Odia News Portal
Browsing Tag

Naveen

୨୨ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () କରୋନା ସମୟରେ ଗରିବଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରିଛନ୍ତି । ୨୨ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ୧୦୦୦ଟଙ୍କା ଲେଖାଏଁ ସହାୟତା ମିଳିବ । ଖାଦ୍ୟ ସୁରକ୍ଷା ଯୋଜନାରେ ୯୪ଲକ୍ଷ…

ଓଡ଼ିଆଙ୍କ ସୁରକ୍ଷା ଓ ସୁବିଧା ପାଇଁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର, () ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ । ଓଡ଼ିଶା ବାହାରେ ରହୁଥିବା ଓଡ଼ିଆଙ୍କ ସୁରକ୍ଷା ଓ ସୁବିଧା ପାଇଁ ସେ ଚିଠି ଲେଖିଛନ୍ତି । କରୋନା ପାଇଁ ଦେଶର ସମସ୍ତ ରାଜ୍ୟ ଲକ୍ ଉାଉନ ହୋଇଛି । ଲକ୍ ଡ଼ାଉନ ସମୟରେ ଓଡ଼ିଆମାନେ ବାହାରେ ଫସି ରହିବା ସହ ବହୁ…

ସୁରକ୍ଷା ପାଇଁ ଶପଥ

ଭୁବନେଶ୍ୱର()  ପରିବାରର ସୁରକ୍ଷା ପାଇଁ ଶପଥ ନେବାକୁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କରିଛନ୍ତି । ପ୍ରିୟ ଭାଇ ଓ ଭଉଣୀମାନେ,  ‘କରୋନା ଭାଇରସ ବିଷୟରେ ଆପଣମାନେ ଭଲ ଭାବରେ ଜାଣି ସାରିଲେଣି ।  ଏହି ଭାଇରସ୍‌ ଚୀନ୍‌ରେ ଥିଲା ୤ ବହୁତ ଦୂରରେ ଥିଲା । ଆମେରିକା ଓ ୟୁରୋପରେ ଥିଲା ।…

କରୋନାକୁ ନେଇ ରାଜ୍ୟରେ ସରକାର କଲେ ବଡ଼ ଘୋଷଣା

ଭୁବନେଶ୍ବର() ଗତ ଦୁଇ ମାସ ମଧ୍ୟରେ ଦୁନିଆ ବଦଳି ଯାଇଛି। ରାଜନୀତି, ଅର୍ଥନୀତି ସବୁ କିଛି ପଛରେ ପକାଇ ସ୍ବାସ୍ଥ୍ୟ ସମସ୍ୟା ସାରା ବିଶ୍ବ ପାଇଁ ଏକ ବହୁତ ବଡ ଆହ୍ବାନ ସୃଷ୍ଟି କରିଛି। ଚୀନ ଓ ସାଉଥ କୋରିଆ ଠାରୁ ଆରମ୍ଭ କରି ନିକଟରେ ଆମେରିକା, ବ୍ରିଟେନ ଓ ଅନ୍ୟ ଇରୋପୀୟ ଦେଶ ମାନଙ୍କ ପାଇଁ…

ଏଣିକି ସର୍ବସାଧାରଣରେ ଏକାଠି ହୋଇପାରିବେନି ୭ରୁ ଅଧିକଲୋକ

ଭୁବନେଶ୍ୱର() କରୋନା ସତର୍କତା ନେଇ ଓଡ଼ିଶା ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । କୌଣସି ସ୍ଥାନରେ ୭ଜଣରୁ ଅଧିକ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ ବଜାର, ମାର୍କେଟ କମ୍ପେ୍ଲକ୍ସରେ କେବଳ ଖାଦ୍ୟ ସାମଗ୍ରୀ ବିକ୍ରି ହେବ ବୋଲି ଜଣାପଡ଼ିଛି । କରୋନା…

ସୁରକ୍ଷା ଯୋଜନାରେ ସାମିଲ ହେବେ ଆଉ ୫ଲକ୍ଷ ହିତାଧିକାରୀ

ଭୁବନେଶ୍ବର() ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବେ ଆଉ ୫ ଲକ୍ଷ ହିତାଧିକାରୀ । ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବର୍ତ୍ତମାନ ଓଡିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଅନୁସାରେ ୩ କୋଟି ୬୨ ଲକ୍ଷ ହିତାଧିକାରୀ ଲାଭବାନ ହେଉଛନ୍ତି ।…

ଜନଗଣନା ସ୍ଥଗିତ ପାଇଁ ନବୀନଙ୍କ ଚିଠି

ଭୁବନେଶ୍ୱର() ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ଜନଗଣନା ସ୍ଥଗିତ ବା ଘୁଞ୍ଚାଇବା ପାଇଁ ନବୀନ ଅନୁରୋଧ କରିଛନ୍ତି । ଏ ସମ୍ପର୍କରେ କିଛି ନିଷ୍ପତ୍ତି ନେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ନବୀନ କହିଛନ୍ତି ଯେ, କରୋନାକୁ…

ଭାଇରାଲ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡିଓ

ଭୁବନେଶ୍ୱର() ବିଦେଶରୁ ଫେରିଥିଲେ ପହଁଚିବାର ୨୪ ଘଂଟା ମଧ୍ୟରେ ବାଧ୍ୟତାମୂଳକ ଭାବେ ଟ୍ରୋଲ ଫ୍ରି ନମ୍ବର ୧୦୪ କିମ୍ବା ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣଙ୍କ ସହଯୋଗ ହିଁ ନିଜ ପରିବାର ଓ ଓଡିଶାକୁ…

ଅନ୍ତର୍ଜାତୀୟ ସ୍ତରରେ ନବୀନଙ୍କ ପ୍ରଶଂସା

ଭୁବନେଶ୍ୱର() ବିଶ୍ବ ସାମ୍ନାରେ ନୂଆ ବିପର୍ୟ୍ୟୟ ଭାବେ ‘କରୋନା’ ଉଭା ହୋଇଛି। ଏହାକୁ ନେଇ ଏବେ ବିଶ୍ବର ୧୫୦ରୁ ଅଧିକ ଦେଶରେ ଲୋକେ ଆତଙ୍କିତ ଅଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ ଛୁଇଁଲାଣି। ଏମିତିସ୍ଥଳେ ଏହି ଭୂତାଣୁ ଓଡ଼ିଶାରେ ବିଳମ୍ବରେ ପ୍ରବେଶ କରିବା ଘଟଣା ନିଶ୍ଚିତ ଭାବେ ଏକ…

୪୮ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆଗୁଆ ଭତ୍ତା

ଭୁବନେଶ୍ୱର() ଭତ୍ତା ମିଳୁଥିବା ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର । ୪୮ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆଗୁଆ ଭତ୍ତା ।  କରୋନା ପାଇଁ ଅଗ୍ରୀମ ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ, ମେ,ଜୁନ୍ ଓ ଜୁଲାଇ ମାସର ଭତ୍ତା ଆଗୁଆ ଦେବେ ସରକାର ।…