Odia News Portal
Browsing Tag

National news

ତିନି ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଯିବେ । ଆସନ୍ତା ଜୁଲାଇ ୨୫-୨୭ ତାରିଖ ମଧ୍ୟରେ ରାଷ୍ଟ୍ରପତି ଜମ୍ମୁ କଶ୍ମୀର ଗସ୍ତ କରିବେ ବୋଲି ଜଣାପଡିଛି । ତିନି ସେନାର ସର୍ବମୁଖ୍ୟ ରାଷ୍ଟ୍ରପତି କାର୍ଗିଲ ବିଜୟ ଦିବସ ଅବସରରେ ସେନାକୁ ସମ୍ବୋଧିତ କରିବେ । ଏହା

ଇଶାନ କିଶାନଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ନୂଆଦିଲ୍ଲୀ: ଇଶାନ କିଶାନ ଆଇପିଏଲ ପ୍ରେମୀଙ୍କ ଲାଗି ଏକ ଚିହ୍ନା ନାମ । ତେବେ ଏହି ଯୁବ କ୍ରିକେଟର ୧୯୮୮ ମସିହା ଜୁଲାଇ ୧୨ ତାରିଖରେ ବିହାରରେ ଜନ୍ମ ହୋଇଥିଲେ । ତାଙ୍କ ପିତାଙ୍କ ନାମ ଥିଲା ପ୍ରଣବ କୁମାର ପାଣ୍ଡେ । ଇଶାନଙ୍କ ବଡ଼ ଭାଇ ମଧ୍ୟ ପିଲାଟି ଦିନରୁ ତାଙ୍କୁ କ୍ରିକେଟ ଖେଳିବା ଲାଗି

ମହାରାଷ୍ଟ୍ରରେ କାନ୍ଥ ଭୁଷୁଡ଼ି ୧୯ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ବଡ ଧରଣର ଅଘଟଣ । କାନ୍ଥ ଭୁଶୁଡି ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ଚେମ୍ବୁରର ଭାରତ ନଗର ଅଞ୍ଚଳରେ ଘଟିଛି ଏହି ଅଘଟଣ । ଭୂସ୍ଶଳନ ଯୋଗୁ କାନ୍ଥ ଭୁଶୁଡି ପଡିଥିବା ଜଣାପଡିଛି । ଘଟଣାସ୍ଥଳରୁ ବର୍ତ୍ତମାନ ସୁଦ୍ଧା ୧୬ଜଣଙ୍କୁ ଆହତ ଅବସ୍ଥାରେ

ପରଲୋକରେ କାର୍ଟୁନିଷ୍ଟ ଗୌତମ ବେନେଗଲ

ମୁମ୍ବାଇ: ଜାତୀୟ ପୁରସ୍କାର ବିଜେତା ଲେଖକ, କାର୍ଟୁନିଷ୍ଟ, ଆନିମେସନ୍ ଫିଲ୍ମ ନିର୍ମାତା ଗୌତମ୍ ବେନେଗଲ୍ ଙ୍କର ଆଜି ପରଲୋକ ହୋଇଯାଇଛି । ସେ ୫୬ ବର୍ଷ ବୟସରେ ପରଲୋକ ହୋଇଛନ୍ତି । ଏନେଇ ତାଙ୍କ ବନ୍ଧୁ କାଇଜାଦ୍ କୋଟୱାଲ୍ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ତାଙ୍କର ହୃଦଘାତରେ ଦେହାନ୍ତ

ରେଳ ଇଞ୍ଜିନରେ ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ନୂଆ ରେଳମନ୍ତ୍ରୀ ଭାବରେ ଅଶ୍ୱିନୀ ବୈଷ୍ଣବ ଦାୟିତ୍ୱ ଗ୍ରହଣ କରିବା ପୁରା ଦମରେ କାମରେ ଲାଗିଛନ୍ତି । ରାତି ଅଧ ଯାଏ ବି କାମ କରୁଛନ୍ତି । ବିଭିନ୍ନ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରୁଛନ୍ତି । ଗତକାଲି ଗୁଜରାଟ ଭଦନଗର ରେଲଓ୍ୱେ ସେକ୍ସନରେ ରେଲ ପ୍ରକଳ୍ପର ସମୀକ୍ଷା

