ଯୋଗାଣ ବିଭାଗ ଯୋଗାଉନି ସଚେତନତା ଅର୍ଥ, ଛଟପଟ ଯୋଗାଣ ବାବୁ
ଭୁବନେଶ୍ୱର : ସରକାରଙ୍କ ଯୋଜନା ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବାପାଇଁ ଜିଲ୍ଲା ସ୍ତରର ଯୋଗାଣ ଅଧିକାରୀମାନେ ପଛଘୁଞ୍ଚା ଦେଲେଣି । କାରଣ ହେଉଛି ସଚେତନତା କାର୍ଯ୍ୟକ୍ରମ ପାଇଁ ସେମାନଙ୍କୁ ଯେଉଁ ପରିମାଣର ନିର୍ଦ୍ଦେଶ ଦିଆଯାଉଛି ସେହି ଅନୁଯାୟୀ ଅର୍ଥ ଦିଆଯାଉ ନାହିଁ । ବର୍ଷ ବର୍ଷ ଧରି!-->…