Odia News Portal
Browsing Tag

News

ଲୁଚା ଛପାରେ କୋଚିଂ ସେଣ୍ଟରରେ ପାଠପଢା

ଭୁବନେଶ୍ୱର()   ସରକାରଙ୍କ କଟକଣାକୁ ଆଉ କୋଚିଂ ସେଌକ୍ଷଗ୍ଧ;ରଗୁଡିକ ମାନୁ ନାହାନ୍ତି । କିଏ କବାଟ କିଳି ପିଲାଙ୍କୁ କୋଚିଂ ଦେଉଛି ତ ଆଉ କିଏ ଖୁଲମ ଖୁଲା ସେଌକ୍ଷଗ୍ଧ;ର ଚଳାଇଲାଣି । ରାଜ୍ୟର ଅନ୍ୟ ଅଞ୍ଚଳ ତ ଦୂରରକଥା, ଖୋଦ ରାଜଧାନୀରେ କୋଚିଂ ସେଌକ୍ଷଗ୍ଧ;ରଗୁଡିକର ଏଭଳି କାର୍ଯ୍ୟ…

ପୁଣି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ବର()  ପୁଣି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ୧ କେଜି ୧୦୫ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି ଏସ୍‌ଟିଏଫ୍‌ର ସ୍ପେଶାଲ ଟିମ୍‌ । ବ୍ରାଉନସୁଗାର ଚୋରା କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ବାଲେଶ୍ବର ସହଦେବଖୁଣ୍ଟା ସ୍ଥିତ ହୋଟେଲ ଜ୍ୟୋତିସାଗରରୁ ଏମାନଙ୍କୁ…

ଚରିତ୍ର ପଞ୍ଜିକା ନ ମିଳିଲେ ପଦୋନ୍ନତି ଘୁଞ୍ଚିବ

ଭୁବନେଶ୍ୱର() ଏଣିକି କୌଣସି କ’ ଓ ‘ଖ’ ଶ୍ରେଣୀର କର୍ମ·ରୀଙ୍କର ଆବଶ୍ୟକ ପରିମାଣର ଚରିତ୍ର ପଞ୍ଜିକା ନ ମିଳିଲେ ତାଙ୍କ ପାଇଁ ପୂର୍ବପରି ପଦବୀ ସଂରକ୍ଷିତ ରଖାଯିବ ନାହିଁ । ରାଜ୍ୟ ସରକାର ଗତ ଅଗଷ୍ଟ ମାସରେ ସରକାରୀ କର୍ମ·ରୀଙ୍କ ଚରିତ୍ର ପଞ୍ଜିକା ନିୟମାବଳୀରେ ଏକ ସଂଶୋଧନ ଆଣି କହିଛନ୍ତି ଯେ…

ସାନ ପୁଲିସ୍‍ଙ୍କ ଯୋଗୁଁ ବଡ ପୁଲିସଙ୍କ ବିରୁଦ୍ଧରେ ମାମଲା

ଭୁବନେଶ୍ୱର ()  କମିଶନରେଟ ପୁଲିସ୍‍ର ସାନ ବାବୁମାନଙ୍କ କାରନାମା ଯୋଗୁଁ ବଡ ବାବୁମାନେ ଏବେ ଅକଳରେ ପଡୁଛନ୍ତି । ଖାଲି ଅକଳରେ ପଡୁ ନାହାନ୍ତି ଅଦାଲତରେ ବି ସେମାନଙ୍କ ନାମରେ ମାଲି ମୋକଦ୍ଧମା ହେଲାଣି । ଆବେଦନକାରୀମାନେ ପୁଲିସ୍‍ ଡିଜିଙ୍କ ଠାରୁ ଆରମ୍ଭ କରି ଆଇଆଇସିଙ୍କ ପର୍ଯ୍ୟନ୍ତ…

ଅଦାଲତଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ପୁଲିସ୍‍ ଓ ତହସିଲଦାର

ଭୁବନେଶ୍ୱର()  ବେଆଇନ୍‍ ନିର୍ମାଣ ଉଚ୍ଛେଦ ପାଇଁ ଅଦାଲତ ଦେଇଥିବ ନିଦେ୍ର୍ଧଶକୁ ପୁଲିସ୍‍ କି ତହସିଲଦାର କେହି ମାନୁ ନାହାନ୍ତି । କ୍ଷେତ୍ର ସ୍ଥଳକୁ ଆସି ବେଆଇନ୍‍ ନିର୍ମାଣ ହଟାଇବା ତ ଦୂରର କଥା ଅଦାଲତର ଚିଠି ପାଇଲାପରେ ବି କେହି ଧରାଛୁଆଁ ଦେଉନାହାନ୍ତି । ଏଭଳି ସ୍ଥିତିରେ ଏବେ ସମସ୍ୟାରେ…

ଦଶହରା ବକସିସ୍ ଦେଇ ଦେଇ ନେତାଏ ଅସ୍ତ ବ୍ୟସ୍ତ

ଭୁବନେଶ୍ୱର() ଉପ ନିର୍ବାଚନ ଦାୟିତ୍ୱରେ ନେତାଙ୍କୁ ଏବେ ଦଶହରା ବକ୍‍ସିସ୍‍ ଅଡୁଆ  ହୋଇଛି । ଭୋଟରଙ୍କ ଠାରୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଦଶହରା ଖର୍ଚ୍ଚ ମାଗୁଥିବାରୁ କାହାକୁ କେତେ ଦେବେ ଓ ଏହାର ଫଳ କ’ଣ ହେବ ତାହାକୁ ନେଇ ନେତା ଅଡୁଆରେ ପଡିଥିବାବେଳେ ଭୋଟରମାନେ କିନ୍ତୁ…