Odia News Portal
Browsing Tag

nationalnews

ଉତ୍ତରାଖଣ୍ଡ ବିଧାନସଭାର ବିରୋଧୀ ଦଳ ନେତ୍ରୀ ଇନ୍ଦିରା ହ୍ରିଦୟେସଙ୍କ ବିୟୋଗ

ନୂଆଦିଲ୍ଲୀ: କରୋନା କାଳରେ ଦୁଃଖଦ ଖବର । କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଉତ୍ତରାଖଣ୍ଡ ବିଧାନସଭାର ବିରୋଧ ଦଳ ନେତ୍ରୀ ଇନ୍ଦିରା ହ୍ରିଦୟେସଙ୍କ ପରଲୋକ ହୋଇଛି । ଆଜି ଦିଲ୍ଲୀର ଉତ୍ତରାଖଣ୍ଡ ଭବନରେ ତାଙ୍କର ପରଲୋକଙ୍କ ହୋଇଛି । ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଛି । ଆଜି ତାଙ୍କୁ ଦିଲ୍ଲୀରୁ

ଦିଲ୍ଲୀରେ ଆରମ୍ଭ ହେଲା ଅନଲକ୍ ପ୍ରକ୍ରିୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଆରମ୍ଭ ହୋଇଛି ଅନଲକ୍ ପ୍ରକ୍ରିୟା । ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜ୍ରିୱାଲ ଏନେଇ ସୂଚନା ଦେଇଛନ୍ତି । ଗାଇଡ ଲାଇନ ମୁତାବକ ସକାଳ ୧୦ଟାରୁ ରାତି ୮ଟା ଯାଏଁ ସମସ୍ତ ଦୋକାନ ଖୋଲା ରହିବ । ଅନ୍ୟପଟେ ସ୍କୁଲ, କଲେଜ ସହ ସମସ୍ତ ଶିକ୍ଷାନୁଷ୍ଠାନ, ସ୍ୱିମିଂ ପୋଲ, ସିନେମା

ପେଟ୍ରୋଲ ପରେ ୧୦୦ ପାରକଲା ଡିଜେଲ ଦର

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ରେଟ୍ ୧୦୦ ପାର ହୋଇଥିବା ବେଳେ ଆଜି ରେକର୍ଡ କରିଛି ଡିଜେଲ ଦର । ରାଜସ୍ଥାନରେ ୧୦୦ ପାର କରିଛି ଡିଜେଲ ରେଟ୍ । ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ୧୦୭ ଟଙ୍କା ରହିଛି ଡିଜେଲ ଦର । ଯାହାକୁ ନେଇ ଏବେ

ହୃଦୟବାନ ରବିନା

ମୁମ୍ବାଇ: ମଷ୍ଟ ମଷ୍ଟ ଗାର୍ଲ ତଥା ନବେ ଦଶକର ଚୁଲବୁଲି ନାୟକି ରବିନା ଟଣ୍ଡନ ଜଣେ ହୃଦୟବାନର ପରିଚୟ ଦେଇଛନ୍ତି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ ପ୍ରଭାବରେ ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି । ଅନେକ ସ୍ଥାନ ଜଳମଗ୍ନ ହୋଇଥିବା ବେଳେ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଇଛି । ଗତକାଲି କୋଠା

ଶ୍ରୀଲଙ୍କା ଗସ୍ତ ଲାଗି ଘୋଷଣା ହେଲା ଭାରତୀୟ ଦଳ

ନୂଆଦିଲ୍ଲୀ: ତିନୋଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ ଖେଳିବା ଲାଗି ଶ୍ରୀଲଙ୍କା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଏଥିଲାଗି ଆଜି ଘୋଷଣା ହୋଇଛି ଦଳ । ଶିଖର ଧାୱନଙ୍କୁ ଦଳର ଅଧିନାୟକ ଘୋଷଣା କରାଯାଇଥିବା ବେଳେ ଭୁବନେଶ୍ୱର କୁମାର ହୋଇଛନ୍ତି ଉପଅଧିନାୟକ । ଆଇପିଏଲ ୧୪ରେ ଭଲ ପ୍ରଦର୍ଶନ କରିଥିବା

