Odia News Portal
Browsing Tag

News

ଆଜି ଶେଷ ରଜ

ଭୁବନେଶ୍ୱର: ଆଜି ଶେଷ ରଜ ବା ବାସୁମତି ସ୍ନାନ । କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ଶେଷ ହେବାକୁ ଯାଉଛି ରଜପର୍ବ । ବସୁମତୀ ସ୍ନାନ ହେଉଛି ରଜର ଶେଷ ଦିନ। ଏହି ଦିନ ବଡ଼ି ଭୋରରୁ ଶିଳପୁଆରେ ହଳଦୀ, ସିନ୍ଦୂର ଲଗାଇ ମାତାଙ୍କ ସ୍ୱରୂପକୁ ପିଢା ଉପରେ ସ୍ଥାପନ କରି କଳସ ରଖି ପୂଜା କରାଯାଏ।

ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ଦୂରଦର୍ଶନରେ ଦିଆଯିବ ଶିକ୍ଷାଦାନ

ଭୁବନେଶ୍ୱର: କରୋନା ସମୟରେ ଆସିଛି ଖୁସି ଖବର । ମହାମାରୀ ଲାଗି ଛାତ୍ର ଛାତ୍ରୀଙ୍କ କ୍ଲାସ ଅନଲାଇନରେ କରାଯାଉଛି । ଏବେ କଲେଜ ଯାଇ କ୍ଲାସ କରିବା ଏକ ପ୍ରକାର ବନ୍ଦ ହୋଇଯାଇଛି । ତେବେ ଯୁକ୍ତ ୨ ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର ଛାତ୍ରୀଙ୍କୁ ଦୂରଦର୍ଶନରେ ଦିଆଯିବ ଶିକ୍ଷାଦାନ । ଚଳିତ ମାସ

ନକଲି ଔଷଧର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ନକଲି ଔଷଧ କାରବାର ନେଇ ତଦନ୍ତ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ । ଔଷଧ ନିଗମ ଓ ପୋଲିସ ମିଳିତ ଭାବେ ଅନୁସନ୍ଧାନ କରିବା ପରେ ରିପୋର୍ଟ ପ୍ରଦାନ କରିବେ । ଔଷଧ କେଉଁଠୁ ଆସି କେଉଁଠିକି ଯାଉଛି ତାହାର ତଦନ୍ତ କରାଯିବ । ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣରେ ମେଡିସିନ ଯୋଗାଇ

ଓଡ଼ିଶାରେ ଇସିଏମଓ ଚିକିତ୍ସା ଲାଗି ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ଇସିଏମଓ ଚିକିତ୍ସା ଲାଗି ବାହାର ରାଜ୍ୟକୁ ଯାଉଛନ୍ତି ରୋଗୀ । କରୋନାରେ ଜଟିଳତାରେ ଚିକତ୍ସିତ ରୋଗୀଙ୍କୁ କୋଲକାତା,ହାଇଦ୍ରାବାଦ ଓ ଚେନ୍ନାଇ ନିଆଯଉଛି । ତେବେ ଓଡ଼ିଶାରେ ଇସିଏମଓ ଚିକତ୍ସା ଲାଗି ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରାକାର । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟରେ

ବିଦେଶ ଯିବାକୁ ଥିବା ଛାତ୍ର ଛାତ୍ରୀଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର: ବିଦେଶରେ ପାଠ ପଢ଼ିବା ପାଇଁ ଯିବାକୁ ଥିବା ଛାତ୍ର ଛାତ୍ରୀଙ୍କୁ ଦିଆଯିବ ଟିକା । ଭୁବନେଶ୍ଵର ମହାନଗର ଅଞ୍ଚଳର ଛାତ୍ର-ଛାତ୍ରୀଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିସହ ମାଗଣାରେ ଅକ୍ସିଜେନ୍ କନସେନଟ୍ରେଟର ଯୋଗାଇବା ସହ ମୋବାଇଲ ଟେଷ୍ଟିଂ ବ୍ୟବସ୍ଥା କରାଯାଉଥିବା

