Odia News Portal
Browsing Tag

nationalnews

ଘୋଷିତ ହେଲା ମହିଳା ଆଇପିଏଲର ଖେଳସୂଚୀ : ମାର୍ଚ୍ଚ ୪ରେ ହେବ ଶୁଭାରମ୍ଭ

ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ମାର୍ଚ୍ଚ ୪ରୁ ୨୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ୫ଟି ଦଳ ଭାଗନେବେ। ମୁମ୍ବଇର ୨ଟି ଷ୍ଟାଡିୟମ୍‌ରେ ମୋଟ ୨୨ଟି ମ୍ୟାଚ୍ ଖେଳାଯିବ। ମହିଳା ଆଇପିଏଲର ଉଦ୍ଘାଟନୀ ସଂସ୍କରଣର ଖେଳାଳି ନିଲାମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହାର ଦିନକ ପରେ ମଙ୍ଗଳବାର ଏହି

ମହିଳା T-୨୦ ବିଶ୍ବକପ: ଖେଳିବେ ଭାରତ- ୱେଷ୍ଟଇଣ୍ଡିଜ୍

ମହିଳା ଟ୍ବେଣ୍ଟି୨୦ ବିଶ୍ବକପ ଅଷ୍ଟମ ସଂସ୍କରଣର ବୁଧବାର କେପ୍ଟାଉନର ନ୍ୟୁଲାଣ୍ଡ ଗ୍ରାଉଣ୍ଡରେ ଗ୍ରୁପ-ବି ର ଏକ ମ୍ୟାଚ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ। ଭାରତ ଉକ୍ତ ମ୍ୟାଚକୁ ଜିତି ସେମିଫାଇନାଲ ରାସ୍ତାରେ ଆଉ ପାଦେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଥିବାବେଳେ ୱେଷ୍ଟଇଣ୍ଡିଜ୍ ବିଜୟ

କେଜ୍ରିୱାଲଙ୍କ ବିଦ୍ୟୁତ ରାଜନୀତି, ଉତ୍ତରାଖଣ୍ଡରେ ସରକାର ଆସିଲେ ୩୦୦ ୟୁନିଟ ମାଗଣା

ଡେରାଡୁନ୍‌: ଉତ୍ତରାଖଣ୍ଡ ଗସ୍ତରେ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ରାଜ୍ୟବାସୀଙ୍କୁ ନିର୍ବାଚନ ପୂର୍ବରୁ ବିଭିନ୍ନ ପ୍ରତିଶ୍ରୃତି ଦେଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ଭଳି ଏଠାରେ ଯଦି ଆପ ସରକାର ଆସେ ତେବେ ବିଜୁଳି ମାଗଣା ଦେବା ଲାଗି ସେ କହିଛନ୍ତି । ୩୦୦

ଠକେଇ ଅଭିଯୋଗରେ ସଲମାନ ଖାନ ଏବଂ ତାଙ୍କ ଭଉଣୀଙ୍କୁ ସମନ

ମୁମ୍ବାଇ: ଠକେଇ ଅଭିଯୋଗରେ ବଲିଉଡ଼ ଅଭିନେତା ସଲମାନ ଖାନ ଓ ତାଙ୍କ ଭଉଣୀ ଅଲଭୀରା ଖାନଙ୍କୁ ସମନ ପଠାଇଛି ଚଣ୍ଡିଗଡ଼ ପୁଲିସ। ଜଣେ ଗହଣା ବ୍ୟବସାୟୀ ସଲମାନ ଓ ତାଙ୍କ ଭଉଣୀଙ୍କ ନାଁରେ ଠକେଇ ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ ପୁଲିସ ସଲମାନ ଓ ଅଲଭୀରାଙ୍କ ବ୍ୟତୀତ ଅନ୍ୟ ୭ ଜଣଙ୍କୁ ପଚରାଉଚରା ପାଇଁ