ଭାଇରାଲ ହେଉଛି ମଲାଇକାଙ୍କ ବିକିନି ଲୁକ୍‌

ମୁମ୍ବାଇ: ବଲିଉଡର ବେଶ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ମଲାଇକା ଅରୋରା ଖାନ୍ । ସେ ସବୁବେଳେ ନିଜ ପ୍ରଂଶସକଙ୍କ ଲାଗି ସୋସିଆଲ ମିଡିଆରେ ବିଭିନ୍ନ ଫଟୋ ପୋଷ୍ଟ କରିଥାନ୍ତି । ଏମିତିକି ସୋସିଆଲ ମିଡିଆରେ ମଧ୍ୟ ସେ ବେଶ ଅକ୍ଟିଭ ରହିଥାନ୍ତି । ଏବେ ସେ ବିକିନି ପିନ୍ଧି ଇନଷ୍ଟାଗ୍ରାମରେ ଏକ

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ଶିକ୍ଷକ ମିଶି ଦୁଷ୍କର୍ମ, ନାବାଳିକା ଗର୍ଭବତୀ

ରାଜସ୍ଥାନ: ପୁଣି ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା । ବିଭିନ୍ନ ପ୍ରଲୋଭନ ଦେଖାଇ କ୍ଳାସ ରୁମରେ ଦୁଇଜଣ ଶିକ୍ଷକ ମିଶି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ କରିଛନ୍ତି ଦୁଷ୍କର୍ମ । ନାବାଳିକା ଗର୍ଭବତୀ ହେବା ପରେ ସବୁ ସତ ଜଣା ପଡିଛି । ରାଜସ୍ଥାନ ଯୋଧପୁର ଜିଲ୍ଲା ଶେରଗଡ଼ ଥାନା

ଆଜିଠୁ ଆୟକର ବିଭାଗର ନୂତନ ପୋର୍ଟାଲ ଆରମ୍ଭ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଆୟକର ବିଭାଗର ନୂତନ ପୋର୍ଟାଲ । ଆୟକର ବିଭାଗ ଅନୁଯାୟୀ, କରଦାତା ଏହି ପୋର୍ଟାଲରେ ଅନଲାଇନ ବିବରଣୀ ପ୍ରଦାନ କରିପାରିବେ । ଏହା ସହିତ, ଏହି ପୋର୍ଟାଲ୍ ପ୍ରଦତ୍ତ ବିବରଣୀଗୁଡିକର ତୁରନ୍ତ ପ୍ରକ୍ରିୟାକରଣର ସୁବିଧା ସହିତ ଜଡିତ ଏବଂ ଏହା ସହିତ ଟ୍ୟାକ୍ସ ଫେରସ୍ତ

ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବରରେ ହେବ ଟ୍ବେଣ୍ଟି୨୦ ବିଶ୍ବକପ

ନୂଆଦିଲ୍ଲୀ: ଟ୍ବେଣ୍ଟି୨୦ ବିଶ୍ବକପ ଆସନ୍ତା ଅକ୍ଟୋବର-ନଭେମ୍ବରରେ ଭାରତରେ ଆୟୋଜନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଭାରତରେ କରୋନା ମହାମାରୀ ଭୟଙ୍କର ସ୍ଥିତିରେ ରହିଥିବାରୁ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର-ନଭେମ୍ବରରେ ଆୟୋଜନ କରିବା ଅସମ୍ଭବ ହୋଇପଡ଼ିଛି। ଏଥିପାଇଁ ଆଇସିସି ଭାରତ ବଦଳରେ

ବଲିଉଡର ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଦିଲ୍ଲୀପ କୁମାର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀପ କୁମାରଙ୍କୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ଦିଲ୍ଲୀପ