Odia News Portal
Browsing Tag

News

ଶ୍ରୀପୁରୁଷୋତ୍ତମ ଭକ୍ତନିବାସର ସମୀକ୍ଷା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଶନ କୁମାର ଶ୍ରୀପୁରୁଷୋତ୍ତମ ଭକ୍ତ ନିବାସ ପରିଦର୍ଶନ କରିଛନ୍ତିି । ପୁରୀ ଜେଲ୍ ରୋଡରେ ଚାଲିଥିବା ଏହି ଭକ୍ତ ନିବାସର ନିର୍ମାଣ କାର୍ଯ୍ୟ ଚାଲୁରହିଛି । ତେବେ ଆଜି ସେଠାକୁ ଯାଇ ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ । ପୁରୀ ଆସୁଥିବା

ପ୍ରେମ, ପରକୀୟା ପ୍ରୀତି ପରେ ପ୍ରତାରଣା

କେନ୍ଦ୍ରାପଡ଼ା: ବିବାହର ୬ ବର୍ଷ ପରେ ମଧ୍ୟ ମହିଳା ପରପୁରୁଷ ପ୍ରେମରେ ପଡ଼ିଯାଇଥିଲେ । ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ହୋଇଥିଲେ ଫେରାର । ଶେଷରେ ହାତ ଛାଡ଼ିଦେଲା ପ୍ରେମିକ । ରାହା ଖୋଜୁଛନ୍ତି ମହିଳା । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବରବଚ୍ଛା ଅଞ୍ଚଳରୁ ଆସିଛି ଏଭଳି ଖବର । ନ୍ୟାୟ

ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ସମୟରେ ଦେଶରେ ଦିନକୁ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଆୟତ କରିବାକୁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ମୁତାବକ, ଏପ୍ରିଲ

ପ୍ରଦୀପ, ଅଭୟକାନ୍ତଙ୍କୁ ଜେରା କରିବ ଇଡି

ଭୁବନେଶ୍ୱର() ବେଆଇନ ଅର୍ଥ କାରବାର ମାମଲାରେ ପ୍ରଦୀପ ପାଣିଗ୍ରାହୀ, ଅଭୟକାନ୍ତ ପାଠକ, ଆକାଶ ପାଠକଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ସୁରକ୍ଷା ଦୃଷ୍ଟିରୁ ଝାରପଡ଼ା ଜେଲ ଭିତରେ ସେମାନଙ୍କୁ ଜେରା କରାଯିବାର ସଙ୍କେତ ମିଳିଛି । ବ୍ରହ୍ମପୁରରେ ଏକାଧିକ ଲୋକଙ୍କ ସହ ଆର୍ଥିକ…

ଧାନ କିଣା ପ୍ରକ୍ରିୟା ତ୍ୱରାନିତ ହେବ ଦରକାର

ଭୁବନେଶ୍ୱର() ଧାନ କିଣା ପ୍ରକ୍ରିୟା ୩ଟି ଜିଲ୍ଲାରେ ଧୀର ଭାବରେ ଚାଲିଛି ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହାସହ ମନ୍ତ୍ରୀ ଉକ୍ତ ୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ଟ୍ୱିଟରେ ଟ୍ୟାଗ୍ କରିଛନ୍ତି । ଏହି ପ୍ରକ୍ରିୟା ଶୀଘ୍ର ତ୍ୱରାନିତ ହେବ ଦରକାର ବୋଲି ସେ…

ଏକାମ୍ର କ୍ଷେତ୍ର ଯୋଜନାର ସମୀକ୍ଷା କଲେ 5T ସଚିବ

ଭୁବନେଶ୍ୱର() ଆଜି ଏକାମ୍ର କ୍ଷେତ୍ର ଯୋଜନାର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ‌ । ବିକଳ୍ପ ରାସ୍ତା ନିର୍ମାଣ ଓ ଭଗ୍ନାବଶେଷ ସଫେଇ କାମ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିଗ୍ରସ୍ତ ଦୋକାନୀଙ୍କୁ ତୁରନ୍ତ ଥଇଥାନ ପାଇଁ ପାଣ୍ଡିଆନ୍‌ ନିର୍ଦ୍ଦେଶ ଦେଇଛନ୍ତି ।…

ଦୁଇ ସପ୍ତାହ ତଦନ୍ତ ଭିତରେ ସବୁ ହେବ ସ୍ପଷ୍ଟ

ଭୁବନେଶ୍ବର () ‘ପରୀ’ ମୃତ୍ୟୁ ଘଟଣାରେ ତଦନ୍ତ କରୁଛି ଏସଆଇଟି । ଆଉ ୨ ସପ୍ତାହ ସମୟ ଦିଅ କହିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସେ କହିଛନ୍ତି ଏସ୍‌ଆଇଟି ଗଠନକୁ ମାତ୍ର ୪ରୁ ୫ ଦିନ ହୋଇଛି । ମୋ ଉପରେ ସମସ୍ତଙ୍କ ଭରସା ଅଛି । ଡିଜି ମୋତେ ଦାୟିତ୍ବ ଦେଇଛନ୍ତି । ଆମ ଟିମ୍ ଆଗକୁ ବଢୁଛି ।…

ବାଇକ ପଛରେ ବସିଥିବା ଲୋକ ହେଲମେଟ ନପିନ୍ଧିଲେ ବାତିଲ ହେବ ଲାଇସେନ୍ସ

ଭୁବନେଶ୍ୱର() ପ୍ରଥମେ ବାଇକ ଚାଳକ ହେଲମେଟ ନପିନ୍ଧିଲେ ଡ୍ରାଇଭିଂ ଲାଇସେନ୍ସ ବାତିଲ  କରାଯିବ ବୋଲି କୁହାଯାଇଥିଲା । ତେବେ ଏବେ  ଆଉ ଏକ ବଡ଼ ଖବର ସାମାନାକୁ ଆସିଛି । ତାହା ହେଲା ଏଣିକି ବାଇକ ପଛରେ ବସିଥିବା ଲୋକ ବି ହେଲେମେଟ ପିନ୍ଧିବା ଜରୁରୀ । କାରଣ ପଛରେ ବସିଥିବା ଲୋକ ହେଲମେଟ…

ଜାନୁଆରୀ ୧୫ରେ ନୂଆ ତାଲିକା

ଭୁବନେଶ୍ୱର() ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଭୋଟ ପରିଚୟ ପତ୍ର ସଂଶୋଧନକୁ ନେଇ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।  ସେ କହିଛନ୍ତି ଯେ, ‘ ଲୋକମାନେ ଭୋଟ…

ପ୍ରଦୀପ ଓ ଆକାଶଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାର କାରବାର

ଭୁବନେଶ୍ୱର() କୋଟିପତି ଆଇଏଫଏସ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସର ଘନଘନ ଜେରା ଚାଲିଥିବା ବେଳେ ସନ୍ଦେହ ଘେରକୁ ଆସିଛନ୍ତିି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପ ପାଣିଗ୍ରାହୀ ଓ ଆକାଶଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାର କାରବାର ହୋଇଥିବା ଜଣାପଡିଛି । ତଦନ୍ତ ବେଳେ…