ରଘୁଙ୍କ ପ୍ରେମରେ ସ୍ବରା
ମୁମ୍ବାଇ () ବଲିଉଡ୍ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଜୀବନରେ ନୂଆ ମଣିଷଙ୍କ ଏଣ୍ଟ୍ରି ହୋଇଛି, ଯାହାକୁ ନେଇ ସ୍ବରା ବେଶ୍ ଖୁସୀ।ଅଭିନେତା ଗିରିଶ କର୍ନାଡଙ୍କ ପୁଅ ରଘୁଙ୍କୁ ଡେଟ୍ କରୁଛନ୍ତି ସ୍ବରା। ନିକଟରେ ଉଭୟଙ୍କୁ ଏକ ଚଳଚ୍ଚିତ୍ରର ସ୍ପେଶାଲ ସ୍କ୍ରିନିଂ ଅବସରରେ ଏକସଙ୍ଗରେ ଦେଖାଯାଇଥିଲା।…