ନୁଆ ବର୍ଷ ପାଇଁ ଆସିପାରେ ଗାଇଡଲାଇନ
ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବଡଦିନ ଓ ନୁଆବର୍ଷ ପାଇଁ ଆସିପାରେ ଗାଇଡ ଲାଇନ ।ରାଜ୍ୟରେ ୨ ଜଣ ଓମିକ୍ରନ ଆକ୍ରନ୍ତ ଚିହ୍ନଟ ହେବା ପରେ ଚିନ୍ତା ଘାରିଛି ନବୀନଙ୍କୁ । ଏ ନେଇ ଉଚ୍ଚସ୍ତରୀୟ ବୈଠକ ବସିଥିଲା ।
ତେବେ ସଂକ୍ରମଣର ସ୍ଥିତିକୁ ନେଇ ଜିଲ୍ଲାପାଳ କଟକଣା ଲଗାଇ ପାରିବେ ବୋଲି ଦାୟିତ୍ବ!-->…