ଚିନ୍ମୟୀଙ୍କୁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ: କରୋନା ମହାମାରୀ ଅନେକ ଲୋକଙ୍କୁ ଦେଇଛି ନୂଆ ଶିକ୍ଷା । କରୋନା ରୋଗୀଙ୍କୁ ଛୁଇଁବାକୁ ସାହାସ କରୁଥିବା ପରିବାର ଲୋକଙ୍କ ଲାଗି ଉଦାହରଣ ପାଲଟିଛନ୍ତି ଚିନ୍ମୟୀ ଦାସ । ଅନୁଗୁଳ ଅଞ୍ଚଳର ଏହି ମହିଳା ବର୍ଷେ ହେବ ଅଜଣା କରୋନା ରୋଗୀଙ୍କ ଶବ ସତ୍କାର କରୁଛନ୍ତି । ମଶାଣୀରେ ନିଜେ ଉପସ୍ଥିତ

ନବୀନଙ୍କୁ ସମର୍ଥନ ଜଣାଇଲେ କେରଳ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବିକୁ ସମର୍ଥନ ଜଣାଇଲେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । କେନ୍ଦ୍ର ରାଜ୍ୟମାନଙ୍କୁ ଟିକା ଦେଉ ବୋଲି ଦାବି ଜଣାଇଥିଲେ ନବୀନ । ଏହାସହ ଟିକାଦାନ ନିଷ୍ପତି ରାଜ୍ୟ ସରକାରମାନେ ନିଅନ୍ତୁ ବୋଲି ସମସ୍ତ ରାଜ୍ୟର

ଜବତହେଲା ଦେଢ଼ଶହରୁ ଅଧିକ କଇଁଛ

ମାଲକାନଗିରି: ଲକଡାଉନରେ ଚୋରା ଚାଲାଣ ହେଉଥିଲା ଦେଢ଼ଶହରୁ ଅଧିକ କଇଁଛ । ମାଡି ବସିଲା ପୋଲିସ । ମାଲକାନଗିରି ଜିଲ୍ଲା କାଲିମେଳାରୁ ଆସିଛି ଏଭଳି ଖବର । ଏମପିଭି-୬୫ ଜଙ୍ଗଲରେ ଚଢ଼ାଉ କରିଥିଲା ବନ ବିଭାଗ । ଚଢ଼ାଉ ବେଳେ ଚୋରା ଚାଲଣ ହେଉଥିବା କଇଁଛର ସନ୍ଧାନ ମିଳିଥିଲା । କଇଁଛଗୁଡିକୁ ଜବତ

ପଢ଼ନ୍ତୁ ଆଜି ରାଜ୍ୟରେ କଣ ରହିଛି କରୋନାର ସ୍ଥିତି

ଭୁବନେଶ୍ୱର: ଲାଗି ରହିଛି ଲକଡାଉନ ଏବଂ ସଟଡାଉନ । ଏହାରି ଭିତରେ ତଳମୁହାଁ ହୋଇଛି କରୋନା ମିଟର । ରାଜ୍ୟରେ ୨୪ ଘଣ୍ଟାରେ ୭,୭୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ସେମାନଙ୍କ ମଧ୍ୟରେ ୪୩୩୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିବାବେଳେ ୩୩୯୮ ଜଣ

ତିନି ରଥର ଚକଅଖ ଡେରା ନୀତି ସମ୍ପନ୍ନ

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀୟଙ୍କ ଭଉଁରୀ ନୀତି । ତିନି ରଥର ଚକଅଖ ଡେରା ନୀତି ସମ୍ପନ୍ନ ହୋଇଛି । ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ବିଜେ କରାଯିବା ପରେ ତିନି ରଥର ଚକ ଅଖରେ ଲାଗି କରାଯାଇଛି । ମହାପ୍ରଭୁଙ୍କ ଆଜ୍ଞା ମିଳିବା ପରେ ପୂର୍ବ ପ୍ରସ୍ତୁତ ଚକ ସହ ଅଖକୁ ସଂଯୋଗ