Odia News Portal
Browsing Tag

National news

ମୁମ୍ବାଇରେ ବୋମା ଆତଙ୍କ

ମୁମ୍ବାଇ: ଶୁକ୍ରବାର ରାତିରେ ଜଣେ ଅଜ୍ଞାତ ବ୍ୟକ୍ତି ପୁଲିସକୁ ଫୋନ କରି ବୋମା ଖଞ୍ଜାଯାଇଥିବା ଧମକ ଦେବାପରେ ମହାନଗରର ତିନିଟି ରେଳ ଷ୍ଟେସନ ଏବଂ ବଲିଉଡ ଅଭିନେତା ଅମିତାଭ ବଚନଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମୁମ୍ବଇ ପୁଲିସର ନିୟନ୍ତ୍ରଣ କକ୍ଷକୁ ଆସିଥିବା ଏହି ଫୋନ

ଇସ୍ତଫା ଦେଲେ ମୋଦିଙ୍କ ପରାମର୍ଶଦାତା

ନୂଆଦିଲ୍ଲୀ: ଅମରଜିତ ସିହ୍ନା ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଅମରଜିତ ସିହ୍ନା ଇସ୍ତଫା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ ଅମରଜିତ ହେଉଛନ୍ତି ୧୯୮୩ ବିହାର କାଡରର ଜଣେ ଆଇଏସ ଅପାର। ଗତବର୍ଷ ଫେବୃୟାରୀ ମାସରେ ତାଙ୍କୁ

୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଲୱାମାର ଜଙ୍ଗଲ ଅଞ୍ଚଳରେ ଭାରତର ସୁରକ୍ଷା ବାହିନୀ ଯବାନଙ୍କ ଗୁଳିରେ ଦୁଇଜଣ ଆତଙ୍କିଙ୍କର ମୃତ୍ୟୁ ଘଟିଛି। ଶନିବାର ସକାଳେ ଏହି ଘଟଣା ଘଟିଛି। ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରାଉ କରିନେବା ସହିତ ତଲାସି ଅଭିଯାନ ଚଳାଇଛନ୍ତି। କାଶ୍ମୀର ଜୋନ ପୁଲିସ ସୂତ୍ର

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବାସବରାଜ ସୋମାପା ବୋମାଇ

କର୍ଣ୍ଣାଟକ ରାଜନୀତିର ଏବେ ଅନ୍ୟତମ କର୍ଣ୍ଣଧାର ବାସବରାଜ ସୋମାପା ବୋମାଇ । ଗୃହ ଓ ପାର୍ଲାମେଂଟ ଆଫାୟାର ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦରେ ଥିବା ବାସବରାଜ ଏବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ଭାରତୀୟ ଜନତା ପାର୍ଟି ତାଙ୍କ ନାଁରେ ମୋହର ମାରିବା ପରେ ଏବେ ତାଙ୍କୁ ମୁଖ୍ୟମନ୍ତ୍ରୀ

ଗିରଫ ହେଲେ ୧୪ କାଉଡିଆ

ନୂଆଦିଲ୍ଲୀ: କରୋନା କଟକଣା ଲାଗି ଶ୍ରାବଣ ମାସରେ କାଉଡ଼ି ଯାତ୍ରା ଲାଗି ସରକାର ରୋକ ଲଗାଇଛନ୍ତି । ତେବେ କିଛି କାଉଡ଼ିଆ ନିୟମକୁ ଅମାନ୍ୟ କରିଥିବା ପଡିଛି ମହଙ୍ଗା । ଅମାନିଆ କାଉଡିଆଙ୍କୁ ଗିରଫ କରିଛି ପୋଲିସ । ଉତ୍ତରାଖଣ୍ଡରୁ ଆସିଛି ଏଭଳି ଖବର । ଶ୍ରାବଣ ମାସର ପ୍ରଥମ ସୋମବାରରେ କାଉଡିଆମାନେ