କୃଷି ଲାଗି ୧ ଲକ୍ଷ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଗତକାଲି ଗଠିତ ହୋଇଛି ନୂଆ ମନ୍ତ୍ରୀମଣ୍ଡଳ । ନୂଆ ମନ୍ତ୍ରୀ ମଣ୍ଡଳ ଗଠନ ହେଉ ହେଉ କ୍ୟାବିନେଟର ବଡ଼ ଘୋଷଣା ହୋଇଛି । ଚାଷୀଙ୍କ ଲାଗି ଏକ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି । ମଣ୍ଡିଭିତ୍ତି ସୁଦୃଢ଼ କରିବା ଲାଗି ଏହି ଅର୍ଥ ମଞ୍ଜୁର ହୋଇଥିବା କୃଷିମନ୍ତ୍ରୀ ନରେନ୍ଦ୍ରସିଂ

ଦିଲ୍ଲୀ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ସିବିଆଇ ହେଡକ୍ୱାର୍ଟରରେ ଅଗ୍ନିକାଣ୍ଡ । ରାଜଧାନୀ ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ବିଲ୍ଡିଂରେ ଆଜି ସକାଳୁ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଦିଲ୍ଲୀର ଲୋଧି ରୋଡରେ ଥିବା ସିବିଆଇ ଅଫିସ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଖବରପାଇ ଅଗ୍ନିଶମ

ହିମାଞ୍ଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂଙ୍କ ପରଲୋକ

ଶିମଳା: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୀରଭଦ୍ର ସିଂହଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ପ୍ରତ୍ୟୁଷରେ ତାଙ୍କର ମୃତ୍ୟୁ ଘଟିଛି। ବୀରଭଦ୍ର ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ମେଡିକାଲ

ଦାୟିତ୍ୱ ଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଭାବେ କାର୍ଯ୍ୟଭାର ଆରମ୍ଭ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଓଡ଼ିଶାରୁ ପ୍ରଥମ ସାଂସଦ ଭାବେ ସେ ରେଳ ବିଭାଗରେ ସ୍ଥାନ ପାଇଛନ୍ତି । କାର୍ଯ୍ୟ ଆରମ୍ଭରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଂଶସା କରିଛନ୍ତି । ସେ କହିଛନ୍ତି କି, ରେଳ ମନ୍ତ୍ରୀଳୟରେ ମୋଦିଙ୍କ ବଡ଼ ଭୀଜନ ରହିଛି ।

ଆସିଲା ୪୩ ଜଣିଆଁ ମନ୍ତ୍ରୀଙ୍କ ତାଲିକା

ନୂଆଦିଲ୍ଲୀ: ପ୍ରକାଶ ପାଇଛି ୪୩ ଜଣିଆଁ ମନ୍ତ୍ରୀଙ୍କ ତାଲିକା । ଏହି ତାଲିକା ଏବେ ମୋବାଇଲୁ ମୋବାଇଲକୁ ଘୁରିବାକୁ ଲାଗି ଲାଗିଲାଣି । ତେବେ ଏହି ଲିଷ୍ଟରେ ଓଡ଼ିଶାର ଦସ୍ୱବକ୍ସଚ୍ଚ ସାଂସଦଙ୍କ ନାମ ରହିଛି । ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଏବଂ ମୟୂରଭଞ୍ଜ ସାଂସଦ ବିଶ୍ୱେଶର ଟୁଡୁଙ୍କ ନାମ

ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଇସ୍ତଫା ଦେଇଥିବା ସୂଚନା

ନୂଆଦିଲ୍ଲୀ: ଆଜି ସଦ୍ଧାରେ ସଂପ୍ରସାରଣ ହେବ ମୋଦିଙ୍କ ମନ୍ତ୍ରୀ ମଣ୍ଡଳ । ତେବେ ଏହା ପୂର୍ବରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ । ତାଙ୍କର ସ୍ୱାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଇଥିବା ସୂଚନା ମିଳିଛି । ତେବେ ଆଜି କେଉଁ ମାନଙ୍କୁ ସବୁ ସ୍ଥାନ ମିଳିବ ତାକୁ ନେଇ