Odia News Portal
Browsing Tag

naveen pattnaik

ଶୁଭାରମ୍ଭ ହେବ ‘ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ’

ଭୁବନେଶ୍ୱର: ରାଜ୍ୟରେ ଲାଗୁ ହେବ ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ । ଏହି କାର୍ଡ ଜରିଆରେ ଉପଭୋକ୍ତା ମାନେ ରାଜ୍ୟ ତଥା ଦେଶ ଭିତରେ ଯେ କୌଣସି ଖାଉଟି ଡିଲରଙ୍କଠାରୁ ରେସନ ସାମଗ୍ରୀ ପାଇପାରିବ । ଖାଉଟିଙ୍କୁ ମିଳୁଥିବା ସରକାରୀ ଚାଉଳ ବା ଗହମ କିମ୍ବା ଉଭୟର ମାସିକ କୋଟା ପାଇବା ପାଇଁ ଏଣିକି ଆଉ

ନନ୍ଦୁ ନତେକରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ ନନ୍ଦୁ ନତେକରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଜୁନ ପୁରଷ୍କାର ପାଇଥିବା ଏହି ବରିଷ୍ଟ ଖେଳାଳୀଙ୍କ ଦେହାନ୍ତ ହେବା ଖବର ଶୁଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ତାଙ୍କ ଶୋକସନ୍ତପ

ମୀରବାଇଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲମ୍ପିକରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି ମିରାବାଇ ଚାନୁ । ଭାରୋଉତ୍ତୋଳନରେ ରୋପ୍ୟ ପଦକ ପାଇଛନ୍ତି ଚାନୁ । ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓ ଅଲମ୍ପିକରେ ପ୍ରଥମ ଜିତିଛି ଭାରତ । ଭାରୋଉତ୍ତୋଳନରେ ମୀରାବାଇ

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା, ଜାଣନ୍ତୁ କଣ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଆଜି ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭିଟି ହାର କମିଥିଲେ ମଧ୍ୟ, କେତେକ

ରସଗୋଲା ଦିବସ ଓ ନିଳାଦ୍ରୀବିଜେ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ହେଉଛି ଘୋଷଯାତ୍ରାର ଅନ୍ତିମ ପର୍ବ । ୧୨ଦିନର ନିଳା ଖେଳା ସାରିବା ପରେ ଆଜି ଶ୍ରୀମନ୍ଦିରକୁ ଯିବେ କାଳିଆ ସାଆନ୍ତ । ତେବେ ମହାଲକ୍ଷ୍ମୀଙ୍କ ରୋଷ ଭଞ୍ଜନ କରିବା ଲାଗି ସାଥିରେ ରସଗୋଲା ନେଇ ଯାଇଥାନ୍ତି ମହାପ୍ରଭୁ । ଏଣୁ ଏହି ଦିନକୁ ରସଗୋଲା ଦିବସ ରୂପେ ପାଳନ କରାଯାଏ ।

ସାଢ଼େ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା

ଭୁବନେଶ୍ୱର: କୋଭିଡ ମୁକାବିଲା ନେଇ ଆଜି ସାଢ଼େ ୧୧ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିବେ । ସ୍ୱାସ୍ଥ୍ୟ ବିଭାଗ ଏସିଏସ ମଧ୍ୟ ଉପସ୍ଥିତ ରହିବେ । ତେବେ ମୁଖ୍ୟମନ୍ତ୍ରୀ କଣ କହିବେ ତାଉପରେ ରହିଛି ମସ୍ତଙ୍କ ନଜର ।

ଗୋପାଳପୁରରେ ଟାଟା ପ୍ୟାକେଜିଂ ୟୁନିଟ୍‌ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ଜରିଅ ଗୋପାଳପୁର ନିକଟ ରଙ୍ଗେଇଲୁଣ୍ଡ ଠାରେ ଟାଟା କମ୍ପାନୀର ଏକ ପ୍ୟାକେଜିଂ ୟୁନିଟ ଉଦ୍ଘାଟନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି ଏଓ,ଉପଜିଲ୍ଲାପାଳ ୱି

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସଦ୍ୟ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ଓଡ଼ିଶାର ମୟୂରଭଞ୍ଜ ସାଂସଦ ବିଶ୍ୱେଶର ଟୁଡୁ କେରାନାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ତେବେ ସେ ସାମାନ୍ୟ କରୋନା ସଂକ୍ରମଣ ହୋଇଛନ୍ତି । କରୋନାର ସାମାନ୍ୟ

ଇଦ୍ ଏବଂ ସୁନାବେଶ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ନିୟନ୍ତା ମହାପ୍ରଭୁଙ୍କ ପବିତ୍ର ସୁନାବେଶ । ସେପଟେ ଆଜି ମୁସଲିମ ଧର୍ମର ବଡ଼ ପର୍ବ ଇଦ୍ । ଦୁଇ ଧର୍ମର ବଡ଼ ପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶୁଭେଚ୍ଛା ଜଣାଇଥିବା ଦେଖିବାକୁ

ଚାଷୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ସହାୟତା, ମୟୂରଭଞ୍ଜ ଚାଷୀଙ୍କୁ ମିଳିଲା ସୁବର୍ଣ୍ଣରେଖା ପାଣି

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫,୩୫୯ ହେକ୍ଟର ଚାଷ ଜମିକୁ ପାଣି ଛଡା ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏହାଦ୍ଵାରା ମୟୂରଭଞ୍ଜ ଜିଲ୍ଲାର ବାରିପଦା, ବେତନଟୀ, ମୋରଡା, ଶୂଳିଆପଦା ଓ