ରାଜଧାନୀରେ ଖୋଲିଲା ମଲ୍ଟିପ୍ଲେକ୍ସ ଓ ସିନେମା ହଲ

ନୂଆଦିଲ୍ଲୀ: ନୂଆଦିଲ୍ଲୀ : ଆଜି ଠାରୁ ରାଜଧାନୀ ଦିଲ୍ଲୀରେ ମଲ୍ଟିପ୍ଲେକ୍ସ ଓ ସିନେମା ହଲ୍ ଖୋଲାଯାଇଥିବା ବେଳେ ଶହେ ପ୍ରତିଶତ ସିଟିଂରେ ଚାଲିଲା ମେଟ୍ରୋ ଓ ବସ୍ । ମାତ୍ର ମେଟ୍ରୋରେ କୌଣସି ବ୍ୟକ୍ତି ଠିଆ ହୋଇ ଯାଇପାରିବେ ନାହିଁ ବୋଲି ଦିଲ୍ଲୀ ସରକାର ଗାଇଡଲାଇନ ଜାରି କରିଛନ୍ତି । ଡିଡିଏମଏ

ଟୋକିଓ ଅଲିମ୍ପିକ୍ସ, ଜାଣନ୍ତୁ କେଉଁ ଦେଶ କୋତୋଟି ପଦକ ଜିତିଛନ୍ତି

ଟୋକିଓ: ସବୁଠି ଚାଲିଛି ଟୋକିଓ ଅଲିମ୍ପିକ୍ସ ଚର୍ଚ୍ଚା । ଖେଳାଳୀମାନେ ପଦକ ଜିତବା ଲାଗି ଲଗାଇ ଦେଇଛନ୍ତି ଚାରଚାନ୍ଦ । ତେବେ ଏଯାବତ ପଦକ ହାସଲ କରିବାରେ ଶୀର୍ଷରେ ରହିଛି ୟୁଏସଏ ବା ଆମେରିକା । ଆମେରିକା ୧୪ଟି ପଦକ ଜିତିଥିବା ବେଳେ ଚିନ୍ ଜିତିଛି ୧୫ଟି ପଦକ । ତେବେ ଆମେରିକା ୭ଟି ସ୍ୱର୍ଣ୍ଣ

ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା

ବାଙ୍ଗାଲୋର: ଇସ୍ତଫା ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା । ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବା ପରେ ଇସ୍ତଫା ଦେଇଛନ୍ତି । ତେବେ ଏହି ଇସ୍ତଫା ପରେ ଏବେ କର୍ଣ୍ଣାଟକ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କିଛିଦିନ ହେବ ସେ ଇସ୍ତଫା ଦେଇ ମଧ୍ୟ ଖବର ପ୍ରସାରଣ କରାଯାଉଥିଲା ।

ଟୋକିଓ ଅଲମ୍ପିକ, ବିଜୟରୁ ସିଦ୍ଧୁଙ୍କ ଅଭିଯାନ ଆରମ୍ଭ

ଟୋକିଓ: ଭାରତ ଲାଗି ଖୁସି ଖବର । ବିଜୟ ଅଭିଯାନ ଆରମ୍ଭ କରିଛନ୍ତି ସିନ୍ଧୁ । ସେ ଇସ୍ରାଏଲର ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି । ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ୨୧-୭, ୨୧-୧୦ ସେଟରେ ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି । ସେପଟେ ଭାରତୀୟ ୧୦ ମିଟର ଏୟାର ପିସ୍ତଲ

ପ୍ରକାଶ ପାଇଲା ଆଇସିଏସଇ ରେଜଲ୍ଟ

ନୂଆଦିଲ୍ଲୀ: ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । results.cisce.org ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେଉଛି । ଓଡିଶାରେ ଦଶମରେ ୯୯.୯୮ ପ୍ରତିଶତ, ଦ୍ୱାଦଶରେ ୯୯.୮୩ ପ୍ରତିଶତ ପାସ୍ ହୋଇଛନ୍ତି । କରୋନା ପାଇଁ ଏ ବର୍ଷ ପରୀକ୍ଷା ହୋଇନଥିଲା । ଦେଶରେ କୋଭିଡ଼ ଦ୍ବିତୀୟ