Odia News Portal
Browsing Tag

News

ଡିଲରଙ୍କୁ ଗାଡି ପଞ୍ଜିକରଣ କ୍ଷମତା ଦେଇ ଅଡୁଆରେ ସରକାର

ଭୁବନେଶ୍ୱର()  ଡିଲରଙ୍କ ହାତକୁ ଆରଟିଓ କ୍ଷମତା ଟେକିଦେଇ ପରିବହନ କର୍ତ୍ତୃପକ୍ଷ ଏବେ ଅକଳରେ । ଏଭଳି ନିଦେ୍ର୍ଧଶନାମା ବିରୁଦ୍ଧରେ ଚାରିଆଡୁ ମତପ୍ରକାଶ ପାଇବାପରେ ଏହାର ଆଇନ୍‍ଗତ ଦିଗ ତର୍ଜମାପାଇଁ ପରିବହନ ବିଭାଗ ପକ୍ଷରୁ ଆଇନ୍‍ ବିଭାଗର ମତାମତ ଲୋଡିବାପାଇଁ ପ୍ରସ୍ତୁତି ଚାଲିଥିବାର ସୂଚନା…

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ

ନୂଆଦିଲ୍ଲୀ () ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ ଘଟିଛି। ସେ କରୋନାରେ ଦୀର୍ଘ ଦିନରୁ ଚିକିତ୍ସିତ ହୋଇ ହସ୍ପିଟାଲରେ ପଡିଥିବା ବେଳେ ଆଜି ତାଙ୍କ ଦେହାନ୍ତ ହୋଇଛି। ପଟେଲଙ୍କ ପୁଅ ଫଇଜାଲ ପଟେଲ ବିଳମ୍ବିତ ରାତି ୩.୩୦ରେ ମୃତ୍ୟୁ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।…

ପୁରୀ ଘଟଣା ପରେ ପୁଲିସ୍‍ ବାବୁ ଛାନିଆ

ଭୁବନେଶ୍ୱର()  ପୁରୀ ଜିଲ୍ଲାରେ ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେେ ଜାତୀୟ ଓ ରାଜ୍ୟ ମାନବ ଅଧିକାର କମିଶନରେ ମାମଲା ରୁଜୁ ହେବା, ହାଇକୋର୍ଟରେ ମାମଲା ହେବା ଏବଂ ରାଜ୍ୟ ସରକାର ପୁରୀ ଏସ୍‍ପିଙ୍କୁ ରାତି ଅଧିଆ ବଦଳି କରିବାପରେ ଏବେ ସାରା ରାଜ୍ୟରେ ପୁଲିସ୍‍ ମନରେ ଛନକା ପଶିଛି ।…

ସମସ୍ତଙ୍କୁ ଜୀବନସାଥି ବାଛିବାର ଅଧିକାର ଅଛି

କଥିତ ଲଭ୍‌ ଜେହାଦ ବିରୋଧରେ  ୟୁପିରେ ସରକାର ଶକ୍ତ ଆଇନ୍‌ ପ୍ରସ୍ତୁତି କରିବା ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଏକ ସ୍ୱତନ୍ତ୍ର ନିଷ୍ପତ୍ତି ଦେଇଛନ୍ତି । କୋର୍ଟ କହିଛନ୍ତି ଯେକେହି ବ୍ୟକ୍ତିଙ୍କୁ ନିଜର ଜୀବନସାଥି ବାଛିବାର ଅଧିକାର ରହିଛି । କୋର୍ଟ କହିଛନ୍ତି , ସେ  ସମାନ ଲିଙ୍ଗି ବା ବିପରୀତ…

ରାତ୍ରୀକାଳୀନ କର୍ଫ୍ୟୁ ଜାରି, ଫେରିବ ଲକଡାଉନ

କରୋନା ସଂକ୍ରମଣକୁ ରୋକିବା ପାଇଁ ୮ ଟି ଜିଲ୍ଲାରେ ରାତି୍ରକାଳୀନ କର୍ଫୁ୍ୟ ଜାରି କରିଛନ୍ତି ରାଜସ୍ଥାନ ରାଜ୍ୟ ସରକାର । ରାତିଠାରୁ ଏହାକୁ ଲାଗୁ କରାଯାଇଛି । ଜୟପୁର, ଯୋଧପୁର, କୋଟା, ବିକାନେର, ଉଦୟପୁର, ଆଜେମେର, ଅଲୱାର ଏବଂ ଭିଲୱାରାର ସହରାଞ୍ଚଳରେ ବଜାର, ରେସ୍ତୋଁରା, ସପିଂ ମଲ ଏବଂ ଅନ୍ୟ…