ଆଜି ଦେଶରେ ୪୦ ହଜାର ତଳେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୦୭୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକରେ ୫୬୦ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଦିନକରେ ଦେଶରେ ୪୨,୧୨,୫୫୭ ପାନ ଟିକା ଦିଆଯାଇଛି। ଏଥିସହିତ ଗତକାଲି ସଂଧ୍ୟା ସୁଦ୍ଧା ମୋଟ ୩୯,୯୬,୯୫,୮୭୯ ପାନ ଟିକା

ମହିଳା ଡାକ୍ତରଙ୍କୁ ବଳତ୍କାର ପରେ ଭିଡିଓ ଭାଇରାଲ କରାଇବା ମାମାଲାରେ ସାଙ୍ଗ ଗିରଫ

ଲକ୍ଷ୍ନୌ: ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମକାରୀଙ୍କ ସଂଖ୍ୟା । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ସୁଦ୍ଧା ଥମିବାର ନାଁ ଧରୁନି ଲଜ୍ଜା । ତେବେ ମଧ୍ୟପ୍ରଦେଶର ଜଣେ ମହିଳା ଡାକ୍ତରଙ୍କୁ ତାଙ୍କ ସାଙ୍ଗ ବଳାତ୍କାର କରିବା ପରେ ଭିଡିଓକୁ ଭାଇରାଲ କରାଇବାର ଭୟ

ପୁଣି ଜମ୍ମୁ ବାୟୂସେନା ସ୍ଥଳରେ ଉଡ଼ିଲା ଡ୍ରୋନ୍‌

ଶ୍ରୀନଗର: ଏଠାରେ ଥିବା ଭାରତୀୟ ବାୟୁସେନା ସ୍ଥଳ ଉପରେ ପୁନର୍ବାର ଏକ ଡ୍ରୋନକୁ ଠାବ କରାଯାଇଛି। ବୁଧବାର ରାତିରେ ଏହି ଡ୍ରୋନ ଉଡୁଥିବାବେଳେ ତାକୁ ନିରାପତ୍ତା ବାହିନୀ ଠାବ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ବାୟୁସେନା ସ୍ଥଳ ଉପରେ ଜୁନ୍ ୨୭ ତାରିଖରେ ଡ୍ରୋନରୁ ଆକ୍ରମଣ କରାଯିବାର ମାତ୍ର ତିନି

କାଉଡ଼ି ଯାତ୍ରାକୁ ନେଇ ୟୁପି ସରକାରଙ୍କ ନିଷ୍ପତି ଉପରେ ସୁପ୍ରିମକୋର୍ଟ ରାୟ

ନୂଆଦିଲ୍ଲୀ: କରୋନାର ୩ୟ ତରଙ୍ଗର ଆଶଙ୍କାକୁ ନଜରରେ ରଖି କିଛି ରାଜ୍ୟରେ ,ରାଜ୍ୟସରକାର କାଉଡି ଯାତ୍ରା ଉପରେ ପ୍ରତିବନ୍ଧକ ଜାରି କରି ଥିବା ବେଳେ କିଛି ରାଜ୍ୟ କାଉଡି ଯାତ୍ରା ପାଇଁ ଅନୁମତି ଦେଇଛନ୍ତି। ଉତ୍ତରପ୍ରଦେଶରେ ଏହି ଯାତ୍ରା ପାଇଁ ଅନମୁତି ପ୍ରଦାନ କରାଇଥିବା ବେଳେ ଏହାକୁ ନେଇ

ସଂସଦୀୟ ଦଳ ନେତା ହେଲେ ପିୟୁସ ଗୋଏଲ

ନୂଆଦିଲ୍ଲୀ: ପୂର୍ବତନ ରେଳମନ୍ତ୍ରୀ ତଥା ବିଜେପିର ବରିଷ୍ଟ ନେତା ପିୟୁସ ଗୋଏଲ ହେଲେ ସଂସଦୀୟ ଦଳ ନେତା । ରାଜ୍ୟସଭା ସଂସଦୀୟ ଦଳ ନେତା ଭାବେ ବଛାଯାଇଛି । ଥାଓରଚାନ୍ଦ ଗେହଲେଟ କର୍ଣ୍ଣାଟକ ରାଜ୍ୟପାଳ ହେବା ପରେ ତାଙ୍କ ସ୍ଥାନରେ ଏହି ସ୍ଥାନରେ ପିୟୁସ ରହିଛନ୍ତି । ବିଜେପି କର୍ମୀଙ୍କ ପକ୍ଷରୁ