ମେଣ୍ଢା ମାଂସ

କଟକ() ଛାଡ଼ଖାଇରେ ଧୋକା । ଗତକାଲି ମଙ୍ଗଳବାର ଦିନ ପଡ଼ିଥିଲା ଛାଡ଼ଖାଇ । ପ୍ରାୟ ଲୋକ ମଙ୍ଗଳବାର ଓଷା ପାଇଁ ଛାଡ଼ଖାଇ ପାଳି ନଥିଲେ । ଅପେକ୍ଷା କରିଥିଲେ ବୁଧବାରକୁ ତଥା ଆଜିକୁ । ଏଥିପାଇଁ ଆଜି ଆମିଷ ବଜାରରେ ଜମିଛି ଅସମ୍ଭାଳ ଭିଡ଼। ଗ୍ରାହକଙ୍କ ଗହଳି କହିଲେ ନସରେ। ଗ୍ରାହକଙ୍କ ଭିଡ଼…

୧୫ ତଳେ ୧୭ ସହର

ଭୁବନେଶ୍ୱର() ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି । ୮.୮ ଡିଗ୍ରୀ ସହ ରାଜ୍ୟର ଶୀତଳ ସହର ହୋଇଛି ସୋନପୁର । ଆହୁରି ୪ରୁ ୫ ଦିନ ଯାଏ ରହିବ ଶୀତ । ବର୍ତ୍ତମାନ ରାଜ୍ୟରେ ୧୫ ଡିଗ୍ରୀ ତଳେ ୧୭ଟି ସହର ରହିଛି । ଫୁଲବାଣୀରେ ୯, ଅନୁଗୁଳରେ ୧୦, ଦାରିଙ୍ଗବାଡିରେ ୧୦.୫, ଭବାନୀପାଟଣାରେ ୧୧.୫,…

ମିଲ ମାଲିକଙ୍କୁ ନିୟନ୍ତ୍ରଣ କରୁଛନ୍ତି ମଧ୍ୟସ୍ଥି

ଭୁବନେଶ୍ୱର () ଧାନ କିଣା କ୍ଷେତ୍ରରେ ମିଲମାଲିକ ଓ ସରକାରୀ ଅଧିକାରୀଙ୍କ ଅସାଧୁ ମେଣ୍ଟକୁ ନେଇ ବିରୋଧିଦଳ ଓ ଚାଷୀମାନେ ଅଭିଯୋଗର ପାହାଡ ଛିଡା କରୁଥିବାବେଳେ ମାମଲା ରଫାଦଫା ପାଇଁ ଏବେ ବରଗଡ ଠାରୁ ଯାଜପୁର ଓ ଭୁବନେଶ୍ୱର ପର୍ଯ୍ୟନ୍ତ କିଛି ବ୍ୟବସାୟୀ ଅଣ୍ଟା ଭିଡିଛନ୍ତି । ଏମାନେ ଏବେ ମିଲ୍‍…

ପ୍ରଦୀପ ପାଣିଗ୍ରାହୀ ଦୁର୍ନୀତିରେ ଲିପ୍ତ ଥିଲେ

ଭୁବନେଶ୍ୱର()  ନିଜ ସମର୍ଥକ ଓ ସମ୍ପର୍କୀୟଙ୍କୁ ପୋଲିସ ହଇରାଣ କରୁଛି ବୋଲି ଅଭିଯୋଗ କରୁଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଚିତ୍ ଜବାବ ଦେଇଛି ବିଜେଡି । ପ୍ରଦୀପଙ୍କ ବକ୍ତବ୍ୟର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଲେନିନ କହିଛନ୍ତି ଯେ, ‘ପ୍ରଦୀପ…

ପୁରୀ ହାଜତ ମୃତ୍ୟୁ ଘଟଣା, ପରିବାରକୁ ୫ ଲକ୍ଷ କ୍ଷତିପୂରଣ

କଟକ() ପୁରୀରେ ହୋଇଥିବା ହାଜତ ମୃତ୍ୟୁକୁ ନେଇ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇଛି ବୋଲି କୋର୍ଟରେ ଉତ୍ତର ରଖିଛନ୍ତି ରାଜ୍ୟ ସରକାର । ବିଚାର ବିଭାଗୀୟ ତଦନ୍ତ ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ବେଳେ ଆଗକୁ ଏନଏଚଆରସି ଯାହା…

ଘର ସଜାଡିବାକୁ ସମାଜସେବୀଙ୍କୁ ଡାକି ହଟହଟା

ଭୁବନେଶ୍ୱର ()  ସମାଜସେବୀମାନେ ଭାଙ୍ଗି ଯାଇଥିବା ପରିବାରକୁ ଯୋଡନ୍ତି । ସେଥିପାଇଁ ଅସୁବିଧାରେ ପଡିଥିବା ଅନେକ ଲୋକ ନିଜ ନିଜ ଉଜୁଡା ପରିବାରକୁ ସଜାଡିବାପାଇଁ ସମାଜସେବୀଙ୍କ ସହଯୋଗ ଲୋଡିଥାନ୍ତି । ହେଲେ ରାଜଧାନୀରେ ଜଣେ ବ୍ୟକ୍ତି ଏବେ ସମାଜସେବୀଙ୍କ ସହାୟତା ନେଇ ହଟହଟା ହେଉଛନ୍ତି । ତାଙ୍କ…

ଛେଳି ଚୋରି କରି ପାଳୁଛନ୍ତି ଛାଡ଼ଖାଇ

ଗୋପ ଥାନା ଅଞ୍ଚଳରେ ପୁଣି ମାତିଲେ ଛେଳି ଚୋର । ସେମାନେ ଗୋଟିଏ ରାତିରେ ୨୦ରୁ ଅଧିକ ଛେଳି ଚୋରି କରିଛନ୍ତି। ଚୋରମାନେ ବ୍ୟବହାର କରିଥିବା କାର୍‌ର ଛବି ସିସିଟିଭିରେ କଏଦ ହୋଇଛି । ଅଭିଯୋଗ ଆଧାରରେ ଗୋପ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗୋପ ଥାନା ବନ୍ତଳୀ ପଞ୍ଚାୟତର ଭୀମସେନ କାଣ୍ଡି…

CBI ବଦଳରେ SIT ତଦନ୍ତ ଅଧିକ ଫଳପ୍ରଦ ହେବ

ଭୁବନେଶ୍ୱର() ପରୀ ମୃତ୍ୟୁ ମାମଲାରେ ରାଜ୍ୟ ସରକାର SIT ତଦନ୍ତ ଲାଗି ନିଷ୍ପତ୍ତି ଦେଇଛନ୍ତି । ଏନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ଉଚ୍ଚତନ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ SIT ତଦନ୍ତ ସରକାରଙ୍କର କିଛି ଭୁଲ ନିଷ୍ପତ୍ତି ନୁହେଁ ।…