ନିଶା କରି ଗାଡି ଚଳାଉଥିଲେ ରୋକିବ ଏହି କାର୍, ଜାଣନ୍ତୁ ଆଉ କଣ ରହିଛି ଫିଚର…
ସାଧାରଣତଃ ନିଶା କରି ଘରେ ପହଞ୍ଚିଲେ ପୁରୁଷଙ୍କୁ ସବୁଠାରୁ ଅଧିକ ଭୟ ପତ୍ନୀଙ୍କର ହିଁ ରହିଥାଏ। କାରଣ ନିଶା କରିବା ଦ୍ବାରା ପୁରୁଷଙ୍କ ଉପରେ ସବୁଠାରୁ ଅଧିକ ରାଗିଥାନ୍ତି ପତ୍ନୀ। ଏନେଇ ବହୁ କାଳରୁ ଅନେକ ବାକ୍ୟ ମଧ୍ୟ ରହିଛି। କିନ୍ତୁ ଆଜି ପତ୍ନୀଙ୍କ ରାଗ ଶାନ୍ତ କରିବା କଥା ନୁହଁ ବରଂ ଆଗକୁ…