ଶିଶୁ ସୁରକ୍ଷା କମିଶନଙ୍କୁ ମୋହରା କରୁଛନ୍ତି ବିଦେଶୀ ସଂସ୍ଥା

ଭୁବନେଶ୍ୱର() ଶିଶୁଙ୍କ ସୁରକ୍ଷା ଓ ବିକାଶ ପାଇଁ ଓଡିଶାରେ କାର୍ଯ୍ୟରତ କିଛି ବିଦେଶୀ ସଂସ୍ଥା ଏବେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା କମିଶନଙ୍କୁ ମୋହରା କରିଛନ୍ତି । ରାଜ୍ୟରେ ଶିଶୁଙ୍କ ସୁରକ୍ଷା ପାଇଁ ଏମାନେ ଯେତେ ବ୍ୟସ୍ତ ନୁହନ୍ତି କମିଶନଙ୍କ ସହାୟତାରେ କେତେ କାର୍ଯ୍ୟକ୍ରମ କରି ତାହାର ଫଟୋ…

ଆମେରିକାର ପ୍ରଥମ ମହିଳାଙ୍କ ନୀତି ନିର୍ଦ୍ଦେଶକ ହେଲେ ମାଲା ଆଡିଗା

ୱାଶିଂଟନ()  ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କ ପତ୍ନୀ ଜିଲ ବିଡେନଙ୍କ ନୀତି ନିଦେ୍ର୍ଧଶକ ଭାବରେ ନିଯୁକ୍ତ ହୋଇଛନ୍ତି ମାଲା ଆଡିଗା । ବିଡେନ-କମଲା ହାରିସ କ୍ୟାମ୍ପେନର ମୁଖ୍ୟ ପରାମର୍ଶଦାତା ରହିଥିବା ମାଲା ପ୍ରଥମ ଭାରତୀୟ ଭାବରେ ଏହି ପଦବୀ ଅଳଙ୍କୃତ କରିବେ । ପୂର୍ବରୁ…

ହଟିଲା ପଣ୍ଡା ଦଂପତିଙ୍କ ଅନ୍ତରୀଣ ସୁରକ୍ଷା

ଭୁବନେଶ୍ୱର() ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ଅଭିଯୋଗ ମାମଲାରେ ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ –ଓଆଇପିଏଲକୁ ଧକ୍କା ଲାଗିଛି । କମ୍ପାନି ପକ୍ଷରୁ ହାଇକୋର୍ଟରେ କରାଯାଇଥିବା ଆବେଦନ ଖାରଜ ହୋଇଯାଇଛି । ଏହି ମାମଲାରେ ଓଆଇପିଏଲର ପ୍ରମୁଖ ଅଂଶୀଦାର ଜଗି ମଙ୍ଗତ ଓ ବୈଜୟନ୍ତ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ନୂଆଦିଲ୍ଲୀ() କରୋନା ସଙ୍କଟ ମଧ୍ୟରେ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି । ଚଣ୍ଡିଗଡର ପିଜିଆଇରେ ହୋଇଛି ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ୍ ବିଜଙ୍କ ଉପରେ ପ୍ରଥମେ ଟ୍ରାଏଲ କରାଯାଇଛି । ପୂର୍ବରୁ ଅନିଲ ବିଜ ନିଜକୁ…

ସୀମା ବିବାଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି

• ଆପୋଷ ବୁଝାମଣାରେ ସୀମା ବିବାଦର ସମାଧାନ କରାଯାଉ • ସଂଘୀୟ ବ୍ୟବସ୍ଥାରେ ଆପୋଷ ଆଲୋଚନାରେ ମୁଖ୍ୟ ଭୂମିକା ଗ୍ରହଣ କରୁ ଓଡିଶା • ଆବଶ୍ୟକ ପଡିଲେ ଆଇନଗତ ପଦକ୍ଷେପ ନେବା ପାଇଁ ବିଚାର କରାଯାଉ • ଓଡିଶାର ଲୋକଙ୍କ ସାମାଜିକ-ଆର୍ଥିକ ସ୍ୱାର୍ଥ ସହ ସାଲିସ କରାନଯାଉ ଭୁବନେଶ୍ବର()  ଓଡିଶା ସହ…